ପ୍ରଥମ ଥର ଡାକ୍ତର ଦୂରବୀକ୍ଷଣ ବିଧିରେ କରିଲେ ହୃଦୟର କଣାକୁ ବନ୍ଦ, ବଞ୍ଚାଇଲେ ନିରୀହ ଝିଅଟିର ଜୀବନ

କୁହାଯାଉଛି କି କାନପୁର ସ୍ଥିତ କାର୍ଡିଓଲୋଜି ଇଂଷ୍ଟିଚ୍ୟୁଟ ର ଡାକ୍ତରମାନେ ଗୋଟିଏ ଝିଅର ହୃଦୟର କଣାକୁ ବନ୍ଦ କରିବା ପାଇଁ ଅପରେସନ ଜାଗାରେ ଦୂରବୀକ୍ଷଣ ବିଧିକୁ ଆପଣାଇଛନ୍ତି । ଦୂରବୀକ୍ଷଣ ସାହାର୍ଯ୍ୟରେ ଅଧ ଘଣ୍ଟା ଭିତରେ ହିଁ ପିଲାଟିର ଦୃଦୟର କଣାକୁ ବନ୍ଦ କରିଦିଆଗଲା । ଏହା ପ୍ରଥମ ଏମିତି ଏକ ମାମଲା ଅଟେ ଯେଉଁଠି ଏହି ଟେକିନିକ ର ବ୍ୟବହାର କରି ଡାକ୍ତରମାନେ ହୃଦୟର କଣାକୁ ବନ୍ଦ କରିଛନ୍ତି ।

୧୦ ବର୍ଷ ଝିଅର କରିଲେ ଚିକିଶ୍ଚା

ଉତ୍ତର ପ୍ରଦେଶର ଅକବରପୁରରେ ରହୁଥିବା ୧୦ ବର୍ଷର ଝିଅ କାଜଲର ହୃଦୟରେ ଏକ କଣା ଥିଲା ଓ ଏହାର ଚିକସ୍ଛା କାର୍ଡିଓଲୋଜି ଇଂଷ୍ଟିଚ୍ୟୁଟର ଡାକ୍ତରମାନେ କରିଛନ୍ତି । ଡାକ୍ତରମାନେ ହୃଦୟର କଣାକୁ ବନ୍ଦ କରିବା ପାଇଁ ଦୂରବୀକ୍ଷଣ ବିଧିକୁ ବାଛିଥିଲେ । ଯାହା ଦ୍ଵାରା କାଜଲର ହୃଦୟର କଣାକୁ ବିନା କୌଣସି କଟା କଟି ର ଉପକରଣର ବ୍ୟବହାର କରି ବନ୍ଦ କରି ଦିଆଗଲା ।

ଏହା ଛଡା କାଜଲର ଏହି ଚିକିଶ୍ଚା ଅସାଧ୍ୟ ରୋଗ ନିଶୁଳ୍କ ଉପଚାର ଯୋଜନା ମାଧ୍ୟମରେ କରାଯାଇଛି । ଯାହା ଅନୁସାରେ କାଜଲର ପରିବାରକୁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିଲା ନାହିଁ ।

ଉତ୍ତର ଭାରତରେ ପ୍ରଥମ ଥର ଦୂରବୀକ୍ଷଣ ବିଧି ସାହାର୍ଯ୍ୟରେ କରାଗଲା ଚିକିଶ୍ଚା

କାଜଲର ଚିକିଶ୍ଚା କରିଥିବା ଡାକ୍ତରମାନେ କହିଲେ କି ଏହା ଉତ୍ତର ଭାରତର ପ୍ରଥମ ମାମଲା ଅଟେ, ଯେଉଁଠି ବେଂଟରୀକୁଲଆର ସେପ୍ଟଲ ଡିଫେକ୍ଟ (ବୀଏସଡୀ) ରୋଗରେ ହୃଦୟର କଣାକୁ ଉପକରଣ ଲଗାଇ ବନ୍ଦ କରାଗଲା । ଡାକ୍ତରମାନଙ୍କର କହିବା ଅଟେ କି କାଜଲର ହୃଦୟରେ ପିଲାବେଳୁ ହିଁ କଣା ଥିଲା ଏବଂ ହୃଦୟରେ କଣା ଥିବାରୁ କାଜଲକୁ ପ୍ରାୟତଃ ଥଣ୍ଡା – ଜର, ଡର ଏବଂ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା ।

ଏହା ପରେ କାଜଲର କାର୍ଡିଓଲୋଜି ଟେଷ୍ଟ କରାଗଲା ଯେଉଁଥିରେ କାଜଲ ର ହୃଦୟରେ ୬ ମିମି ମସ୍କୁଲର ବେଂଟରୀକୁଲଆର ସେପ୍ଟଲ ଡିଫେକ୍ଟ ବାହାରିଥିଲା ।

୨୦ ମିନିଟ ରେ କରାଗଲା ଚିକିଶ୍ଚା

କେବଳ ୨୦ ମିନିଟରେ ହିଁ କାଜଲ ର ଚିକିଶ୍ଚା କରାଗଲା । ଡାକ୍ତରମାନେ ଚିକିଶ୍ଚା କରିବା ପରେ କହିଲେ କି କାଜଲର ଚିକିଶ୍ଚା ୨୦ ମିନିଟ ଭିତରେ ହିଁ ହୋଇଗଲା । ଆପଣଙ୍କୁ କହିଦେଉଛୁ କି ଦୂରବୀକ୍ଷଣ ବିଧି ସାହାର୍ଯ୍ୟରେ ଷ୍ଟୋନ, କ୍ୟାନ୍ସର ଭଳି ରୋଗର ବି ଚିକିଶ୍ଚା କରାଯାଇଥାଏ ।