ଧନୁ ରାଶିର ବ୍ୟକ୍ତି ଏହି 5 ମହାଉପାୟ ନିଶ୍ଚୟ କରନ୍ତୁ, ରାତାରାତି ବଦଳିଯିବ ଭାଗ୍ୟ, ଏଭଳି ଚମତ୍କାର କେବେ ଦେଖି ନଥିବେ !

ଆପଣଙ୍କର ଯଦି ଧନୁ ରାଶି ଓ ଆପଣ ବାରମ୍ବାର କାର୍ଯ୍ୟରେ ବିଫଳ ହେଉଛନ୍ତି ତଥା ବ୍ୟବସାୟ ଓ ଚାକିରିରେ ସଫଳତା ମିଳୁନାହିଁ, ଧନ ଉପାର୍ଜନରେ ବାଧା ସୃଷ୍ଟି ହେଉଛି ଏବଂ ପାଠପଢାରେ ମନ ଲାଗୁନି ତେବେ ଆପଣ ଏହି ନିଶ୍ଚୟ ଉପାୟ କରନ୍ତୁ । କୌଣସି ମାସର ଶୁକ୍ଲପକ୍ଷ ବୃହସ୍ପତି ବାର ଦିନ ଗୋଟିଏ ସୁନା କିମ୍ବା ତମ୍ବାର ମୁଦି ନେଇଆସନ୍ତୁ । ଏହି ମୁଦିକୁ ହାତରେ ଧରି “ଓଁ ବ୍ରୁମ ବୃହସ୍ପତୟେ ନମଃ” ମନ୍ତ୍ରକୁ 21 ଥର ଜପ କରନ୍ତୁ ।

ଏହାପରେ ମୁଦିଟିକୁ ଆପଣ ନିଜ ଆଙ୍ଗୁଳିରେ ଧାରଣ କରନ୍ତୁ । ସୁନାର ମୁଦି ହୋଇଥିଲେ ବିଶି ଆଙ୍ଗୁଳିରେ ଏବଂ ତମ୍ବା ମୁଦି ହୋଇଥିଲେ ଅନାମିକା ଆଙ୍ଗୁଳିରେ ଧାରଣ କରିପାରିବେ । ଏହି ଉପାୟ କରିବା ଦ୍ଵାରା ଧନୁ ରାଶିର ରାଶିଧିପତି ବୃହସ୍ପତିଙ୍କ ଅପାର କୃପା ଲାଭ ହୋଇଥାଏ ।

ଯଦି ଧନୁ ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଉଛି ତେବେ ଆପଣ ଏହି ଉପାୟଟିକୁ କରନ୍ତୁ । ଆପଣ ପ୍ରତ୍ଯେକ ଦିନ ସ୍ନାନ ଜଳରେ ଅଳ୍ପ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ । ଧନୁ ରାଶିର ବ୍ୟକ୍ତିବିଶେଷ ଏହି ଉପାୟ କରିବା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ନିଶ୍ଚୟ ଭଲ ହୋଇଥାଏ ଏବଂ ଆପଣ ଜୀବନରେ ନିରୋଗ ରହିଥାନ୍ତି ।

ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଯଦି ଅନେକ ପ୍ରକାରର ଚେଷ୍ଟା କରି ମଧ୍ୟ ସର୍ବଦା ଧନର ଅଭାବ ଲାଗି ରହିଥାଏ ତେବେ ଆପଣ ଏହି ଉପାୟଟିକୁ କରନ୍ତୁ । ଆପଣ ଏଥିପାଇଁ ଧର୍ମ ସ୍ଥାନରେ ଘିଅ, କର୍ପୁର, ଆଳୁ ଓ ଦହି ଆଦି ଦାନ କରନ୍ତୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଧନୁ ରାଶିର ବ୍ୟକ୍ତି ଏହି ସବୁ ଦ୍ରବ୍ଯ ଧର୍ମ ସ୍ଥାନରେ ଦାନ କଲେ ଧନର ଅଭାବ ଦୂର ହୋଇଥାଏ ।

ଯଦି ଆପଣଙ୍କର ଧନୁ ରାଶି ଏବଂ ଆପଣ ବ୍ୟବସାୟରେ ବାରମ୍ବାର ବିଫଳ ହେଉଛନ୍ତି ଓ ସଫଳତା ପାଇଁ ଅପେକ୍ଷା କରି ରହିଛନ୍ତି ତେବେ ଆପଣ ଏହି ଉପାୟଟିକୁ କରନ୍ତୁ । ପ୍ରତ୍ଯେକ ଦିନ ସ୍ନାନ ପରେ ଆପଣ ହଳଦୀ ଏବଂ କେଶରର ତିଳକ ନିଜ ମଥାରେ ଲଗାନ୍ତୁ ।

ଧନୁ ରାଶିର ବ୍ୟକ୍ତିମାନେ ଏହି ଉପାୟକୁ ଶ୍ରଦ୍ଧାର ସହ କରିବା ଦ୍ଵାରା ବ୍ୟବସାୟରେ ନିଶ୍ଚୟ ସଫଳତା ମିଳିଥାଏ ଏବଂ ଜୀବନରେ ସର୍ବଦା ଧନର ଆଗମନ ହୋଇଥାଏ । ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଯଦି ସନ୍ତାନ ପ୍ରାପ୍ତିର ବାଧା ଆସୁଛି ଆପଣ ଏହି ଉପାୟଟିକୁ କରନ୍ତୁ । ଆପଣ ଅଧିକାଂଶ ସମୟରେ ନିଜ କୁଳର ପୁରୋହିତଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ କରନ୍ତୁ ।

ଧନୁ ରାଶିର ବ୍ୟକ୍ତିମାନେ ଏହି ଉପାୟଟିକୁ କରିବା ଦ୍ଵାରା ଆପଣଙ୍କୁ ରାଶି ଅଧିପତି ବୃହସ୍ପତିଙ୍କ ଆଶୀର୍ବାଦରୁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ଲାଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।