TVର ଏହି 4 ଜଣ Actressଙ୍କୁ ହଟ ସୀନ ବଦଳରେ ମିଳୁଥିଲା କୋଟି କୋଟି ଟଙ୍କା କିନ୍ତୁ ବିକିନଥିଲେ ନିଜ ଇଜ୍ଜତ

ବଲିଉଡରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନଙ୍କୁ ବଲିଉଡ ରେ ଇଣ୍ଟିମେଟ ସୀନ କରିବାରେ କୌଣସି ଅସୁବିଧା ନଥାଏ । ସେଇଠି ଏମିତି ବହୁତ କଳାକାର ବି ଅଛନ୍ତି ଯେଉଁମାନେ ଏହି ସୀନ କୁ କରିବା ପାଇଁ ସଫା ସଫା ମନା କରି ଦିଅନ୍ତି । ସଲମାନ ବି ଫିଲ୍ମ ସାଇନ କରିବା ପୂର୍ବରୁ କଣ୍ଟ୍ରାକ୍ଟ ରେ ଏହା ମଧ୍ୟ ଲେଖନ୍ତି କି ସେ କୌଣସି କିସିଙ୍ଗ ସୀନ ବା ଇଣ୍ଟିମେଟ ସୀନ କରିବେ ନାହିଁ । ସେଇଠି ବଲିଉଡ ରେ ଆହୁରି ମଧ୍ୟ ଏମିତି କଳାକାର ଅଛନ୍ତି ଯେଉଁମାନେ ଇଣ୍ଟିମେଟ ସୀନ କରିବାକୁ ମନା କରି ଦିଅନ୍ତି । ଏମାନଙ୍କ ମଧ୍ୟରେ ଆମିର ଖାନ, ଶାହରୁଖ ଖାନ, ଅକ୍ଷୟ କୁମାରଙ୍କ ଭଳି ବଡ ବଡ ଆକ୍ଟରଙ୍କ ନାମ ସାମିଲ ଅଛି ।

ବଲିଉଡ ରେ ଯେଉଁଠି ଗ୍ଲାମର ର ତଡକା ଲଗାଇବା ପାଇଁ ଇଣ୍ଟିମେଟ ସୀନ ର ସାହାରା ନିଆଯାଏ ସେଇଠି ଛୋଟ ପରଦାରେ ମଧ୍ୟ ଡାଇରେକ୍ଟର ଏହି ପ୍ରକାରର ଇଣ୍ଟିମେଟ ସୀନ କରିବାକୁ ପଚାଇ ନାହାଁନ୍ତି । ଛୋଟ ପରଦାରେ ବି ବୋଲ୍ଡ ନେସ ର ତଡକା ଆଜି କାଲୀ ସାଧାରଣ କଥା ହେଇ ଯାଇଛି । କିନ୍ତୁ ଛୋଟ ପରଦାରେ ମଧ୍ୟ ଏମିତି କିଛି ହିରୋଇନ ଅଛନ୍ତି ଯେଉଁମାନେ ଏହି ପ୍ରକାରର ସୀନ କରିବାକୁ ସଫା ସଫା ମନା କରିଦେଇଛନ୍ତି । ତେବେ ଚାଲନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ।

ସୋନାଲିକା ଭଦୋରିଆ

ଟିଭି ର ପପୁଲାର ସୋ ପୃଥ୍ବୀ ବଲ୍ଲଭ ରେ ସୋନାଲିକା ଭଦୋରିଆ ଓ ଆଶିଷ ଶର୍ମାଙ୍କ ମଧ୍ୟରେ ଏକ ଲୀପ ଲକ ସୀନ ଲେଖା ଯାଇଥିଲା । କିନ୍ତୁ ଶୁଟିଙ୍ଗ ସମୟରେ ହିଁ ସୋନାଲିକା କିସ କରିବା ପାଇଁ ସଫା ସଫା ମନା କରିଦେଇଥିଲେ । ସୋନାଲିକା ତ ପର୍ଶନାଲ ଲାଇଫ ରେ ବହୁତ ବୋଲ୍ଡ ନଜର ଆସନ୍ତି । ତାଙ୍କର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ ହୋଇଥାଏ । କିନ୍ତୁ ଟିଭି ପରଦାରେ ସେ ଏମିତି ସୀନ କରିବାକୁ ସଫା ସଫା ମନା କରି ଦେଇଥିଲେ ।

ଜନ୍ନତ ଯୁବେର ରେହମାନୀ

ଜନ୍ନତ ବି ଟିଭି ପରଦାରେ ଏହି ପ୍ରକାରର ସୀନ କରିବାରେ ଆପତ୍ତି କରିଥିଲେ । ଜନ୍ନତ ‘ତୁ ଆସିକି’ ରେ ଏକ ଇଣ୍ଟିମେଟ ସୀନ କରିବା ପାଇଁ ସଫା ସଫା ମନା କରିଦେଇଥିଲେ । ଜନ୍ନତ ଆଜିର ସବୁଠୁ ଫେମସ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଅଟନ୍ତି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି ।

ମାହି ଭିଜ

ଆକ୍ଟ୍ରେସ ମାହି ଭିଜ ପରଦାରେ ଇଣ୍ଟିମେଟ ସୀନ କରିବା ପାଇଁ ବହୁତ ଚିଡିଥାନ୍ତି । ମାହି ଯେତେବେଳେ ବାଳିକା ବଧୁ ସିରିଏଲ କରୁଥିଲେ ତାଙ୍କୁ ମଧ୍ୟ ଏକ ଇଣ୍ଟିମେଟ ସୀନ କରିବା ପାଇଁ କୁହା ଯାଇଥିଲା । ଯାହା ଉପରେ ମାହି ବହୁତ ରାଗି ଯାଇଥିଲେ ଓ ଏହି ସୀନ କୁ ସିରିଏଲ ରୁ ହିଁ କାଟି ଦେଇଥିଲେ ।

କୃତିକା ସେଙ୍ଗର

ଏକତା କପୂରଙ୍କ ସୋ “କସମ ସେ” ସିରିଏଲ ରୁ କୃତିକା ସେଙ୍ଗର ଘରେ ଘରେ ଫେମସ ହୋଇ ଯାଇଥିଲେ । ସେଇଠି ତାଙ୍କୁ ବି ଶରଦ ମଲହୋତ୍ରାଙ୍କ ସହିତ ବହୁତ ଇଣ୍ଟିମେଟ ସୀନ ଶୁଟ କରିବାର ଥିଲା । କୃତିକା ଏହି ସୀନ କରିବାକୁ ରାଜି ହୋଇ ନଥିଲେ ତଥାପି ସେହି ସୀନ କୁ ଟିଭି ପରଦାରେ ଦେଖା ଯାଇଥିଲା । କିନ୍ତୁ ଏହି ସୀନ କୁ ଶୁଟ କରିବା ପାଇଁ ଟେକନିକ ର ବ୍ୟବହାର କରା ଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।