ଦେଖନ୍ତୁ ଭାଇରାଲ Video: ଦେଖନ୍ତୁ କିପରି ରାତି ଅଧରେ ମହିଳାଙ୍କ ଘରେ ପଶି ପୋଲିସ ବାବୁ କରୁଥିଲେ ରାସଲୀଳା, କହିଲେ ମୁଁ ଆଗରୁ ବି…

ସୈନ୍ୟମାନେ ଯେପରି ବିଦେଶ ଶ-ତ୍ରୁଙ୍କ ଠାରୁ ଆମ ଦେଶକୁ ରକ୍ଷା କରନ୍ତି, ସେହି ପ୍ରକାର ରା-ଷ୍ଟ୍ର-ବି-ରୋ-ଧୀ କାର୍ଯ୍ୟକଳାପ କରୁଥିବା ଲୋକଙ୍କ ଠାରୁ ପୋଲିସ ଜନ ସାଧାରଣଙ୍କୁ ରକ୍ଷା କରେ । ସବୁ ଦେଶର ସ୍ଵତନ୍ତ୍ର ଆ-ଇ-ନ ବ୍ୟବସ୍ଥା ରହିଛି ଓ ଦେଶର ନାଗରିକ ମାନେ ତାହା ପାଳନ କରନ୍ତି । ଆଉ ଯେଉଁମାନେ ଆ-ଇ-ନ-ର ଅବହେଳା କରି ନିୟମ ବି-ରୋ-ଧ କାର୍ଯ୍ୟ କରନ୍ତି, ପୋଲିସ ସେମାନଙ୍କୁ ଗି-ର-ଫ କରି ନ୍ୟାୟାଳୟରେ ପେ-ଶ୍ କରିଥାଏ । କିନ୍ତୁ ଅନେକ ସମୟରେ ଆମ ରକ୍ଷକ ହିଁ ଆମକୁ ଅସୁରକ୍ଷିତ ଅନୁଭବ କରେଇଥାନ୍ତି ।

କିଛି ଭ୍ର-ଷ୍ଟ କର୍ମଚାରୀଙ୍କ ଯୋଗୁଁ ଜନ ସାଧାରଣ ଅସୁବିଧାର ସମୁଖୀନ ହୁଅନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ଏହିପରି ଏକ କା-ଣ୍ଡ କରିଛନ୍ତି ତାଳଚେରର ଜଣେ ପୋଲିସ ସବଇନ୍ସପେକ୍ଟର । ରାତି ପ୍ରାୟ ୩ଟା ରୁ ୪ଟା ମଧ୍ୟରେ ସେ ଜଣେ ମହିଳାଙ୍କ ଘର କବାଟ ବା-ଡେ-ଇ-ଥି-ଲେ ଓ ଭିତରକୁ ପ-ଶି ଯାଇଥିଲେ । ସେ ଘରେ ପଶି ମହିଳାଙ୍କ ସହ ଅ-ସ-ଦା-ଚ-ର-ଣ କରି କହିଥିଲେ, “ମୁଁ ଆଗରୁ ଏଠାକୁ ଆସିଛି । ମୋ ପାଖକୁ ଆସ ଟିକେ ବସ ।”

ମହିଳା ଜଣକ ତାଙ୍କୁ ଚିହ୍ନି ନ ଥିବା କଥା ଏବଂ କେବେ ମଧ୍ୟ ତାଙ୍କୁ ଦେଖି ନ ଥିବା କଥା କହୁଛନ୍ତି । ତଥାପି ପୋଲିସ ଜଣକ ସେଠାକୁ ଆଗରୁ ବହୁତ ଥର ଆସିଛନ୍ତି ବୋଲି କହୁଛନ୍ତି । ଏତେ ରାତିରେ କିଏ କବାଟ ବାଡାଉଛି ବୋଲି ମହିଳା ଜଣକ ଦେଖିଥିଲେ ଯେ ଜଣେ ପୋଲିସ । ସେଥିପାଇଁ ସେ ଅନ୍ୟ କିଛି ଘଟଣା ହୋଇଥିବ ଭାବି ବିଶ୍ଵାସରେ କବାଟ ଖୋଲିଥିଲେ । କିନ୍ତୁ ପୋଲିସ ବାବୁ ଙ୍କର ଏହିପରି ଅ-ଶା-ଳୀ-ନ କାର୍ଯ୍ୟ ପୋଲିସ ଡିପାର୍ଟମେଣ୍ଟ ପାଇଁ ନି-ନ୍ଦା-ଜ-ନ-କ ହୋଇଛି ।

ଏହି ପରି ରାତିରେ ମହିଳାଙ୍କ ଘରେ ପଶି କବାଟ ବାଡେଇବା ଏବଂ ସିଧା ଯାଇ ତାଙ୍କ ଖଟରେ ବସିବା ଓ ଅ-ଶା-ଳୀ-ନ କଥାବାର୍ତ୍ତା କରିବା କେତେ ଦୂର ଠିକ ଆପଣ ବିଚାର କରନ୍ତୁ । ତେବେ ମହିଳା ଜଣଙ୍କ ଏହି ଘଟଣା କ୍ୟାମେରାରେ ସଂପୂର୍ଣ୍ଣ ରେ-କ-ର୍ଡ କରି ନେଇଥିଲେ । ଘଟଣାରେ ତାଳଚେର ପୋଲିସ ସମ୍ପୃକ୍ତ ସବଇନ୍ସପେକ୍ଟରଙ୍କୁ ଗି-ର-ଫ କରିଛି । ଗି-ର-ଫ ହୋଇଥିବା ପୋଲିସ କର୍ମଚାରୀଙ୍କ ହେଲେ ନୀଳମଣି ମହାନ୍ତି ।

ସୂଚନା ଅନୁଯାୟୀ ସବଇନ୍ସପେକ୍ଟର ଜଣଙ୍କ ସେନାବାହିନୀରୁ ଅବସର ନେବା ପରେ ପୋଲିସ ବିଭାଗରେ ଠିକା ନିଯୁକ୍ତି ପାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।