ଡାଲିରୁ ମିଳିଥାଏ ଏହି ସବୁ ଉପକାର

ଡାଲିରୁ ମିଳିଥାଏ ଏହି ସବୁ ଉପକାର

ଛୋଟବେଳେ ବହୁତ ପିଲାଙ୍କୁ ଡାଲି ଖାଇବା ପସନ୍ଦ ହେଇନଥାଏ କିନ୍ତୁ ଆପଣ ଜାଣିଛନ୍ତି କି ଡାଲି ଏକ ସୁପର ଖାଦ୍ୟ ହୋଇଥାଏ ଏଥିରେ ଭରପୁର ପ୍ରୋଟିନ  ଭରିକି ରହିଥାଏ .

 

ଡାଲିରୁ ମିଳିଥାଏ ଏହି ସବୁ ଉପକାର

ପ୍ରୋଟିନ ପାଇଁ ଆମେ ଅନ୍ୟ ଯେଉଁ ସବୁ ଖାଦ୍ୟ ଖାଇଥାଏ ସେଥିରେ ବୋହୁ ପରିମାଣରେ ପ୍ୟାଟ ରହିଥାଏ କିନ୍ତୁ ଡାଲି ରେ ପ୍ୟାଟ ର ପରିମାଣ ବହୁତ କାମ ରହିଥାଏ . ସୁସ୍ଥ ସବଳ ରହିବ ପାଇଁ ଦୈନିକ ଡାଲି ଖାଇବା ଦରକାର .ଡାଲି ଖାଇବାର ବହୁତ ସମୟ ପର୍ଯ୍ୟନ୍ତ ପେଟ ଭରିକି ରହିଥାଏ ଯେଉଁଥି ପାଇଁ କି ବହୁତ ସମୟ ଭୋକ ଲାଗେ ନାହିଁ . ଏହା ଦ୍ଵାରା ମୋଟା ପଣ ମଧ୍ୟ ଦୂର ହୋଇଥାଏ .

ପ୍ରତି ଦିନ ଡାଲି ଖାଇଲେ ପୁରା ଦେହ ଆକ୍ଟିଭ ରହିଥାଏ .ଡାଲି ରୁ କେବେଳ ପ୍ରୋଟିନ ର କମି ପୁରଣ ହେବ ସହ ଏହା ଆଇରନ ର ଆବଶ୍ୟକତା ମଧ୍ୟ ପୁରାଣ କରିଥାଏ .

ଡାଲି ଖାଇବାର ଉପକାରିତା :-

1. ଗୋଟେ କପ ଡାଲି ଖାଇଲେ ୧୮ ଗ୍ରାମ ପ୍ରୋଟିନ ମିଳିଥାଏ . ଏହା ପ୍ରୋଟିନ ର ଏକ ବହୁତ ବଡ ମାଧ୍ୟମ ସବୁଠାରୁ ବଡ଼କଥା ଏହାକି ଏଥିରେ କୋଲିସ୍ଟ୍ରୋଲ ଯାମବି ନଥାଏ .

2. ଏଥିରେ ଥିବା ଡ଼ାଇଟ୍ରି ଫାଇବର୍ଷ ହଜମ ପକ୍ରିୟା ପାଇଁ ବହୁତ ସହାୟକ ହୋଇଥାଏ .ଏହା ଦ୍ଵାରା କୋଷ୍ଠ କାଠିନ୍ୟ ଭଳି ରୋଗ ଅଧିକ ବଢ଼ିନଥାଏ ଆଉ ଏହା କ୍ୟାନ୍ସର ଠାରୁ ମଧ୍ୟ ରକ୍ଷା କରିଥାଏ .