କଣ ସବୁ ଉପକାର ଆମେ ପାଇଥାଉ ନଡିଆତେଲ ବ୍ୟବହାର କରିବା ଦ୍ଵାରା?

କଣ ସବୁ ଉପକାର ଆମେ ପାଇଥାଉ ନଡିଆତେଲ ବ୍ୟବହାର କରିବା ଦ୍ଵାରା?

ଗରମ ଦିନ ହଉ କିମ୍ବା ସୀତ ଦିନ ନଡ଼ିଆ ଖାଇବା ଦେହ ପ୍ରତି ବହୁତ ଲାଭଦାୟକ ହୋଇଥାଏ .ନଡ଼ିଆ ଯେମିତିଵି ଖାଇଲେ ସେଥିରୁ ବହୁତ ଲାଭ ହୋଇଥାଏ . ଯେମିତିକି ନଡ଼ିଆ ପାଣି ହଉ କି ନଡ଼ିଆ ତେଲ ହଉ କିମ୍ବା ପୈଦା ହଉ ଏହା ସବୁ ସମୟରେ ଦେହ ପାଇଁ ଭଲ ହେଇଥାଏ .

 

ଉପକାର ଆମେ ପାଇଥାଉ ନଡିଆତେଲ ବ୍ୟବହାର କରିବା ଦ୍ଵାରା

ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ ବିଷୟରେ

ଛୁଟି ଝଡ଼ିବା- ନଡ଼ିଆ ତେଲେ ଲଗାଇଲେ ଚୁଟି ଝାଡ଼ିବା ବନ୍ଧ ହବ ସହ ଚୁଟି ଲମ୍ବା ମଧ୍ୟ ହୋଇଥାଏ.

କୁଣ୍ଡେଇ ହେବା- 50ଗ୍ରାମ ନଡ଼ିଆ ତେଲରେ ଦୁଇଟି ଲେମ୍ବୁ ଚିପୁଡ଼ିକି ମାଲିସ କରିଲେ କୁଣ୍ଡିଆ ଠାରୁ ମୁକ୍ତି ମିଳିଥାଏ .

ମୁଣ୍ଡ ବିନ୍ଧିବା- 25 ଗ୍ରାମ ସୁଖିଥିବା ନଡ଼ିଆ ଓ ଆଉ ମିଶ୍ରି ସୁର୍ଜ୍ୟ ଉଦୟ ପୂର୍ବରୁ ଖାଇଲେ ମୁଣ୍ଡ ବିନ୍ଧାରୁ ମୁକ୍ତ୍ୟ ମିଳିଥାଏ .

ମୁଁହରେ ଥିବା ଦାଗ- ଚେହେରାରେ ପ୍ରତିଦିନ ଦୁଇଥର ନଡ଼ିଆ ପାଣିରେ ଧୋଇଲେ ମୁଁହରେ ଥିବା ଦାଗ ଆଦି ଦୂର ହୋଇଥାଏ .