ଦଶହରା ବୁଲିବାକୁ ଯାଉଥିଲେ ସ୍ଵାମୀ ସ୍ତ୍ରୀ, ସ୍ଵାମୀ ଆଗରେ ସ୍ତ୍ରୀ ସହ ଘଟିଲା କିଛି ଏମିତି ଅଘଟଣ…

ଦଶହରା ଖୁସି ପାଳିବାକୁ ସ୍ଵାମୀ ସ୍ତ୍ରୀ ଖୁସିରେ ଘରକୁ ଫେରୁଥିଲେ । କାଜୁ ଜଙ୍ଗଲରେ 5 ଜଣ ଯୁବକ ସ୍ତ୍ରୀ ଙ୍କୁ ମାଡି ବସିଲେ । ରାସ୍ତାରୁ ନେଇଗଲେ ଆଉ ସ୍ତ୍ରୀ ଙ୍କୁ ଦୁଷ୍କର୍ମ କରିଲେ । ସ୍ବାମୀଙ୍କୁ ମାଡ ମାରି ଲହୁ ଲୁହାଣ କରି ଦେଲେ । ହଁ ଦର୍ଶକ ବନ୍ଧୁ ସନ୍ଧ୍ୟା ପ୍ରାୟ 7ଟା ହେବ । କାଜୁ ଜଙ୍ଗଲରୁ ଶୁଭିଲା ବିକାଳ ଚିତ୍କାର । କିନ୍ତୁ ସେହି ଚିତ୍କାର ଶୁଣିବା ପାଇଁ କେହି ବି ନ ଥିଲେ । ସ୍ଵାମୀ ଆଖି ଆଗରେ 5 ଜଣ ଯୁବକ ସ୍ତ୍ରୀ କୁ ଦୁଷ୍କର୍ମ କରିଲେ ।

ଆଉ ସ୍ଵାମୀ ଜଣକ କିଛି ବି କରିପାରିଲେ ନାହିଁ । ଆଖି ଆଗରେ ସବୁ ଦେଖି ଚାଲିଲା ସ୍ଵାମୀ । କିଛି ଯୁବକ ସ୍ବାମୀଙ୍କୁ ଜୋର ଜବରଦସ୍ତ ମାଡି ବସିଥିବା ବେଳେ ଆଉ କିଛି ଯୁବକ ଅତି ନିର୍ମମ ଭାବେ ଦୁଷ୍କର୍ମ କରି ଚାଲିଥିଲେ । ସ୍ଵାମୀ ଏହାର ପ୍ରତିବାଦ କରିବାରୁ ସ୍ଵାମୀ କୁ ନିସ୍ତୁକ ମାଡ ମାରିଥିଲେ ଯୁବକ ଜଣକ । ସ୍ଵାୟ ସ୍ତ୍ରୀ କୁ ଦୂବୁର୍ତ୍ତ ଙ୍କ କବଳରୁ ରକ୍ଷା କରିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

କାରଣ ସ୍ଵାମୀ ସ୍ତ୍ରୀ ଏକା ଥିବା ବେଳେ ସେମାନେ 5 ଜଣ ଯୁବକ ଥିଲେ । ସ୍ତ୍ରୀ ଙ୍କ ସହ ଏପରି କରିବା ପରେ ଯୁବକ ମାନେ କାଜୁ ଜଙ୍ଗଲରେ ଫୋପାଡି ଚାଲିଗଲେ । ଏଭଳି ଦ୍ରୁଶ୍ଯ ଅନ୍ୟ କେଉଁ ରାଜ୍ୟରେ ନୁହେଁ ଓଡିଶାରେ ଘଟି ଯାଇଛି । ସ୍ବାମୀ ସ୍ତ୍ରୀ ଦଶହରା ଛୁଟି କାଟିବା ପାଇଁ ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟି ଯାଇଛି । ସ୍ଵାମୀ ର ଆଖି ଆଗରେ ସ୍ତ୍ରୀ କୁ କରା ଯାଇଛି ଗଣ ଦୁଷ୍କର୍ମ ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୂର୍ବାଲା ଥାନା ଅନ୍ତର୍ଗତ ବାରୁଆ ଗାଁ ରେ । ସୂଚନା ଅନୁଯାୟୀ ଗତ 20 ରେ ଭୁବନ ରୁ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ କେନାଲ ନିକଟରେ ସ୍ଵାମୀ ସ୍ତ୍ରୀ ଙ୍କୁ 5 ଜଣ ଯୁବକ ଅଟକାଇବା ସହ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇ ମାଡ ମାରିଥିଲେ । ଆଉ ପରେ କାଜୁ ଜଙ୍ଗଲକୁ ନେଇ ସ୍ତ୍ରୀ କୁ ସ୍ଵାମୀ ଆଗରେ ଦୁଷ୍କର୍ମ କରିଥିଲେ ।

ଯେଉଁ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ଏ ନେଇ ପୂର୍ବାଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ଓ ତାଙ୍କ ସ୍ଵାମୀ , ସେପଟେ କାମାକ୍ଷାନଗର ପୋଲିସ SDMO ଭୁବନ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ 2 ଜଣଙ୍କୁ ପଚରା ଉଚରା କରୁଛି ।

ସ୍ତ୍ରୀ ଭୁବନ ଅଞ୍ଚଳର ଏକ ମେଶ ରେ ରହି ପାଠ ପଢୁଥିବା ବେଳେ ଦଶହରା ଛୁଟି ରେ ସ୍ବାମୀଙ୍କ ସହ ଘରକୁ ଫେରୁଥିଲେ । ହେଲେ ଅଧା ବାଟରେ କାଜୁ ଜଙ୍ଗଲ ନିକଟରେ ଘଟି ଯାଇଥିଲା ଏମିତି ଅଘଟଣ । ସୂଚନା ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଉଭୟ କିଛି ଦିନ ପୂର୍ବରୁ କୋର୍ଟରେ ବିବାହ କରିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।