ଦ୍ଵାଦଶ ଶ୍ରେଣୀର ଝିଅ କଲା ଆ-ତ୍ମ-ହ-ତ୍ୟା, ନୋଟ ରେ ଲେଖି ଦେଇଗଲା – ସରି ମମ୍ମୀ-ପାପା, ଏବେ ଆଉ ସହି ପାରୁନି, ଥକି ଗଲିଣି…

ଦିଲ୍ଲୀର ଗାଜିଆବାଦରେ ରହୁଥିବା ଜଣେ ଦ୍ଵାଦଶ ପାସ୍ ଛାତ୍ରୀ ଆ-ତ୍ମ-ହ-ତ-ୟା କରିଛନ୍ତି । ମୃ-ତ୍ୟୁ ପୂର୍ବରୁ ସେ ଏକ ନୋ-ଟ ମଧ୍ୟ ଛାଡି ଯାଇଛନ୍ତି । ସେଥିରେ ସେ ଆ-ତ୍ମ-ହ-ତ-ୟା ର କାରଣ ଲେଖିଛନ୍ତି । ସେହି ସୁ-ଇ-ସା-ଇ-ଡ ନୋଟ ପଢି ସମସ୍ତଙ୍କ ଆଖିରେ ଲୁ-ହ ଆସି ଯାଉଛି । ପୋ-ଲି-ସ ସୂଚନା ଅନୁଯାୟୀ ଛାତ୍ରୀଙ୍କ ନାମ ନନ୍ଦିନୀ ଓ ତାଙ୍କ ଆୟୁ ୧୮ ବର୍ଷ ଥିଲା ଓ ସେ ନିଜ ପରିବାର ସହ କବିନଗରର ଦୂର୍ଗା ଏନକ୍ଲେଭରେ ରହୁଥିଲେ । ତାଙ୍କ ବାପା ସଞ୍ଜୟ ତ୍ୟାଗୀ ନୋଏଡାର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରନ୍ତି ।

ପରିଜନ ତାଙ୍କୁ ଝୁ-ଲ-ନ୍ତା ଅବସ୍ଥାରେ ଦେଖିବା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଓହ୍ଲାଇ ହସ୍ପିଟାଲ ନେଇ ଯାଇଥିଲେ ଓ ସେଠାରେ ତାଙ୍କୁ ମୃ-ତ ଘୋ-ଷି-ତ କରାଯାଇ ଥିଲା । ହସ୍ପିଟାଲରୁ ମି-ମୋ ପ୍ରାପ୍ତ ହେବା ପରେ ପୋ-ଲି-ସକୁ ଘ-ଟ-ଣା ସମ୍ବନ୍ଧରେ ସୂ-ଚ-ନା ମିଳିଥିଲା । ଝିଅର ଶ-ବ ଏକ ଫ-ନ୍ଦ-ରେ ଅଟକି ଥିବା ଅବସ୍ଥାରେ ମିଳିଥିଲା । ପରିଜନଙ୍କୁ ଘଟଣାସ୍ଥଳରୁ ଏକ ଡାଏରୀ ମିଳିଛି । ସେଥିରେ ସେ ଲେଖିଥିବା ସୁ-ଇ-ସା-ଇ-ଡ ନୋ-ଟ ଥିଲା । ନୋଟରେ ଛାତ୍ରୀ ଜଣକ କ୍ଷମା ମାଗି ଲେଖିଛନ୍ତି କି, ସରି ମମ୍ମି ପାପା, ସେମାନେ ଚାହୁଁଥିଲେ ସେ ସେମିତି ବନିପାରିଲେ ନାହିଁ ।

ପରିଜନ ମାନେ ପୋ-ଲି-ସକୁ ଶ-ବ-ର ପୋ-ଷ୍ଟ-ମ-ର୍ଟ-ମ ନ କରିବାକୁ ଗୁହାରି କରିଥିଲେ । ଯାହାପରେ କାଗଜପତ୍ର ପ୍ରସ୍ତୁତ କରିବା ପରେ ପୋ-ଲି-ସ ଶ-ବ ତାଙ୍କ ପରିଜନଙ୍କୁ ସମର୍ପଣ କରି ଦେଇଥିଲା । ଏହି ସମ୍ବନ୍ଧରେ କବିନଗର SHO ସଂଜୀବ ଶର୍ମା ସୂଚନା ଦେଇଛନ୍ତି । ନନ୍ଦିନୀ ପାଠପଢାରେ ଖୁବ ଦୁର୍ବଳ ଥିଲେ ଓ ନିକଟରେ ଦ୍ଵାଦଶ ପାସ୍ କରିଥିଲେ । ନନ୍ଦିନୀଙ୍କ ପରିଜନ ତାଙ୍କୁ ପ୍ରାୟତଃ ପାଠପଢାକୁ ନେଇ ଖୁବ ଶୁଣାଉଥିଲେ । ଦ୍ଵାଦଶ ପାସ କରିବା ପରେ ନନ୍ଦିନୀ ଭଲ କଲେଜରେ ଦାଖଲ ହେବା ପାଇଁ ପ୍ରୟାସ କରୁଥିଲେ ।

କିନ୍ତୁ କମ୍ ନମ୍ବର ହେତୁ ତାଙ୍କୁ ଭଲ କଲେଜରେ ଦାଖିଲା ମିଳିପାରି ନଥିଲା । ଏହା ଯୋଗୁଁ ସେ ଡି-ପ୍ରେ-ସ-ନ-ରେ ଚାଲି ଯାଇଥିଲେ । ପୋ-ଲି-ସ ମୁତାବକ ନନ୍ଦିନୀ ରକ୍ଷାବନ୍ଧନରେ ଖୁବ ଖୁସି ଥିଲେ ଓ ଭାଇଙ୍କୁ ରାକ୍ଷୀ ମଧ୍ୟ ବାନ୍ଧିଥିଲେ । କିନ୍ତୁ ତା’ପରେ ହିଁ ସେ ଏମିତି ଭ-ୟ-ଙ୍କ-ର ପଦକ୍ଷେପ ନେଇଥିଲେ । ଆ-ତ୍ମ-ହ-ତ-ୟା କରିବା ପୂର୍ବରୁ ନନ୍ଦିନୀ ଇଂରାଜୀରେ ସୁ-ଇ-ସା-ଇ-ଡ ନୋ-ଟ ଲେଖିଥିଲେ । ସେ ନିଜ ମମ୍ମି ପାପାଙ୍କୁ ସରି କହିଥିଲେ ଓ ସେମାନେ ଯେମିତି ଚାହୁଁଥିଲେ ସେ ସେମିତି ହୋଇ ପାରିଲେ ନାହିଁ ବୋଲି ଲେଖିଥିଲେ ।

ସେ ଆହୁରି ଲେଖିଥିଲେ, “ମୁଁ ତୁମ ପାଇଁ ଭଲ ଝିଅ ହୋଇ ପାରିଲି ନାହିଁ । ଦୁଃ-ଖ ଲାଗୁଛି କି ମୋ ପିତାମାତା ମୋ ପାଇଁ ଏତେ ସବୁ କଲେ କିନ୍ତୁ ମୁଁ ସେମାନଙ୍କ ପାଇଁ କିଛି କରିପାରିଲି ନାହିଁ । ମୋତେ ଡ-ର ଲାଗୁଛି କି ଯଦି ମୁଁ ମମ୍ମିର ସ୍ଵପ୍ନ ପୁରା କରି ପାରିବିନି ତେବେ କଣ ହେବ ? ମୁଁ ତୁମ ଦୁଇଜଣଙ୍କୁ ବହୁତ ଦୁଃ-ଖୀ କରିଛି । ଆଉ କରିବାକୁ ଚାହୁନି । ମୋ ଦ୍ଵାରା ଆଉ ହେଉ ନାହିଁ । ମୁଁ ଥକି ଗଲିଣି । ସ୍ଥାୟୀ ସମସ୍ଯାର ସ୍ଥାୟୀ ସମାଧାନ ଏହା ହିଁ ଅଟେ । ଏମିତି ଷ୍ଟେପ ନେଉଥିବାରୁ ଆଇ ଆମ ସରି । ମୁଁ ବଡ ମମ୍ମି, ମମ୍ମି, ପାପା, ବଡ ପାପା ମୋର ଦୁଇ ଭାଇଙ୍କୁ ବହୁତ ଭଲ ପାଏ । ଗୁଡ ବାଏ ।”