ମହାନଦୀରେ ଦନ୍ତାହାତୀ କୁ ବଞ୍ଚାଇବାକୁ ଯାଇ ଓଲଟିଲା ଓଡ୍ରାଫ Boat, ଦେଖନ୍ତୁ Boat ଓଲଟିବା ପୂର୍ବର ଦୃଶ୍ୟ, ଦେଖନ୍ତୁ Video

ହାତୀକୁ ବଞ୍ଚାଇବା ପାଇଁ ODRF ଟିମ ଓ ଦୁଇ ଜଣ କ୍ୟାମେରା ମ୍ୟାନ ଏକ ବୋର୍ଟ ମାଧ୍ୟରେ ପାଣି ମଧ୍ୟକୁ ଯାଇ ଥିଲେ । ବୋର୍ଟରେ ଜଣେ କ୍ୟାମେରାମ୍ୟାନ ଲାଇଭ ସମସ୍ତ ଦୃଶ୍ୟକୁ କହୁଥିଲେ । କିନ୍ତୁ ଶେଷରେ କଣ ହେଲା ଆପଣ ନିଜେ ଦେଖି ଦିଅନ୍ତୁ । ଜଣେ ମିଡିଆ କର୍ମୀ ନଦୀର ବନ୍ୟା ପାଣିରେ ଏକ ବୋର୍ଟରେ ଯାଇ ଲାଇଭ ଦୃଶ୍ୟ ବିଷୟରେ କହୁଥିଲେ । ତାଙ୍କ ଅନୁସାରେ ODRFର ଗୋଟିଏ ୟୁନିଟ ହାତୀକୁ ବଞ୍ଚାଇବା ପାଇଁ ନିଜର ଅପରେସନ ଆରମ୍ଭ କରିସାରିଛନ୍ତି ।

ବୋର୍ଟରେ ଥିବା ସମସ୍ତେ ଅଧିକାରୀ ପାଟି କରି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି । କେଉଁଭଳି ଭାବରେ ହାତୀଟି କୂଳକୁ ଯିବ ତାହା ସେମାନେ ଚେଷ୍ଟା କରୁଛନ୍ତି । ଆପଣମାନେ ବି ଏହି ଦୃଶ୍ୟକୁ ଦେଖି ପାରୁ ଥିବେ । ହାତୀଟି ନଦୀରେ ଅତି ତୀବ୍ର ଗତିରେ କୂକ ଆଡକୁ ଯାଉଛି । ODRF ଟିମର ଅଧିକାରୀମାନେ ଏକ ପ୍ରକାରର ସ୍ଥିତି ସୃଷ୍ଟି କରୁଛନ୍ତି ଯେମିତି ହାତୀଟି କୂଳ ପାଖକୁ ଯିବ । ଏହି ଟିମ ସହ କିଛି ମିଡିଆ କର୍ମୀ ବି ଥିଲେ ।

ବୋର୍ଟରେ ଥିବା ସମସ୍ତେ ପାଟି କରୁଛନ୍ତି ଯାହା ଦ୍ଵାରା ହାତୀଟି ଭ-ୟ-ଭୀ-ତ ହୋଇ କୂଳ ଆଡକୁ ଯିବ । ଏହା ସହିତ ବ୍ରିଜରେ ଲୋକମାନଙ୍କୁ ମଧ୍ୟ ସେହି ସ୍ଥାନରୁ ଚାଲି ଯିବା ପାଇଁ କୁହାଯାଇଛି । ଏହା ସହିତ ହାତୀକୁ କଦଳୀ ମଧ୍ୟ ଦିଆଯାଉଛି ଖାଇବା ପାଇଁ । ଏହା ମଧ୍ୟରେ ODRF ଟିମ ନିଜର ବୋର୍ଡ ନେଇ ହାତୀ ପାଖକୁ ଯିବାକୁ ଲାଗିଲେ ଓ ଅନ୍ୟ ପଟେ ହାତୀ ବି ଜଲ୍ଦି ଜଲ୍ଦି କୂଳକୁ ଯିବାକୁ ଲାଗିଲା । କିନ୍ତୁ ଏହି ସମୟରେ ଏକ ଅ-ଘ-ଟ-ଣ ଘ-ଟି-ଗ-ଲା ।

ହାତୀ ପାଖକୁ ODRF ଧୀରେ ଧୀରେ ଯାଉ ଥିବା ସମୟରେ ପାଣିର ସୁଅ ଅତ୍ୟଧିକ କାରଣରୁ ବୋର୍ଟଟି ଓ-ଲ-ଟି ଗଲା । ଯାହାକୁ ଛିଡା ସମସ୍ତେ ସେହି ସ୍ଥାନରେ ଦେଖୁଥିଲେ । ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଦେଖୁ ଦେଖୁ ବୋର୍ଟଟି ପୁରା ଓ-ଲ-ଟି ଗଲା ଓ ବୋର୍ଟରେ ଥିବା ସମସ୍ତେ ପାଣିରେ ଭାସି ଗଲେ ଓ ସମସ୍ତେ ଲାଇଫ ଜ୍ୟାକେଟ ପିନ୍ଧି ଥିଲେ । କିନ୍ତୁ ଏହା ସତ୍ବେ କୁହାଯାଉଛି କି କେତେକ ଲୋକମାନଙ୍କ ଜୀବନ ଗୁରୁତ୍ଵର ଓ ଜଣେ ମିଡିଆ କର୍ମୀର ଜୀବନ ମଧ୍ୟ ଚାଲି ଯାଇଛି । ଏହା ଅତି ଭ-ୟ-ଙ୍କ-ର-ରୁ ଅତି ଭ-ୟ-ଙ୍କ-ର ଦୃଶ୍ୟ ଥିଲା ।