ପୁଣି ଚର୍ଚ୍ଚାରେ ଲକ୍ଷ୍ନୌର ଥପ୍ପଡ ଗାର୍ଲ, ଦିନେ ବିଚ୍ ରାସ୍ତାରେ ମାରିଥିଲେ ଚାପୁଡା, ଏବେ ରାକ୍ଷୀ ବାନ୍ଧି ଭାଇ କରିବାକୁ କଲେ ଅନୁରୋଧ ତ ମିଳିଲା ଏମିତି ଉତ୍ତର…ଦେଖନ୍ତୁ Video

କିଛି ଦିନ ପୂର୍ବରୁ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଥିବା ୟୁପିର ଏହି ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ । ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଚା-ପୁ-ଡା ଉପରେ ଚା-ପୁ-ଡା ମା-ରି ଚାଲିଥିଲେ ପ୍ରିୟଦର୍ଶିନୀ ନାମକ ଏହି ଯୁବତୀ । ଯାହାକୁ ନେଇ ସବୁ ସୋ-ସି-ଆ-ଲ ମି-ଡି-ଆ ପ୍ଲା-ଟ-ଫ-ର୍ମ-ରେ ଖୁବ ଚର୍ଚ୍ଚା ଚାଲିଥିଲା । ଆଉ ଏବେ ସେହି ଘଟଣା ପୁଣି ଆସିଛି ଚର୍ଚ୍ଚାକୁ । ଯେଉଁ କ୍ୟାବ ଡ୍ରାଇଭର ଶାହାଦତଙ୍କୁ ସେଦିନ ବିଚ୍ ରାସ୍ତାରେ ମା-ଡ ମା-ରି-ଥି-ଲେ, ସେହି ଯୁବକଙ୍କୁ ଏବେ ରାକ୍ଷୀ ବାନ୍ଧିବାକୁ ଅନୁରୋଧ କରିଥିଲେ ପ୍ରିୟଦର୍ଶିନୀ ।

କିନ୍ତୁ ଏଭଳି ଭଉଣୀର ଭାଇ ହେବାକୁ ଶାହାଦତ ମନା କରି ଦେଇଛନ୍ତି । ଏଥର ରାକ୍ଷୀପୂର୍ଣ୍ଣିମାରେ ପ୍ରିୟଦର୍ଶିନୀ ରାକ୍ଷୀ ବାନ୍ଧିବାକୁ ନିମନ୍ତ୍ରଣ କରିଥିଲେ । ଏପରିକି ଆଗକୁ କେବେ ମଧ୍ୟ ଏପରି କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ । ହେଲେ ଏହାର ଉତ୍ତରରେ ଶାହାଦତ କହିଥିଲେ, “ସେଦିନ ସେ ଯେଉଁଭଳି ଭାବେ ମୋର ଆରତୀ ଉତାରିଛନ୍ତି ତାପରେ ସେ କେବେ କାହାର ଭଉଣୀ ହୋଇ ପାରିବେନି ।”

ଏହିପରି ଜବାବ ଦେଇ ପ୍ରିୟଦର୍ଶିନୀଙ୍କୁ ତାଙ୍କ ଭଉଣୀ କରିବାକୁ ସିଧାସଳଖ ମନା କରି ଦେଇଛନ୍ତି ଶାହାଦତ । ଗତ ଜୁଲାଇ ୩୦ ତାରିଖରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ଜଣେ ଯୁବତୀ ମା-ଡ ମା-ରୁ-ଥି-ବା ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲା । ସେଦିନ ଟ୍ରାଫିକ ପୋଷ୍ଟ ଉପରେ ହିଁ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିନା କୌଣସି ଭୁଲରେ ସେଦିନ ଶାହାଦତଙ୍କୁ ମା-ଡ ଉପରେ ମା-ଡ ମା-ରି ଚା-ଲି-ଥି-ଲେ ପ୍ରିୟଦର୍ଶିନୀ ।

ପାଖରେ ପୋଲିସ କର୍ମୀ ଥିଲେ ମଧ୍ୟ କେହି ହେଲେ ଏଥିରେ ଆପତ୍ତି ଉଠାଇ ନଥିଲେ । କିନ୍ତୁ ପ୍ରକୃତ କଥା ସାମନାକୁ ଆସିବା ପରେ ପ୍ରିୟଦର୍ଶିନୀ ସବୁ ଭୁଲ କରିଥିବା ଜଣା ପଡିଥିଲା ଓ ତାଙ୍କ ବି-ରୋ-ଧ-ରେ ମା-ମ-ଲା ମଧ୍ୟ ରୁ-ଜୁ ହୋଇଥିଲା । ତେବେ ଏହି ସମସ୍ତ ବି-ବା-ଦ ଭିତରେ ଏବେ ପ୍ରିୟଦର୍ଶିନୀଙ୍କ ଏହି ରାକ୍ଷୀ ଅନୁରୋଧ ଘଟଣାକୁ ଆହୁରି ରୋଚକ କରିଛି । କିନ୍ତୁ ଶାହାଦତ ପ୍ରିୟଦର୍ଶିନୀଙ୍କୁ ଭଉଣୀ କରିବାକୁ ମନା କରିବା ସହ ତାଙ୍କ ହାତରୁ ରାକ୍ଷୀ ପିନ୍ଧିବେ ନାହିଁ ବୋଲି କହିଥିଲେ ।

ତେବେ ଏହି ଘଟଣା ପୁଣି ସାମନାକୁ ଆସିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଆଉ ଥରେ ଏହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।