ଜିତିବା ପରେ ଇମୋସନାଲ ହେଇଗଲେ Dhoni, ହେଲେ Rohit ଙ୍କୁ ନେଇ କହିଲେ ଏମିତି କଥା କି ଶୁଣି ଆପଣ ବି କରିବେ ପ୍ରଶଂସା

ମୁମ୍ବାଇ ବିରୁଦ୍ଧରେ ଚେନ୍ନାଇ ଜିତିବା ପରେ ଧୋନୀ ନିଜର ବୟାନରେ ଏମିତି କିଛି କହିଦେଲେ କି ଯାହାକୁ ଶୁଣି ରୋହିତ ଶର୍ମା ବି ଆଶ୍ଚର୍ଯ୍ୟ ହୋଇଯିବେ । ଚେନ୍ନାଇ ମୁମ୍ବାଇକୁ ୨୦ ରନରେ ହରାଇ ଏକ ଇତିହାସ ରଚି ଦେଇଛି । ପ୍ରଥମ ଥର ଲାଗୁଛି କି ଚେନ୍ନାଇ ଟିମର ସବୁ ଖେଳାଳି ନିଜର ଫର୍ମରେ ଆସି ଯାଇଛନ୍ତି । ଏହି ରୋମାଞ୍ଚକ ଖେଳରେ ଆରମ୍ଭ ରୁ ହିଁ ଚେନ୍ନାଇର ପ୍ରଦର୍ଶନ ବହୁତ ଖରାପ ଥିଲା । କିନ୍ତୁ ଗାୟକୱାର୍ଡର ୮୮ ରନ ପାରି ଧୋନୀର ଟିମକୁ ଏକ ନୂତନ ଜୀବନ ଦେଇ ଦେଲା ।

ଜାଡେଜା ଓ ବ୍ରାଭୋର ବ୍ୟାଟିଙ୍ଗ ଦ୍ଵାରା ଟିମ ୧୫୬ ରନ କରି ପାରିଲା । ଏହା ପରେ ମୁମ୍ବାଇ ଯେତେବେକେ ବ୍ୟାଟିଙ୍ଗ ଆରମ୍ଭ କରିଲେ ତେବେ ଚେନ୍ନାଇ ଲଗାତର ମୁମ୍ବାଇ ଟିମର ଜଣ ଜଣ କରି ଆଉଟ କରି ଚାଲିଲା । ମୁମ୍ବାଇର ସବୁ ଖେଳାଳି ୧୫ ରୁ ୨୦ ରନ ହିଁ କରି ପାରିଲେ ।

ଧୋନୀ ଯେମିତି ନିଜର ଖେଳ ଖେଳିଲେ ତାହା ଦେଖୁ ଦେଖୁ ଚେନ୍ନାଇର ଟିମ ସହଜରେ ଏହି ମ୍ୟାଚକୁ ଜିତିଗଲା । ଧୋନୀଙ୍କ ମତରେ ତାଙ୍କର ଏହି ବିଜୟ ପଛରେ କେଉଁଠି ନା କେଉଁଠି ରୋହିତର ବି ଯୋଗଦାନ ଅଛି । ଜିତିବା ପରେ ଧୋନୀ ନିଜର ବୟାନରେ କହିଲେ କି ଯେଉଁଭଳି ଭାବରେ ଚେନ୍ନାଇର ଟିମର ସବୁ ଖେଳାଳି ଆଜି ଏକତ୍ରିତ ହୋଇ ବୋଲିଙ୍ଗ ଓ ବ୍ୟାଟିଙ୍ଗ କରିଳିଲେ ତାହା ଏହା ଦର୍ଶାଉଛି କି କୌଣସି ବି ପରିସ୍ଥିତିରେ ଆମର ଟିମ ଜିତି ପାରିବ ।

ଆପଣଙ୍କ ଟିମର ମ୍ୟାଚ ଯେତେବେଳେ ଗୋଟିଏ ଚ୍ୟାମ୍ପିୟନ ଟିମ ସହ ହୋଇଥାଏ ଯିଏକି ସବୁଠୁ ଅଧିକ ଥର ଆଇପିଏଲ ଜିତିଛି ତେବେ ଆପଣ ସେହି ମ୍ୟାଚରେ ବିରୋଧୀ ଟିମକୁ ହାଲୁକାରେ ନେଇ ପାରିବେ ନାହିଁ । ମୁମ୍ବାଇ ଟିମକୁ ଆରମ୍ଭରୁ ୱିକେଟ ମିଳି ଯାଇଥିଲା । ତାହା ଆମ ପାଇଁ ଗୋଟିଏ ପ୍ରେସର ବାଲା ପରିସ୍ଥିତି ଥିଲା । କିନ୍ତୁ ମୁଁ ଋତୁରାଜ ଗାୟକୱାର୍ଡର ପ୍ରଶଂସା କରିବାକୁ ଚାହୁଁଛି କାରଣ ସେ କେବଳ ନିଜକୁ ପ୍ରମାଣିତ କରି ନାହାନ୍ତି ଏହା ଛଡା ସେ ଟିମର ଇଜ୍ଜତ ବି ବଞ୍ଚାଇ ଦେଇଛନ୍ତି ।

ଏହା ସହିତ ଜାଦେଜା ଓ ବ୍ରାଭୋ ଟିମକୁ ଏକ ଭଲ ଲକ୍ଷ ଦେଲେ । କିନ୍ତୁ ମୋର ମାନିବା ଅଟେ କି କେଉଁଠି ନା କେଉଁଠି ଏହି ଜିତିବା ପଛରେ ରୋହିତ ର ବି ହାତ ଅଛି । କାରଣ ରୋହିତ ଶର୍ମା ଭଳି ଖେଳାଳି ଯଦି ଏହି ଟିମର କ୍ୟାପଟେନ ହୋଇ ଥାନ୍ତେ ତେବେ ମୁମ୍ବାଇର ଟିମ ହାରିଯାଇଥିବା ମ୍ୟାଚକୁ ବି ଜିତି ପାରି ଥାନ୍ତେ । ଏହା ସହିତ ତାଙ୍କର ବ୍ୟାଟିଙ୍ଗ ଦ୍ଵାରା ଟିମକୁ ଏକ ଅଲଗା ପ୍ରକାରର ଉତ୍ସାହ ମିଳିଥାଏ । ଏମିତିରେ ଆଜି ସେ ନ ଖେଳିଳବା ଚେନ୍ନାଇ ଟିମ ପାଇଁ ଏକ ଭଲ କଥା ଥିଲା । ଆମର ନଜର ଏଥର ଆଇପିଏଲ ଟ୍ରଫି ଉପରେ ଅଛି । ଜିତିବା ପରେ ମହେନ୍ଦ୍ର ସିଂହ ଧୋନୀ ବହୁତ ଖୁସି ନଜର ଆସିଥିଲେ ।