ଆସନ୍ତା ନଭେମ୍ବର 12 ଦିନ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଦେଖନ୍ତୁ ଏନେଇ କଣ ରହିଛି ସଂପୂର୍ଣ୍ଣ Update

ଶିକ୍ଷୟତ୍ରୀ ମମିତା ମେହେର ହ-ତ୍ୟା ଘ-ଟ-ଣା-ରେ ନ୍ୟାୟ ଦାବି କରି ଓଡିଶା ବନ୍ଦ କରିବାକୁ ଚେ-ତା-ବ-ନୀ ଦେଇଛି କଂଗ୍ରେସ । ଆସନ୍ତା ଦଶ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯଦି କୌଣସି ପଦକ୍ଷେପ ନନେବେ ତେବେ ଆସନ୍ତା ନଭେମ୍ବର ୧୨ ତାରିଖରେ ଓଡିଶା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ସମ୍ପୃକ୍ତ ବ୍ୟକ୍ତିଙ୍କ ବି-ରୋ-ଧ-ରେ ଫ-ଉ-ଜ-ଦା-ରି ମୋ-କ-ଦ୍ଦ-ମା ଦାୟର ସହିତ ତାଙ୍କୁ ଗି-ର-ଫ କରିବାକୁ ଦାବି କରିଛି କଂଗ୍ରେସ ଦଳ । ଏନେଇ ସୂଚନା ଦେଇଛନ୍ତି ପିସି ଉପସଭାପତି ଗଣେଶ୍ଵର ବେହେରା ।

ମମିତା ମେହେର ଘ-ଟ-ଣା-ରେ ରାଜ୍ୟ ସରକାରଙ୍କ ଭୂମିକାକୁ ତୀବ୍ର ନି-ନ୍ଦା କରୁଛୁ ବୋଲି ସେ କହିଛନ୍ତି । ମମିତାଙ୍କ ହ-ତ୍ୟା-କା-ରୀ-ଙ୍କୁ ଘ-ଣ୍ଟ ଘୋ-ଡା-ଇ ରାଜ୍ୟ ସରକାର ତାଙ୍କୁ ନ୍ୟା-ୟ ଦେବା ପକ୍ଷରେ କାର୍ଯ୍ୟ କରୁ ନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ରାଜ୍ୟ ସରକାର ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ଓ କଂଗ୍ରେସର ଦାବି ସତ୍ତ୍ୱେ ତାଙ୍କୁ ବ-ର-ଖା-ସ୍ତ କରା ଯାଉନାହିଁ କିମ୍ବା ତାଙ୍କ ବି-ରୋ- ଧ-ରେ ଫୌ-ଜ-ଦା-ରୀ ମୋ-କ-ଦ୍ଦ-ମା ରୁ-ଜୁ କରା ଯାଉନାହିଁ ।

ଏଥିପାଇଁ ଯଦି ଆସନ୍ତା ୧୦ ଦିନ ତଥା ନଭେମ୍ବର ୧୧ ତାରିଖ ମଧ୍ୟରେ ସରକାର ଯଦି କିଛି ଆକ୍ସନ ନ ନିଅନ୍ତି ତାଙ୍କ ବି-ରୋ-ଧ-ରେ ମୋ-କ-ଦ୍ଦ-ମା ରୁ-ଜୁ ନ କରନ୍ତି ତେବେ ନଭେମ୍ବର ୧୨ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦିଆଯିବ । ରାଜ୍ୟରେ ମମିତା ମେହେରଙ୍କ ହ-ତ୍ୟା ଘ-ଟ-ଣା ପରେ ସ୍ଥାନେ ସ୍ଥାନେ ଉ-ତ୍ତ୍ୟ-କ୍ତ ହେଉଛନ୍ତି ଜନ ସାଧାରଣ ଓ ବିଭିନ୍ନ ବି-ରୋ-ଧୀ ଦଳ ନେତାମାନେ ।

ସେଠାରେ ଛାତ୍ରୀମାନଙ୍କୁ ମନ ଇଚ୍ଛା ଶୋ-ଷ-ଣ କରାଯାଉ ଥିଲା । ତେବେ ଦେଖାଯାଉ ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।