Deepika ଙ୍କ ସହିତ କାମ କରିଥିବା ଏହି 3 ସୁପରଷ୍ଟାରଙ୍କୁ NCB କରିବ ସମନ

ଦୀପିକା ପାଦୁକୋନଙ୍କୁ ଡ୍ରଗ ମାମଲାରେ NCB ଜେରା କରିଛି । ଦୀପିକା ଡ୍ରଗ ନେଇଥିବାର ଅଭିଯୋଗ ହୋଇଥିଲା । ବଲିଉଡ ଅଭିନେତ୍ରୀ ଦୀପିକା ଙ୍କ ନିଶା କରୁଥିବା ଖବର ପୁରା ଭାରତ କୁ ଆଶ୍ଚର୍ଯ୍ୟ କରିଛି । ଦୀପିକା ଙ୍କ ନାମ ଡ୍ରଗ ମାମଲାରେ ଆସିବା ପରେ ବଲିଉଡ ଇଣ୍ଡଷ୍ଟ୍ରି ରେ ହଙ୍ଗାମା ହୋଇଥିଲା । ଧୀରେ ଧୀରେ ସମସ୍ତଙ୍କ ନା ସାମ୍ନାକୁ ଆସୁଛି । ପ୍ରଥମେ ୬ ଟି ନାମ ସାମ୍ନାକୁ ଆସିଥିଲା ଯେଉଁଥିରୁ ୪ ଟି ବଲିଉଡ ଷ୍ଟାର ଙ୍କ ନା ଥିଲା ଆଊ ୨ ଜଣ ପ୍ରଡ୍ୟୁସର ଙ୍କ ନା ଥିଲା ।

ଆଊ ଏବେ ଖବର ଆସିଛି କି ତାଙ୍କୁ ଖୁବ ଶୀଘ୍ର ସମସ୍ତଙ୍କୁ ଜେରା କରାଯିବ। ଯେଉଁ ବଲିଉଡ ଷ୍ଟାର ମାନଙ୍କୁ ପ୍ରଥମେ ପଚରା ଉଚରା କରାଯାଇଥିଲା ସେହି ଷ୍ଟାର ମାନଙ୍କ ଭିତରୁ ସବୁଠୁ ଅଧିକ ନା ଦୀପିକା ପାଦୁକୋନ ଙ୍କ ଉଠିଥିଲା । ଯାହାଙ୍କ ସହିତ ପଚରା ଉଚରା କଲାବେଳେ ବହୁତ କିଛି ପ୍ରଶ୍ନ ପଚରା ଯାଇଥିଲା ।

କିନ୍ତୁ ଏବେ ସବୁଠାରୁ ବଡ଼ ଖବର ମିଳିଛି କି ଦୀପିକା ଙ୍କ ସହିତ କାମ କରୁଥିବା ୩ ଟି କେ଼ା ଷ୍ଟାର ଙ୍କୁ ମଧ୍ୟ ଜେରା କରାଯିବ । ଏହି ଷ୍ଟାର ମାନେ ସୁପରହିଟ ଫିଲ୍ମ ସବୁ କରିଛନ୍ତି । ଏବଂ ଏମାନେ ଦୀପିକା ପାଦୁକୋନ ଙ୍କ ସହିତ କାମ କରିଛନ୍ତି । ସେହି ୩ ଟି ଷ୍ଟାର ମାନଙ୍କ ନାମ S,R, ଏବଂ A ରୁ ଆରମ୍ଭ ବୋଲି ଜଣାପଡିଛି । ନ୍ୟୁଜ ଚ୍ୟାନେଲ କହିଛନ୍ତି କି ସେ ପୁରା ନାମ ଜାଣିଛନ୍ତି କିନ୍ତୁ ଏବେ ସେ ତାହା କହି ପାରିବେନି ।

କାରଣ ସେହି ଷ୍ଟାର ମାନଙ୍କୁ ସମନ ଯାଇ ନାହିଁ । ଷ୍ଟାର ମାନଙ୍କୁ ସମନ ଯିବା ପରେ ସେ ଏହି ଷ୍ଟାର ମାନଙ୍କ ନାମ ସାମ୍ନାକୁ ଆସିବ । ଜେରା କରିବା ଆଗରୁ NCB ସବୁ ପ୍ରମାଣ ଏକାଠି କରିବାରେ ଲାଗିଛି । ଏବଂ ସବୁ ପ୍ରମାଣ ଏକାଠି କରିବା ପରେ ସେ ସେ ଷ୍ଟାର ମାନଙ୍କୁ ଜେରା କରିବା ପାଇଁ ଡକେଇବ ।

ସେହି ଷ୍ଟାର ମାନଙ୍କ ନାମର ପ୍ରଥମ ଅକ୍ଷର ସାମ୍ନାକୁ ଆସି ସାରିଛି କିନ୍ତୁ ପୁରା ନାମ ଏ ପର୍ଯ୍ୟନ୍ତ କୁହାଯାଇନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ବଲିଉଡ ଷ୍ଟାର ମାନଙ୍କ ନାମ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଏବଂ ତାଙ୍କୁ NCB ଖୁବ ଶୀଘ୍ର ଜେରା କରିବାକୁ ଯାଉଛି ।

ତେବେ ଏହି S,R,A ରେ କେଉଁ ଷ୍ଟାର ଙ୍କ ନାମ ହୋଇପାରେ ବୋଲି ଆପଣ ଭାବୁଛନ୍ତି ଆମକୁ କମ୍ମେନ୍ଟ ରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।