ମହାନଦୀକୁ କାହିଁକି ଡେଇଁ ପଡିଲେ ସାର ? ଆତ୍ମହତ୍ୟା ନା ଆଉ କଣ ରହିଛି ରହସ୍ୟ ?

ଆଜି ମହାନଦୀରେ ପୁଣି ଏକ ଅ-ଘ-ଟ-ଣ ଘ-ଟି-ଛି । ମହାନଦୀକୁ ଡେ-ଇଁ ପ-ଡି-ଲେ ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ସାର । ଡ୍ରାଇଭରଙ୍କ ମୁତାବକ, ସାର କହିଲେ ରିକେ ଗାଡି ରଖ । ଏତିକି କହିବା ପରେ ସେ ଗାଡି ରଖିଦେଲେ । ଆଉ ସାର ଗାଡିରୁ ଓହ୍ଲାଇ ହଠାତ ମହାନଦୀକୁ ଡେ-ଇଁ ପ-ଡି-ଲେ । ପ୍ରତ୍ଯକ୍ଷଦର୍ଶୀ ଭାବେ ପୋଲିସ ସାମନାରେ ଏଭଳି ଉତ୍ତର ରଖିଛନ୍ତି ନି-ଖୋ-ଜ ଦେବାଶିଷଙ୍କ ଡ୍ରାଇଭର ।

ତେବେ ଉଛୁଳା ନଈକୁ କାହିଁକି ଡେ-ଇଁ-ଲେ ସାର ? ମା-ନ-ସି-କ ଚାପ ନା ପାରିବାରିକ ଅ-ଶା-ନ୍ତି ? ଖୋଜି ଖୋଜି ନୟାନ୍ତ ହେଲେଣି ହେଲେ ବି ମିଳୁନି ପତ୍ତା । ପ୍ରତିଷ୍ଠିତ ଏକ ସରକାରୀ କଲେଜରେ କାର୍ଯ୍ୟରତ ଥିବା ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତି ମହାନଦୀକୁ ଡେ-ଇଁ ପଡିଛନ୍ତି । କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଦେବାଶିଷଙ୍କ ଘର । ଟାଙ୍ଗୀ ଯିବା ସମୟରେ ବ୍ରିଜ ମଝିରେ ଗାଡି ରଖି ମହାନଦୀକୁ ଲ-ମ୍ଫ ମା-ରି-ଥି-ବା ଦେବାଶିଷଙ୍କ ଡ୍ରାଇଭର କହିଛନ୍ତି ।

ତେବେ ବର୍ତ୍ତମାନ ସୁଧା ଦେବାଶିଷ ନିଖୋଜ ଥିବା ସୂଚନା ମିଳିଛି । ତେବେ ଦେବାଶିଷ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ଯାଏ ଜଣା ପଡିନାହିଁ । ଡ୍ରାଇଭରଙ୍କ ବୟାନ ମୁତାବକ ସାର ଯେତେବେଳେ ବ୍ରିଜ ମଝିରେ ଗାଡି ରଖିବାକୁ କହିଥିଲେ ଡ୍ରାଇଭର ତାଙ୍କୁ କହିଥିଲେ କି ବ୍ରିଜ ମଝିରେ କାହିଁକି ଗାଡି ରଖିବା, ଆଗକୁ ଯାଇ ରଖି ଦେଉଛି । କିନ୍ତୁ ସାର ତାଙ୍କୁ ଧ-ମ-କା-ଇ-ବା-ରୁ ସେ ବାଧ୍ୟ ହୋଇ ଗାଡି ରଖିଥିଲେ ।

ତେବେ ସାର ଗାଡିରୁ ଓହ୍ଲାଇବା ପରେ କୁଆଡେ ଗଲେ ବୋଲି ଡ୍ରାଇଭର ଯାଇ ଦେଖିବା ବେଳକୁ ସାର ପାଣିରେ କିଛି ସମୟ ଭା-ସୁ-ଥି-ବା-ର ସେ ଦେଖିଥିଲେ । ଏହି ଖବର ସେ ତାଙ୍କ ଘରଲୋକଙ୍କୁ ଦେବାପରେ ସେମାନେ ଚାଉଳିଆଗଞ୍ଜ ଥା-ନା-ରେ ଏ-ତ-ଲା ଦେଇଥିଲେ ।

ଏହାପରେ ଚାଉଳିଆଗଞ୍ଜ ପୋ-ଲି-ସ ଏବଂ ଜଗତପୁର ଥା-ନା ଅ-ଧୀ-ନ-ରେ ଆସୁଥିବାରୁ ଜଗତପୁର ପୋ-ଲି-ସ ମଧ୍ୟ ଖୋଜା ଖୋଜି ଚଲେଇଛି । ତେବେ ଦେବାଶିଷ ଡେ-ଇଁ ପଡିଛନ୍ତି ନା ତା ଭିତରେ ଆଉ କିଛି ଘ-ଟ-ଣା ରହିଛି ? ଏବେ ଏହି ମା-ମ-ଲା-କୁ ନେଇ ଖୋ-ଳ-ତା-ଡ କରୁଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।