ଦେଖନ୍ତୁ କିପରି OTV ପ୍ରତିନିଧିଙ୍କୁ କରା ଯାଇଥିଲା ଉଦ୍ଧାର, ଦେଖନ୍ତୁ Live Video

ମୁଣ୍ଡୁଳି ପାଖରେ ନଦୀର ବନ୍ୟା ପାଣିରେ ହାତୀ ଫ-ସି ଯିବାର ଲାଇଭ ନ୍ୟୁଜକୁ କେତେକ ନ୍ୟୁଜ ଚ୍ୟାନେଲ ଲଗାତାର ଦେଖାଇ ଆସୁଛନ୍ତି । କେମିତି ଓ କେଉଁଭଳି ଅବସ୍ଥାରେ ହାତୀଟି ମୁଣ୍ଡୁଳିର ଏହି ବ୍ରିଜ ପାଖକୁ ଆସିଲା ତାହା ହିଁ ବଡ ପ୍ରଶ୍ନ ଅଟେ । କିନ୍ତୁ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି । ଏମିତିରେ ODRFର ଏକ ୟୁନିଟ ବୋର୍ଟ ମାଧ୍ୟମରେ ନଦୀର ବନ୍ୟା ପାଣି ମଧ୍ୟକୁ ଯାଇ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଲେ ।

ଏହି ସମୟରେ ଦୁଇ ଜଣ ମି-ଡି-ଆ କର୍ମୀ ବି ତାଙ୍କ ସହିତ ଯାଇ ଥିଲେ ଏହି ସମସ୍ତ ଦୃଶ୍ୟକୁ ଲାଇଭ ଦେଖିବା ପାଇଁ । ସେମାନେ ପାଣି ଭିତରୁ ହାତୀକୁ ଘଉଡାଇବାରେ ସଫଳ ମଧ୍ୟ ହେଉଥିଲେ କି ଏହି ସମୟରେ ଏକ ଅ-ଘ-ଟ-ଣ ଘ-ଟି-ଗ-ଲା । ପାଣିର ସୁଅ ଏତେ ଥିଲା କି ODRFର ବୋର୍ଟ ଟି ଭା-ସି ଗଲା ଓ ବ୍ରିଜ ପାଖରେ ଯାଇ ଲାଗି ଗଲା । ଦେଖୁ ଦେଖୁ ବୋର୍ଟଟି ସମ୍ପୂର୍ଣ ରୂପରେ ଓ-ଲ-ଟି ଗଲା ଓ ସେଥିରେ ବସିଥିବା ସମସ୍ତେ ODRF ଟିମର ସଦସ୍ୟଙ୍କ ସହ ଦୁଇ ଜଣ ମିଡିଆ କର୍ମୀ ବି ପାଣି ଭିତରକୁ ଚାଲି ଗଲେ ।

ଏହି ସବୁ ଦୃଶ୍ୟ ଅତି ଭ-ୟ-ଙ୍କ-ର ଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ODRF ଟିମର ସଦସ୍ୟମାନଙ୍କୁ ଓ ଦୁଇ ଜଣ ମିଡିଆ କର୍ମୀଙ୍କୁ ବଞ୍ଚାଇବା ପାଇଁ ଲାଗି ଗଲେ । ସେମାନେ ପାଖରେ ଥିବା ସିଢି, ଦୌଡି, ଜା-ଲ ସବୁ ପକାଇଲେ । କିନ୍ତୁ କେହି ବି ସେ ଗୁଡିକ ଧରି ପାରିଲେ ନାହିଁ । କାରଣ ପାଣିର ସୁଅ ଏତେ ଅଧିକ ଥିଲା କି ସମସ୍ତେ ଭା-ସି ଯାଇ ଥିଲେ । ଆପଣ ଦେଖି ପାରିବେ କି ଜଣେ ମିଡିଆ କର୍ମୀଙ୍କୁ ଦୌଡି ସାହାର୍ଯ୍ୟରେ ସେହି ବୋର୍ଟ ପାଖରୁ ପାଣି ମଧ୍ୟରୁ ବାହାର କରା ଯାଉଛି ।

ସେହି ମିଡିଆ କର୍ମୀଙ୍କୁ ଧୀରେ ଧୀରେ କରି ପାଣି ମଧ୍ୟରୁ ବାହାର କରି ବ୍ରିଜ ଉପରକୁ ଅଣା ଯାଉଛି । ସେହି ମିଡିଆ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି କୁହାଯାଉଛି କି ସେହି ମିଡିଆ କର୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ଵ ପୂର୍ଣ ଅଛି ।

କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଅନ୍ୟ ଜଣ ମିଡିଆ କର୍ମୀ ପାଣିରେ ବୁଡିଯିବା କାରଣରୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ଓ ତାଙ୍କ ନାଁ ଅରବିନ୍ଦ ଦାସ ଥିଲା । ଯିଏକି ଓଟିଭିର ଜଣେ ପପୁଲାର ମିଡିଆ ରିପୋର୍ଟର ଥିଲେ । ଅନ୍ୟ ପଟେ ୩ ଜଣ ODRF ଟିମର ସଦସ୍ୟଙ୍କୁ ବି ଉଦ୍ଧାର କରା ଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି ।