ତାଲିବାନ ଉପରେ ଭାରତର ବଡ ଜିତ, ଭରତ ହାତରୁ ଏବେ ମାଡ ଖାଇବ ତାଲିବାନ !

ତାଲିବାନ ଉପରେ ଭାରତର ବହୁତ ବଡ ସଫଳତା ହାସଲ କରି ନେଇଛି । ୟୁଏନଏସସିରେ ଭାରତ ତାଲିବାନକୁ ପରାସ୍ତ କରିବା ପାଇଁ ନିଜର କୂ-ଟ-ନୀ-ତି ଚଳାଇଥିଲା । ବର୍ତ୍ତମାନ ତାଲିବାନକୁ ବର୍ତ୍ତମାନ ଚୀନ ଆଉ ସାହାର୍ଯ୍ୟ କରି ପାରିବ ନାହିଁ । ପାକିସ୍ତାନର ଏହି ଭୁଲ ଯୋଗୁ ଭାରତ ଆଜି ବହୁତ ଶକ୍ତିଶାଳୀ ହୋଇ ଯାଇଛି । ବର୍ତ୍ତମାନ ପଞ୍ଚଶିର ପାଇଁ ଭାରତ ସହିତ ଅନ୍ୟ ବହୁତ ଶକ୍ତିଶାଳୀ ଦେଶ ହାତ ମିଶାଇଛନ୍ତି । ଆଫଗାନିସ୍ତାନରେ ତାଲିବାନର ଶକ୍ତିକୁ କମ କରିବା ପାଇଁ ଭରତ ବର୍ତ୍ତମାନ ବହୁତ ବଡ ଯୋଜନା କରିଛନ୍ତି ।

ଯେଉଁଥିରେ ଭାରତକୁ ବହୁତ ସଫଳତା ମଧ୍ୟ ମିଳୁଛି । ଭାରତ ବର୍ତ୍ତମାନ ପଞ୍ଚଶିରକୁ ହତିୟାର ଦ୍ଵାରା ବିଫଳ କରି ନିଜର ପ୍ରଥମ ସଫଳତା ହାସଲ କରିଛି । ଭାରତର ଏହିଭଳି କିଛି ରଣନୀତି ଦେଖି ଚୀନ ଓ ପାକିସ୍ତାନର ନିଦ ମଧ୍ୟ ଉଡି ଯାଇଛି । ରୁସ ଓ ଭାରତର କଥାବାର୍ତ୍ତା ହେବା ପରେ ପଞ୍ଚଶିର ଯୋଧ୍ୟାମାନଙ୍କ ପାଇଁ ଟ୍ୟାଙ୍କ ଓ ଯୁ-ଧ୍ୟ ଗାଡି ହ-ତି-ୟା-ର ପଠାଇ ଥିଲା । ସେହିଭଳି ଭାରତର ଯୋଧ୍ୟାମାନେ ତାଜାକିସ୍ତାନରେ ଥିବା ଏୟାର ବେସରୁ ତାଲିବାନ ବି-ରୁ-ଦ୍ଧ-ରେ ଆକାଶ ମାର୍ଗରେ ଆ-କ୍ର–ମଣ କରିବା ପାଇଁ ସଜାଗ ରହିଛି ।

ଦୁନିଆର ଅନ୍ୟ ପ୍ରାୟତଃ ଦେଶ ପଞ୍ଚଶିରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି । ଅନ୍ୟ ପଟେ ଭାରତ ତାଲିବାନର ଅଣ୍ଟା ଭାଙ୍ଗିବା ପାଇଁ ୟୁଏନଏସସିରେ ଏକ ମହତ୍ଵ ପୂର୍ଣ କୂଟନୀତି ଖେଳିଛି । ଯେଉଁଥିରେ ତାଲିବାନ ବି-ରୁ-ଦ୍ଧ-ରେ ଭାରତକୁ ସଫଳତା ମଧ୍ୟ ମିଳିଯାଇଛି । ୟୁଏନଏସସି କେତେକ ଦେଶ ପାଖରେ ବିଟୋ ପାୱାର ଅଛି । ଚୀନ କୌଣସି ବି ସମୟରେ ତାଲିବାନକୁ ସାହାର୍ଯ୍ୟ କରିବା ପାଇଁ ବିଟୋ ପାୱାର ବ୍ୟବହାର କରି ତାଲିବାନ ବି-ରୁ-ଦ୍ଧ-ରେ ନିଆଯାଇଥିବା କୌଣସି ପଦକ୍ଷେପକୁ ଅଟକାଇ ପାରିବ ।

କିନ୍ତୁ ଭାରତ ରୁସ ଓ ଚୀନର ପରକୁ ପ୍ରଥମ ରୁ ହିଁ କା-ଟି ଦେଇଛି । ଭାରତ ୟୁଏନଏସସିରେ ତାଲିବାନ ଆ-ତ-ଙ୍କ-ବା-ଦୀ ସଂଗଠନର କିଛି ପ୍ରମାଣ ଦେଇ ଦୁନିଆର ଅନ୍ୟ ଦେଶ ମାନଙ୍କର ବିଶ୍ଵାସକୁ ଜିତି ନେଇଛି । ୟୁଏନଏସସିରେ ତାଲିବାନ ବି-ରୁ-ଦ୍ଧ-ରେ କୌଣସି ବି ପ୍ରସ୍ତାବକୁ ବିରୋଧ କରିବା ଓ ନିଜର ବିଟୋ ପାୱାରକୁ ବ୍ୟବହାର କରି ଅଟକାଇବା ଆତଙ୍କବଦୀମାନଙ୍କୁ ସମର୍ଥନ କରିବା ସହ ସମାନ ଅଟେ ।

ୟୁଏନଏସସିରେ ପ୍ରତିବନ୍ଧିତ ଆ-ତ-ଙ୍କ-ବା-ଦୀ-ମାନଙ୍କ ତାଲିକାରେ ତାଲିବାନ ସହ ଜଡିତ ୧୭ ରୁ ଅଧିକ ଆ-ତ-ଙ୍କ-ବା-ଦୀ ସାମିଲ ଅଛନ୍ତି ଓ ବିଟୋ ପାୱାରକୁ ବ୍ୟବହାର କରି ଏହି ପ୍ରସ୍ତାବକୁ ହଟାଇବା ଆ-ତ-ଙ୍କ-ବା-ଦୀ-ମାନଙ୍କୁ ସମର୍ଥନ କରିବା ସଙ୍ଗେ ସମାନ ଅଟେ । ଭାରତର ପ୍ରୟାସ କାରଣରୁ ଭାରତର ଏହିଭଳି ପ୍ରସ୍ତାବ ଉପରେ ବର୍ତ୍ତମାନ ରୁସ ଓ ଚୀନ ନିଜର ବିଟୋ ପାୱାର ବ୍ୟବହାର କରି ପାରିବେ ନାହିଁ । ଏହା ଭାରତ ପାଇଁ ଏକ ପ୍ରକାରର କୁଟନୀତିଜ୍ଞ ସଫଳତା ଅଟେ । ଭାରତ ତାଲିବାନ ଉପରେ ଆ-କ୍ର-ମ-ଣ କରିବା ପାଇଁ ସମସ୍ତ ଦେଶମାନଙ୍କୁ ସଜାଗ ରହିବା ପାଇଁ କହିଛନ୍ତି । ଏହା ସହିତ ପଞ୍ଚଶିରକୁ ସାହାର୍ଯ୍ୟ କରିବା ପାଇଁ ଭାରତ ବହୁତ ଦେଶ ରାଜି ମଧ୍ୟ କରାଇସାରିଛି ।