ଆଜିର ରାଶିଫଳ, 17 ଜାନୁୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କର୍ମ କ୍ଷେତ୍ରରେ ଭଲ ପରିଦର୍ଶନ କରିବେ । ଯାହା ବି ନିସ୍ପତି ନେବେ ତା ପୂର୍ବରୁ ବିଚାର କରନ୍ତୁ । ଆକସ୍ମିକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଭଲ ରହିବେ । କୌଣସି କ୍ଷେତ୍ରରୁ ବଡ ଖୁସି ଖବର ମିଳିବ । ମନ ମୁତାବକ ଚାକିରି ମିଳିବ । ଅଫିସରେ ସହ କର୍ମୀ ଙ୍କ ସାହାଜ୍ଯ ପାଇ ମନ ଖୁସି ହେବ । କାର୍ଯ୍ୟ ବିସ୍ତାର ପାଇଁ ଲୋନ ନେଇ ପାରନ୍ତି । ବନ୍ଧୁ ବା ପରିଚିତ ବ୍ୟକ୍ତି ଙ୍କ ସହ ଆଜି ଭେଟ ହେବ । ବୈବାହିକ ଜୀବନରେ ଜୀବନ ସାଥିଙ୍କ ସହ ସହଯୋଗ ପାଇବେ ।

ବୃଷ ରାଶି : ସମ୍ପର୍କୀୟ ଙ୍କ ଠାରୁ ବଡ ଉପାହାର ପ୍ରାପ୍ତ ହେବ । ଅଫିସରେ କାର୍ଯ୍ୟ କୁ ନେଇ ଯେଉଁ ବିବାଦ ସମସ୍ଯା ଚାଲିଥିଲା ତାହା ଶେଷ ହେବ । ଆପଣ ଶତ୍ରୁ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଖାଦ୍ଯ ପଦାର୍ଥ ର ବ୍ୟାପାର କରୁଥିବା ଜାତକ ଙ୍କୁ ଲାଭ ହେବ । ଆପଣ ବ୍ୟକ୍ତିଗତ ସମ୍ପର୍କରେ ବହୁତ ଶାନ୍ତ ରଖନ୍ତୁ । ଏମିତି କରିଲେ ଆପଣ ଜାତି ସ୍ଥିତି ରୁ ବର୍ତ୍ତିବେ । ବନ୍ଧୁ ଙ୍କ ସହ ଥିବା ମତଭେଦ ଦୂର ହେବ । ଆଜି କାର୍ଯ୍ୟ କରିବାରେ ବହୁତ ଊର୍ଜା ଅନୁଭବ କରିବେ ।

ମିଥୁନ ରାଶି : ଘର ପରିବାରରେ ସମ୍ମାନ ପ୍ରାପ୍ତ ହେବ । ଆଜି ପିତା ଓ ପୈତୃକ ପକ୍ଷ ରୁ ଲାଭ ଓ ସହଯୋଗ ପ୍ରାପ୍ତ ହେବ । ଯୋଜନା କରି କାମ କରିବେ ତ ସଫଳତା ଜରୁର ମିଳିବ । ବ୍ୟବସାୟିକ କ୍ଷେତ୍ର ରେ ଆପଣଙ୍କୁ ଲାଭ ମିଳିବ। ଆର୍ଥିକ ମାମଲାରେ ଦିନ ଅନୁକୂଳ ଅଟେ । ମାତା ପିତା ଙ୍କ ଆଶୀର୍ବାରୁ ଆପଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସହାୟକ ହେବ । ଆପଣଙ୍କ ଦିନ ବେହତର ରହିବ । ହାର ବରିଷ୍ଠ ସଦସ୍ୟ ଙ୍କ ପରାମର୍ଶ ଓ ମାର୍ଗ ଦର୍ଶନ ଉପରେ ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି : ପାରିବାରିକ ଜୀବନ ଖୁସି ପୂର୍ଣ୍ଣ ରହିବ । ଆଜି ଆପଣ କୌଣସି ରହସ୍ୟ ଜାଣିବାକୁ ଚେଷ୍ଟା କରିବେ । ଆଜି କାର୍ଯ୍ୟ କ୍ଷେତ୍ରରେ ନିଜର କାର୍ଯ୍ୟ କୁଶଳତା ରେ ପ୍ରଭାବ ଓ କ୍ଷମତା ହାସିଲ କରିବେ । ଅନେକ ଦିନରୁ ବିଗିଡି ଥିବା ମାମଲାର ସମାଧାନ ହେବ । ମନରେ ନେଗେଟିଭ ବିଚାର ଆସିବାରୁ ମନ ବ୍ୟଗ୍ରତା ହୋଇପାରେ । ନିଜର ଆଖ ପାଖର ଲୋକଙ୍କୁ ସାହାଜ୍ଯ କରନ୍ତୁ ।

ସିଂହ ରାଶି : ଆଜି ଆପଣ ଅନ୍ୟ ର ସତ ଲୁଚାଇବାର ବିଚାର ତ୍ୟାଗ କରନ୍ତୁ । ଆଜି ଆପଣ କୌଣସି କାର୍ଯ୍ୟ ରେ ଅନୈତିକତା ର ସାହାରା ନିଅନ୍ତୁ ନାହି । ବଡ ବ୍ୟାପାରୀ କାଗଜ ପାତ୍ର ରେ ଦସ୍ତଖତ କରିବା ଆଗରୁ ଆବଶ୍ୟକ ପଢି ନିଅନ୍ତୁ । ଘରେ ସୁଖ ଶାନ୍ତୁ ଓ ଆନନ୍ଦ ର ବାତାବରଣ ରହିବ । ଆତ୍ମବିଶ୍ଵାସ ଭରପୁର ରହିବ । ଏଣୁ ସବୁ କାମ ସଫଳତା ପୂର୍ବକ ପୁରା କରିବେ । ଅଟକି ଥିବା କାମ ପୁରା ହେବ । ନିଜର ବାଣୀ ଓ ଉଗ୍ରତା ଉପରେ ସଂଯମ ରଖନ୍ତୁ ।

କନ୍ୟା ରାଶି : ସମ୍ପର୍କୀୟ ଆପଣଙ୍କ ଠାରୁ କିଛି ଆଶା ରଖିବେ । ବିଜନେସ ସହ ଜଡିତ କୌଣସି ଯାତ୍ରା ଟଳି ଯାଇପାରେ । ପାରିବାରିକ ଜୀବନ ଶ୍ରେଷ୍ଠ ବିତାଇବେ । ବିଦ୍ୟାର୍ଥୀ ନିଜ ଅଧ୍ୟୟନ କ୍ଷେତ୍ର ରେ ଭଲ କରିବେ । ମାନସିକ ଚିନ୍ତାରେ ବୃଦ୍ଧି ହେବ । ଆଖି ସମସ୍ଯା ହୋଇପାରେ । ଆକସ୍ମିକ ଧନ ଖର୍ଚ୍ଚ ହେବ । ଚାକିରି କରୁଥିବା ଜାତକ ସତର୍କ ରୁହନ୍ତୁ । କୋଟର କଚେରୀ ର କାମ କାର୍ଯ୍ୟ ଆଜି କରନ୍ତୁ ନାହି । ଅବହେଳା କାରଣରୁ କିଛି କାମ ହାତରୁ ଖସି ଯାଇପାରେ ।

ତୁଳା ରାଶି : ଆଜି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତ ହେବ । ବାଣୀ ଉପରେ ସଂଯମ ରଖନ୍ତୁ । ଯାହା ଦ୍ଵାରା କୌଣସି ବିବାଦର ବଞ୍ଚିତ ହେବେ । ଆପଣଙ୍କୁ ବଡ ଦାୟିତ୍ଵ ମିଳିପାରେ । ଆଜି ଆପଣ କ୍ଷମାତା ଓ ବୁଦ୍ଧିମାନ କାରଣରୁ କୌଣସି କାମକୁ ସଫଳତା ପୂର୍ବକ ସେସ କରିବେ । ଯଶ ର ପ୍ରାପ୍ତି ହେବ । ଆର୍ଥିକ ମାମଲାରେ ବିଚକ୍ଷଣ ବୁଦ୍ଧି ଆପଣଙ୍କୁ ଅନେକ ସୁବାସର ଦେବ ।

ବିଛା ରାଶି : ଯେଉଁ ଯୁବ ବର୍ଗ ସାମାଜିକ କ୍ଷେତ୍ର ରେ ଜଡିତ ଅଛନ୍ତି ସେମାନଙ୍କୁ ବରିଷ୍ଠ ଙ୍କ ସହ ପ୍ରେମ ପୁର୍ବକ କଥା କରିବାର ଜରୁରତ ଅଛି । ନିଜ ସାଥିଙ୍କ ଭାବନା କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ଲୋକେ ଆପଣଙ୍କ ଦୟାଳୁତା ର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ଆପଣ ଦରକାର ଠାରୁ ଅଧିକ ଦୟାଳୁ ହୁଅନ୍ତୁ ନାହି । ଆପଣଙ୍କୁ ନିଜ ସବୁ ପ୍ରୟାସରେ ସଫଳତା ମିଳିବ । ଆପଣଙ୍କର କିଛି ମହତ ଆକାଂକ୍ଷା ପୁରା ହେବ । ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ ।

ଧନୁ ରାଶି : କାମ କାର୍ଯ୍ୟ ପୁରା ହେବ କିନ୍ତୁ ବାଧା ଆସିପାରେ । ବାହନ ସାବଧାନ ଚଲାନ୍ତୁ ନଚେତ ଦୁର୍ଘଟଣା ହୋଇପାରେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ସନ୍ତାନ ପକ୍ଷ ରୁ ଶୁଭ ସମ୍ବାଦ ପ୍ରାପ୍ତ ହେବ । ଆପଣ ନିଜର ବିଚକ୍ଷଣ ବୁଦ୍ଧି ରେ ଏମିତି କୌଣସି ସମସ୍ୟାର ସମାଧାନ କରିବେ ଯାହା ଆପଣଙ୍କୁ ଦୀର୍ଘ ଦିନରୁ ଚିନ୍ତାରେ ପକାଇ ଥିବ । ଆଜି ଆପଣଙ୍କ ବୌଧିକ କ୍ଷମତା ଓ ଯୋଗ୍ୟତା ଚରମ ସୀମାରେ ରହିବ ।

ମକର ରାଶି : ଆଜି ଆପଣଙ୍କର କଠିନରୁ କଠିନ କାମ ସହଜରେ ପୁରା ହେବ । ଆପଣ ପିଲାଙ୍କ ସହ ଟାଇମ ସ୍ପେନ୍ଡ କରିବେ । ଆଜି ଆପଣ ନୂଆ କାମ କରିବାକୁ ବିଚାର କରିବେ । ଆଜି ଆପଣଙ୍କୁ ବଡ ନିସ୍ପତି ନେବାକୁ ପଡିପାରେ । ଦିନର ଆରମ୍ଭ ଶୁଭ ସମାଚାର ରୁ ହେବ । ଆପଣଙ୍କ ଓ ଆପଣଙ୍କ ବନ୍ଧୁ ଙ୍କ ମଧ୍ୟରେ ସମ୍ପର୍କ ରେ ପ୍ରାଗଢତା ଆସିବ । ଆପଣ ନିଜ ବନ୍ଧୁ ଙ୍କୁ ଭଲ ଭାବେ ବୁଝିବେ ।

କୁମ୍ଭ ରାଶି : ପାରିବାରିକ ପରିବେଶରେ ଅନେକ ସମୟରୁ ଅଟକି ଥିବା କାମ ପୁରା ହେବ । ଆପଣ ବନ୍ଧୁ ଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ । ଖର୍ଚ୍ଚ ବଢିପାରେ । ମହତ୍ଵ ପୂର୍ଣ୍ଣ କାମ ଉପରେ ଧ୍ୟାନ ଦିଅନ୍ତି । ଘରର ବାସ୍ତୁ ଉପରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହି । ଆଜି ସମାଜରେ କୌଣସି ବିଶେଷ ପଦ ମିଳିପାରେ । ମନରେ ଚିନ୍ତା ରହିପାରେ । ଅନାବଶ୍ୟକ କାରଣରୁ କ୍ରୋଧ ଆସିପାରେ । ମାତା ପିତା ଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ ।

ମୀନ ରାଶି : ଯଦି ଘରେ କୌଣସି ସଦସ୍ୟଙ୍କ ସହ ଆପଣଙ୍କର ମତଭେଦ ହୋଇଛି ରେବେ ତାହା ଦୂର ହେବ । ଭବିଷ୍ୟରେ ଏଭଳି କଥା କହିବାରୁ ବଞ୍ଚିତ ହୁଅନ୍ତୁ । ଆପଣ କୌଣସି କାମ ପୂରଣ କରିବାକୁ ଯେତେ ଚେଷ୍ଟା କରିବେ ସେଥିରେ ଏତେ ସଫଳ ହେବେ । ଆପଣଙ୍କୁ ଆଜି ରିହାତି ମିଳିବ । ପଇସାର ସ୍ଥିତି ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।