ୟୁପିରେ ତିଆରି ଚାଲିଛି ମିସାଇଲ, ଭକୁଆ ହେଇ ଅନେଇଛନ୍ତି Chin ଓ Pakistan

ୟୁପି ରାଜ୍ୟ ଗତ କିଛି ବର୍ଷ ହେବ ଏହିଭଳି କିଛି କୀର୍ତ୍ତିମାନ କରୁଛି ଯାହାକୁ ଦେଖି କେବଳ ପୁରା ଦେଶ ନୁହେଁ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଛି । ରାଜ୍ୟରେ ସେହି କାମ ଆରମ୍ଭ ହୋଇ ଯାଇଛି ଯେଉଁ କାମ ପାଇଁ ପୁରା ଦେଶ ଅପେକ୍ଷା କରି ଥିଲା । ଚୀନ କେବେ ବି ଚାହୁଁ ନ ଥିଲା କି ୟୁପିରେ ଏହିଭଳି କାମ ଆରମ୍ଭ ହେଉ । କହିବାକୁ ଗଲେ ସବୁଠୁ ବଡ ମିସାଇଲ ବ୍ରହ୍ମସର ୟୁପିରେ ହାଇ ପାୱାର ଏଣ୍ଟ୍ରି ହୋଇ ସାରିଛି । ଏଲଓସି ସହିତ ସମୁଦ୍ର ମଧ୍ୟରେ ଭାରତ ଚୀନକୁ କ-ଡା ଟ-କ୍କ-ର ଦେବ ।

ବର୍ତ୍ତମାନ ୟୁପିରେ ବ୍ରହ୍ମସକୁ ବହୁତ ବଡ ଆକାରରେ ତିଆରି କରାଯାଉଛି । ବ୍ରହ୍ମସ ଏରୋସ୍ପେସ ଲକ୍ଷ୍ନୌରେ ଏକ ବଡ ସ୍ଥାନ ନିଆଯାଇଛି ଯେଉଁଠି ୩ ମାସ ମଧ୍ୟରେ ଏହାର କାମ ଆରମ୍ଭ କରାଯିବ । କମ୍ପାନୀ ୩ ବର୍ଷ ମଧ୍ୟରେ ୧୦୦ ରୁ ଅଧିକ ମିସାଇଲ ତିଆରି କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଯୋଗୀ ସରକାର ଦେଶର ରକ୍ଷା ପାଇଁ କିଛି କମ୍ପାନୀମାନଙ୍କ ପାଇଁ ଅଲିଗଡରେ କିଛି ସ୍ଥାନ ମଧ୍ୟ ନିର୍ଧାରଣ କରିଛି ।

ଯେଉଁଠି କେବଳ ଡ୍ରୋନ କିମ୍ବା ମିସାଇଲ ନୁହେଁ ଏହା ଛଡା ଗୋ-ଳା ବା-ରୁ-ଦ ଓ ଛୋଟ ବଡ ଅ-ସ୍ତ୍ର ବି ଉତ୍ପାଦନ କରାଯିବ । ବ୍ରହ୍ମସ ଏରୋସ୍ପେସ ଆଗକୁ ବ୍ରହ୍ମସର ଆଡ୍ଭାନ୍ସ ମିସାଇଲ ତିଆରି କରିବାର ଯୋଜନା ମଧ୍ୟ କରୁଛି । ତେବେ ଭାରତର ସବୁଠୁ ଠାରୁ ଶକ୍ତିଶାଳୀ ମିସାଇଲ ବ୍ରହ୍ମସ ଚୀନ ବିରୁଦ୍ଧରେ LOCରେ ବ୍ୟବହାର କରାଯିବ । ସମୁଦ୍ର ମଧ୍ୟରେ ବି ଚୀନକୁ ଜବାବ ଦେବା ପାଇଁ ଏହାର ବ୍ୟବହାର କରାଯିବ ।

ଏହି ମିସାଇଲ ଆଗରେ ଦୁନିଆର ସବୁ ମିସାଇଲ ଫେଲ । ଭାରତ କିଛି ବର୍ଷ ହେବ ସମୁଦ୍ର ମଧ୍ୟରେ ବ୍ରହ୍ମସକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରୁଥିଲା । ବର୍ତ୍ତମାନ ଭାରତର ପାଣ୍ଡୁବୀରେ ବି ବ୍ରହ୍ମସ ମିସାଇଲ ରଖି ହେବ । କହିଦେଉଛୁ କି ଦୁନିଆର ୭୦ ଟି ଦେଶ ଭାରତକୁ ବ୍ରହ୍ମସ ମିସାଇଲ ମାଗିଛନ୍ତି । ଏମିତିରେ ଏହି ବ୍ରହ୍ମସ ମିସାଇଲ କେତେକ ଶକ୍ତିଶାଳି ଏଥିରୁ ଅନ୍ଦାଜ ଲଗାନ୍ତୁ । ଭାରତର ଶତ୍ରୁ ଦେଶ ବି ଏହି ମିସାଇଲକୁ କିଣିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । କହିଦେଉଛୁ କି ଭାରତ ଓ ରୁସ ଧୀରେ ଧୀରେ କରି ଏହି ଅ-ସ୍ତ୍ର-କୁ ବୃଦ୍ଧି କାରିବାରେ ଲାଗିଛନ୍ତି ।

ବ୍ରହ୍ମସକୁ ଏହିଭଳି ଭାବରେ ଡିଜାଇନ କରାଯାଉଛି କି ଏହା ପଣ୍ଡୁବୀ, ଫା-ଇ-ଟ-ର ଜେଟ କିମ୍ବା ମୋବାଇଲ ଲଞ୍ଚରେ ବି ଫାଇର କରାଯାଇ ପାରିବ । ବ୍ରହ୍ମସ ୨ କୁ ବି ବିଶେଷଜ୍ଞମାନେ ସବୁଠୁ ଅଧିକ ଭୟଙ୍କର ମିସାଇଲ ବୋଲି କହିଛନ୍ତି । କହିବାକୁ ଗଲେ ଚିନର ବନ୍ଧୁ ପାକିସ୍ତାନ ଆଜି ବ୍ରହ୍ମସର ପରିକ୍ଷଣକୁ ଦେଖି ଭୟଭୀତ ହୋଇ ଯାଇଛି । ୧୦ ମିନିଟ ମଧ୍ୟରେ ଏହି ମିସାଇଲ ପାକିସ୍ତାନ ଉପରେ ପରମାଣୁ ଆଟାକ କରି ପାରିବ । ବ୍ରହ୍ମସ ମିସାଇଲ ଆଗରେ କୌଣସି ବି ମିସାଇଲ କାମ କରିବ ନାହିଁ ।