ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଅନେକ କଳାକାର ମାନେ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି ।
ଅନେକ କଳାକାର ମାନେ ଅଭିନୟ କରିବା ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଆମେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହା ପାଇଁ ପ୍ରାୟ ସମସ୍ତେ ଦିବାନା । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥର ଦିଗଜ ଅଭିନେତ୍ରୀ ଅନୁସ୍କା ସେଟି । ସେ ଅନେକ ସୁପର ହିତ ଫିଲ୍ମରେ କାମ କରିଛନ୍ତି । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ବର୍ତ୍ତମାନ ମିଡିଆ ସୂତ୍ରରୁ ଖବର ମିଳିଛି କି ସେ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହା ଖବର ମିଳିଛି ଯେ ଅନୁସ୍କା ବହୁତ ଶୀଘ୍ର ଏକ ବିଜନେସ ମ୍ୟାନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ଅନୁସ୍କା ବହୁତ ଶୀଘ୍ର ଦୁବାଇର ଏକ ବିଜନେସ ମ୍ୟାନଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।
ହେଲେ ଏହି ବିଜନେସ ମ୍ୟାନଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ ଓ ଅନ୍ୟ ପକ୍ଷରେ ଏହା ମଧ୍ୟ ଜଣା ଯାଇଛି ଯେ, ଏହି ଦୁବାଇ ବିଜନେସ ମ୍ୟାନ ଜଣକ ବୟସରେ ଅନୁସ୍କାଙ୍କ ଠାରୁ ସାନ ଅଟନ୍ତି । ଅନୁସ୍କାଙ୍କ ବିବାହକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସି ନାହିଁ । ଏହି ଖବରଟି ମିଛ ହୋଇପାରେ ବୋଲି ଅଧିକାଂଶ ଲୋକ କହିଛନ୍ତି । ଅନୁସ୍କାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଅନୁସ୍କା କେବେ ବିବାହ କରିବାକୁ ଯାଉଛନ୍ତି ।
ଅନୁସ୍କାଙ୍କ ନାମ ବହୁତ ସାଉଥ ଅଭିନେତାଙ୍କ ସହ ଯୋଡା ହୋଇଛି ହେଲେ ଅନୁସ୍କା ନିଜ ମୁହଁରୁ କେବେହେଲେ ନିଜ ପାର୍ଟନର ବିଷୟରେ କହି ନାହାନ୍ତି । ହେଲେ ପ୍ରଭାସ ଓ ଅନୁସ୍କାଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି ଓ ଏହି ଦୁଇଜଣ ପରସ୍ପରକୁ ବହୁତ ପସନ୍ଦ ମଧ୍ୟ କରନ୍ତି ।
କିଛି ଦିନ ତଳେ ଏହା ମଧ୍ୟ ଖବର ଆସିଥିଲା ଯେ, ସାଉଥ ଅଭିନେତା ପ୍ରଭାସ ଓ ଅନୁସ୍କା ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୁଏ । ଅନୁସ୍କା ସେଟିଙ୍କ ବିବାହ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ କିନ୍ତୁ ଏହା ଗୁଜବ ଥିଲା ।
କିନ୍ତୁ ଏହି ଦୁଇଜଣ ନିଜ ରିଲେସନ ବିଷୟରେ ଆଜି ପର୍ଯ୍ୟନ୍ତ କୌଣସି ଖୁଲାସା କରିନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁସ୍କା ସେଟି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ