ଏମିତି କଣ ଅଛି ଯାହାକୁ ଛୁଇଁ ପାରିବ ନାହିଁ କିନ୍ତୁ ଦେଖି ପାରିବା ? ଏହା ସହିତ ଆହୁରି 25ଟି GK Question ଓ Answer

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧- ବିଶ୍ୱର ସବୁଠୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତ

୨- ପୃଥିବୀ ସୁର୍ଯ୍ୟଠାରୁ ସବୁଠୁ ଅଧିକ ଦୂର କେବେ ହୁଏ ?

ଉତ୍ତର- ୪ ଜୁଲାଇ ରେ

୩- କେଉଁ ଦେଶର ଲୋକ ଅଧିକ ପଢ଼ିଥାନ୍ତି ?

ଉତ୍ତର- କାନାଡ଼ା ଦେଶର ଲୋକ

୪- ଲାଲ ଗ୍ରହ କାହାକୁ କୁହାଯାଏ ?

ଉତ୍ତର- ମଙ୍ଗଳ ଗ୍ରହ

୫- ଜିଆ କାହା ସାହାଯ୍ୟରେ ନିଶ୍ୱାସ ନିଏ ?

ଉତ୍ତର- ତ୍ୱଚା ସାହାଯ୍ୟରେ

୬- ବିଶ୍ୱର ସବୁଠୁ ଛୋଟ ମାଛ କିଏ ?

ଉତ୍ତର- ଅଥୱାର୍କ କୋବି

୭- କେଉଁ ଗଛର କାଠ ସୁନାଠୁ ବି ଦାମୀ ଅଟେ ?

ଉତ୍ତର- ଲାଲ ଚନ୍ଦନ

୮- ବିୟତନାମର ମୁଦ୍ରାକୁ କଣ କୁହାଯାଏ ?

ଉତ୍ତର- ଡ଼ାଗ

୯- ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପ ବାସୀ କିଏ ?

ଉତ୍ତର- ସିକନ୍ଦର

୧୦- ସବୁଠୁ ପ୍ରାଚୀନ ବେଦ କାହାକୁ କୁହାଯାଏ ?

ଉତ୍ତର- ରୁକ ବେଦ

୧୧- ଅସହଯୋଗ ଆନ୍ଦୋଳନରେ ସବୁଠୁ ପ୍ରଥମେ କାହାକୁ ଗିରଫ କରାଯାଇଥିଲା ?

ଉତ୍ତର- ମହମଦ ଅଲିକୁ

୧୨- ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବିର ମକବରକୁ

୧୩- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଲୋକସଭା ସିଟ ଅଛି ?

ଉତ୍ତର- ଉତ୍ତର ପ୍ରଦେଶରେ

୧୪- କେଉଁ ଦେଶର କୁକୁଡ଼ା ନୀଳ ଅଣ୍ଡା ଦିଏ ?

ଉତ୍ତର- ଚିଲି ଦେଶର କୁକୁଡ଼ା

୧୫- ଭାରତରେ ସବୁଠୁ ଅଧିକ କେଉଁ ମୋବାଇଲ ଆପ ବ୍ୟବହାର କରାଯାଏ ?

ଉତ୍ତର- ହ୍ଵାଟ୍ସ ଆପ

୧୬- ଏନ୍ଟିଜନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଲେଣ୍ଡ ଷ୍ଟିନର

୧୭- ପ୍ରଥମ ମୁକ ଫିଲ୍ମ କଣ ଥିଲା ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର

୧୮- ରାଷ୍ଟ୍ରୀୟ ସେୟାର ବଜାର ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର- ମୁମ୍ବାଇରେ

୧୯- ବିଶ୍ୱର ସବୁଠୁ ଛୋଟ ଦେଶ କାହାକୁ କୁହାଯାଏ ?

ଉତ୍ତର- ଭାଟିକାନ ସିଟି

୨୦- ନେପାଳ ଦେଶରେ କେତୋଟି ଜିଲା ଅଛି ?

ଉତ୍ତର- ୭୮ ଟି ଜିଲା

୨୧- ବିଶ୍ୱର ସବୁଠୁ ଅଧିକ ପଶୁ କେଉଁଠାରେ ଦେଖାଯାନ୍ତି ?

ଉତ୍ତର- ଭାରତରେ

୨୨- ଭାରତରେ ସବୁଠୁ ଅଧିକ ବିକ୍ରିହେଉଥିବା ଚିନର ମୋବାଇଲ କଣ ଅଟେ ?

ଉତ୍ତର- mi ମୋବାଇଲ

୨୩- ଭାରତୀୟ ରିଜର୍ଭ ବ୍ୟାଙ୍କ ର ରାଷ୍ଟ୍ରୀୟ କରଣ କେବେ ହୋଇଥିଲା ?

ଉତ୍ତର- ୧ ଜାନୁଆରୀ ୧୯୪୯ରେ

୨୪- ଏମିଟି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା, ଜିଲ୍ଲା ର ନାମ ଆସେ ?

ଉତ୍ତର- BHINDI, HIND, HINDI, BHIND

୨୫- ଏମିତି କଣ ଅଛି ଯାହାକୁ ଛୁଇଁ ପାରିବ ନାହିଁ କିନ୍ତୁ ଦେଖି ପାରିବା ?

ଉତ୍ତର- ସ୍ୱପ୍ନ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।