‘ବାବୁଶାନ ସବୁବେଳେ ଛୋଟ ପିଲା ଭଳି ଫ୍ରିଜ୍ ଖୋଲି ସୁସୁକରେ, ଆଉ ଯେତେବେଳେ….’ ଓଡିଆ ଅଭିନେତ୍ରୀ Rakhi Das ଯାହା କହିଲେ ନା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣି ଯାଇଥିବେ, କିଛିଦିନ ତଳେ ମଝି ରାସ୍ତାରେ ଆମ ଓଲିଉଡ ଇଣ୍ଡଷ୍ଟ୍ରି ର ଅତ୍ୟନ୍ତ ନାମୀ ଦାମୀ ଅଭିନେତା ବାବୁସନ ଙ୍କର ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ କଳି ଲାଗିଥିଲା । ଯାହାଫଳରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କଳି ଲାଗିବା ସହ ଏହା ବର୍ତ୍ତମାନ ଜନସମାଜରେ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ହୋଇଯାଇଛି । ସବୁ ସ୍ଥାନରେ ଷ୍ଟାର ବାବୁସନ ଙ୍କର କଳି ର ଚର୍ଚ୍ଚା ଚାଲିଛି ।

ସେହି ବିଷୟରେ ରାକ୍ଷୀ ଦାସ ଆଜି ଆମ ମାନଙ୍କ ମାଧ୍ୟମରେ ବାବୁସନ ତଥା ମିଡିଆ ତଥା ନ୍ଯୁଜ ରିପୋର୍ଟର ମାନଙ୍କୁ କିଛି ସନ୍ଦେଶ ଜଣାଇବାକୁ ଯାଇ କିଛି ଅତ୍ୟନ୍ତ ହିଁ ସୁନ୍ଦର ପଦ ୨ ଧାଡି କହି ଯାଇଛନ୍ତି । ସେ ନିଜକୁ ବାବୁସନ ଙ୍କର ମାଉସୀ ବୋଲି କହି ସମ୍ବୋଧନ ମଧ୍ୟ କରିଛନ୍ତି ।

ସେ ଅତି ସୁନ୍ଦର ଭାବରେ ଯେଉଁ ଦୁଇ ଧାଡି କହିଛନ୍ତି, ତାହା ମଧ୍ୟରେ କିନ୍ତୁ ଅନେକ ଗୁଡ ରହସ୍ୟ ମାନ ଲୁଚି ରହିଛି । ରାକ୍ଷୀ ମ୍ୟାମ ବାବୁସନ ଙ୍କର ମାଉସୀ ହିସାବରେ କହିଛନ୍ତି, ବାବୁ ଖରାପ ପ୍ରକୃତି କୁ ଛାଡି ଉତ୍ତମ ବୁଦ୍ଧି କୁ ଅପଣାଇଲେ ଜୀବନରେ ଅପରାଜିତ ରହିବେ ଏବ॰ ଜୀବନରେ ଅନେକ ତୃପ୍ତି ମଧ୍ୟ ପାଇ ପାରିବେ ।ଅଭିନେତ୍ରୀ ରାକ୍ଷୀ ଦାସ ଙ୍କ ହିସାବରେ ଏହା ଏକ ସାଧାରଣ କଥା ଅଟେ।

ତେବେ ଏହି ଷ୍ଟାର କଳି ଙ୍କର ଚର୍ଚ୍ଚା କୁ ଏହିଠାରେ ହିଁ ଅନ୍ତ କରିବା ଦରକାର । ତାହାଛଡା ଏଭଳି ଯଦି କୌଣସି ଏକ ଘଟଣା ମୁମ୍ବାଇ ଭଳି ସ୍ଥାନରେ ଘଟିଥା’ନ୍ତା, ତେବେ ହୁଏତ ଏହା ଏଭଳି ସମାଜରେ ଏତେ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇନଥାନ୍ତା । କିନ୍ତୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଯେହେତୁ ଏକ କଳା ସଂସ୍କୃତି ର ଇଣ୍ଡଷ୍ଟ୍ରି ତେଣୁ ଏହା ଏତେ ଚର୍ଚ୍ଚାର ବିଷୟ ହୋଇଯାଇଛି । ତାହାଛଡା ସେ ଅଭିନେତା ବାବୁସାନ ଙ୍କର ଏହା ଏକ ଛୋଟ ଦୁଷ୍ଟାମି ବୋଲି କହିଛନ୍ତି, ପ୍ରକୃତି ମୁମ୍ବାଇ ଚାଲି ଯାଇଛନ୍ତି । ବାବୁସାନ ଓ ତୃପ୍ତି ନା କେବେ ଅଲଗା ହୋଇଥିଲେ, ନା ହିଁ ଅଲଗା ହୋଇଛନ୍ତି ।

ସେମାନଙ୍କ କଳି କୁ ସେମାନଙ୍କ ମଧ୍ୟରେ ଛାଡି ଆଗକୁ ବଢିବା କଥା । କାରଣ ଏହି କାରଣରୁ ବେଳେବେଳେ ମଣିଷ ମାନସିକ ଚାପ ର ଶିକାର ମଧ୍ୟ ହୋଇ ଯାଇଥାଏ । ବାବୁସାନ ପିଲା ଦିନରୁ ହିଁ ଭାରି ଦୁଷ୍ଟାମି କରୁଥିଲେ, ବେଳେବେଳେ ପିଲାଦିନରେ ସେ ବାଥରୁମ ଜାଗାରେ ଫ୍ରିଜ ଖୋଲି ମଧ୍ୟ ସୁସୁ କରି ଦେଇଥା’ନ୍ତି , ତେବେ ଏଭଳି ଏକ ଛୋଟ କଥାକୁ କୌଣସି ବଡ ବିଷୟ ନ କରି ମିଡିଆ ଏହି ଚର୍ଚ୍ଚା କୁ ଏହିଠାରେ ହିଁ ବନ୍ଦ କରିଦିଅନ୍ତୁ, ବୋଲି ସେ ଅନୁରୋଧ ଅକରିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଆମ ପେଜ ଟିକୁ ଲାଇକ କସରିବାକୁ ଭୁଲିବେନି । ଧନ୍ୟବାଦ