Interesting GK: ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହା ଘର ନିଆଁ ଲିଭାଇବ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେଉଁ ପଶୁ ଦିନ ରାତି ମଧ୍ୟରେ ମାତ୍ର ୨ ଘଣ୍ଟା ଶୋଇଥାଏ ?

ଉ: ହାତୀ ମାତ୍ର ଦୁଇ ଘଣ୍ଟା ଶୁଏ ।

୨- କେଉଁ ପକ୍ଷୀ ମେଘ ଦେଖିଲେ ନାଚେ ?

ଉ: ମୟୂର ମେଘ ଦେଖିଲେ ନାଚେ ।

 

୩- କେଉଁ ଦେଶର ଭିକାରିମାନେ ଘୋଡାରେ ଚଢି ଭିକ ମାଗନ୍ତି ?

ଉ: ଅଷ୍ଟ୍ରେଲିଆର ଭିକାରିମାନେ ଘୋଡାରେ ବସି ଭିକ ମାଗନ୍ତି ।

୪- କେଉଁ ପକ୍ଷୀର ଥଣ୍ଟ ନାଲି ରଙ୍ଗର ହୋଇଥାଏ ?

ଉ: ଶୁଆର ଥଣ୍ଟ ନାଲି ହୋଇଥାଏ ।

୫- ଆକାଶରେ କେଉଁ ତାରାଟି ସର୍ବଦା ସ୍ଥିର ଥାଏ ?

ଉ: ଧ୍ରୁବତାରା ସର୍ବଦା ସ୍ଥିର ଥାଏ ।

୬- ଗାଁ ଗହଳିରେ କେଉଁ ଆଲୋକ ଲୋକପ୍ରିୟ ଥିଲା ?

ଉ: ଡିବିରି ଆଲୁଅ ।

୭- କେଉଁ ପରିବା ପାଣିରେ ଭାସିଥାଏ ?

ଉ: ବାଇଗଣ ପାଣିରେ ଭାସେ ।

୮- ପଣସ, ଆମ୍ବ, ପିଜୁଳି ଓ ଗୁଆ ମଧ୍ୟରେ କେଉଁ ଗଛର ଡାଳ ନଥାଏ ?

ଉ: ଗୁଆ ଗଛର ।

୯- ସବୁଠାରୁ ମୂଲ୍ଯବାନ ଗଛ କେଉଁଟି ?

ଉ: ଲାଲ ଚନ୍ଦନ ସବୁଠୁ ମୂଲ୍ଯବାନ ।

 

୧୦- କେଉଁ ପୋକ ଗାଈ ଦେହରୁ ରକ୍ତ ଶୋଷି ନେଇଥାଏ ?

ଉ: ଟିଙ୍କ ।

୧୧- “ଷ୍ଟାଚ୍ୟୁ ଅଫ ୟୁନିଟି” କେଉଁଠାରେ ଅବସ୍ଥିତ ?

ଉ: ଭାରତର ଗୁଜୁରାଟ ରାଜ୍ୟରେ ଅବସ୍ଥିତ ।

୧୨- ଭାରତରେ ସବୁଠାରୁ ବେଶୀ କୁହା ଯାଉଥିବା ଭାଷା କଣ ?

ଉ: ହିନ୍ଦୀ ସବୁଠୁ ବେଶୀ କୁହାଯାଏ ।

୧୩- ଭାରତର ସୁପ୍ରିମକୋର୍ଟ କେଉଁ ମସିହାରେ ସ୍ଥାପନ କରା ଯାଇଥିଲା ?

ଉ: ୧୯୫୦ ମସିହାରେ ।

୧୪- ବିଶ୍ବରେ ସବୁଠାରୁ ବେଶୀ ଦିନ ବଞ୍ଚୁଥିବା ଜୀବର ନାମ କଣ ?

ଉ: କଇଁଛ ସବୁଠୁ ବେଶୀ ଦିନ ବଞ୍ଚେ ।

୧୫- ଆଧାରକାର୍ଡରେ ଥିବା ନମ୍ବରରେ କେତୋଟି ସଂଖ୍ୟା ରହିଛି ?

ଉ: ୧୨ ଟି ସଂଖ୍ୟା ।

୧୬- ଓଡିଶାର ପ୍ରଥଗମ ସ୍ଵାଧୀନତା ସଂଗ୍ରାମୀ କିଏ ଥିଲେ ?

ଉ: ସୁରେନ୍ଦ୍ର ସାଏ ।

 

୧୭- ଓଡିଶାର ପ୍ରଥମ ବୈଜ୍ଞାନିକଙ୍କ ନାମ କଣ ?

ଉ: ଡକ୍ଟର ପ୍ରାଣକୃଷ୍ଣ ପରିଜା ।

୧୮- ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର କିଏ ଲଗେଇଥିଲେ ?

ଉ: ଭୀମରାଓ ଆମ୍ବେଦକର ।

୧୯- କେଉଁ ପ୍ରାଣୀ ତିନି ବର୍ଷ ଯାଏଁ ଶୁଏ ?

ଉ: ଗେଣ୍ଡା ।

୨୦- ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହା ଘର ନିଆଁ ଲିଭାଇବ ?

ଉ: ପୋଲିସ ନିଆଁ ଲିଭାଏ ନାହିଁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।