‘ମୋ ବରକୁ ପୋଲିସ ମାରିଛି’ ଦେଖନ୍ତୁ ଏହି ମହିଳା ଜଣଙ୍କ ପୋଲିସ ବିରୁଦ୍ଧରେ କାନ୍ଦି କାନ୍ଦି କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବରଗଡରେ ପୋଲିସ ହେ-ପା-ଜ-ତରେ ଯୁବକଙ୍କ ସନ୍ଦେହଜନକ ମୃ-ତ୍ୟୁ ଘ-ଟ-ଣା-ରେ ସ୍ଥାନୀୟ ମାହୋଲ ଗରମ ରହିଛି । ରାତି ତମାମ ଯୁବକଙ୍କୁ ମା-ଡ ମା-ରି ଜୀବନରେ ମା-ରି ଦେଇଥିବା ଅ-ଭି-ଯୋ-ଗ କରିଛନ୍ତି ଯୁବକଙ୍କ ପତ୍ନୀ । ସ୍ବାମୀଙ୍କୁ ପୋଲିସ ମା-ରି ଦେଇଛି କହି କାନ୍ଦୁଛନ୍ତି ସ୍ତ୍ରୀ । ନ୍ୟା-ୟ ନ ମିଳିଲେ ଆ-ତ୍ମ-ହ-ତ୍ୟା କରିବେ ବୋଲି କହୁଛନ୍ତି ମୃତକଙ୍କ ଭାଇ । ଯୁବକଙ୍କ ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ-ରେ ଉଠୁଛି ପଡୁଛି ହସ୍ପିଟାଲ ପରିସର । ଏହି ମାମଲାରେ ସ୍ଥାନୀୟ ଲୋକେ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି ।

ମା-ର-ପି-ଟ ଅ-ଭି-ଯୋ-ଗ-ରେ ରାତି ଅଧାରେ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସ । ରାତି ତମାମ ଯୁବକଙ୍କୁ ମା-ଡ ମ-ରା ଯାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବି-ଗି-ଡି-ବାରୁ ତାଙ୍କୁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣାପଡିଛି । ମୃ-ତ-କ-ଙ୍କ ସ୍ତ୍ରୀଙ୍କ କହିବା ମୁତାବକ ଅଧରାତିରେ ଚାରି ଜଣ ପୋଲିସ ତାଙ୍କ ଘରକୁ ଆସିଥିଲେ ଓ ତାଙ୍କ ସ୍ଵାମୀଙ୍କୁ ଖୋଜିଥିଲେ । ଏକ ମା-ର-ପି-ଟ ଘଟଣା ନେଇ ଉକ୍ତ ଯୁବକଙ୍କୁ ଥାନାରେ ହା-ଜି-ର ହୋଇ ଆଧାରକାର୍ଡ ଦେବାର ଥିଲା ।

କିନ୍ତୁ କାର୍ଯ୍ୟବ୍ୟସ୍ତ ଯୋଗୁଁ ସେ ଯାଇପାରି ନଥିଲେ । ସେଥିପାଇଁ ପୋଲିସ ଆସି ରାତିଅଧରେ ତାଙ୍କୁ ଗା-ଳି-ଗୁ-ଲ-ଜ କରିବା ସହ କଲର ଭି-ଡି ଭି-ଡି ତାଙ୍କୁ ଘରୁ ଉଠାଇ ନେଇଥିଲା । ଯୁବକ ଜଣକ ସକାଳେ ଯାଇ ଥାନାରେ ଯାଇ ହାଜିର ହେବେ କହିଲେ ମଧ୍ୟ ପୋଲିସ ଶୁଣି ନଥିଲା । ଯୁବକଙ୍କ ସ୍ତ୍ରୀ ମଧ୍ୟ ସାଥିରେ ଯିବାକୁ ଚାହିଁଲେ ବି ତାଙ୍କୁ ମନା କରି ଦେଇଥିଲେ ଏବଂ ସକାଳେ ଆସିବାକୁ କହିଥିଲେ ।

ଆଉ ଏହାପରେ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭ-ର୍ତ୍ତି-ଥି-ବା ଖବର ଆସିଥିଲା । ଆଉ ତା’ପରେ ଯୁବକଙ୍କ ମୃ-ତ୍ୟୁ ହୋଇଛି ବୋଲି ସେମାନେ କହିଥିଲେ । ତେବେ ପୋଲିସ ହେ-ପା-ଜ-ତ-ରେ ଥିବା ଅବସ୍ଥାରେ ଯୁବକଙ୍କ ଏଭଳି ସନ୍ଦେହଜନକ ମୃ-ତ୍ୟୁ ସେଠାକାର ପରିବେଶକୁ ଅ-ଶା-ନ୍ତ କରିଦେଇଛି ।

ସେପଟେ ପୋଲିସ କହିଛି, ଉକ୍ତ ଯୁବକଙ୍କୁ ଗି-ର-ଫ କରି ଥାନାରେ ଅ-ଟ-କ ରଖା ଯାଇଥିଲା । ସ୍ବାସ୍ଥ୍ୟବସ୍ଥା ବି-ଗି-ଡି-ବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାଇନୀୟ ଅଞ୍ଚଳରେ ଉ-ତ୍ତେ-ଜ-ନା ଲାଗି ରହିଛି । ଆମ ପୋଷ୍ଟ ଅନ୍ୟମଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।