କାଜୋଲ ଓ କରିନା କପୁରଙ୍କ ସହିତ ଏମାନେ ହେଉଛନ୍ତି Bollywood ର ଟପ 5 ଭଉଣୀଙ୍କ ଯୋଡି, କାଜୋଲଙ୍କ ଭଉଣୀଙ୍କୁ ଆଗରୁ କେବେ ଦେଖି ନଥିବେ

ବନ୍ଧୁମାନେ ଆମର ବଲୀଉଡ ଇଣ୍ଡଷ୍ଟ୍ରିରେ ଗୋଟିଏ ରୁ ବଢି ଗୋଟିଏ ପ୍ରତିଭାଶାଳି ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ନିଜର ପ୍ରତିଭା ଦ୍ଵାରା ବଲୀଉଡରେ ପ୍ରସିଦ୍ଧ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀମାନେ ବଲୀଉଡକୁ ବହୁତ ହିଟ ଫିଲ୍ମ ବି ଦେଇଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ବଲୀଉଡ ଅଭିନେତ୍ରୀମାନଙ୍କ ଭଉଣୀମାନେ ବି ଏମାନଙ୍କ ଠାରୁ ସୁନ୍ଦରତା ମାମଲାରେ କାହା ଠାରୁ କମ ନୁହନ୍ତି । ଏମାନେ ନିଜ ଅଭିନେତ୍ରୀ ଭଉଣୀଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତ୍ରୀମାନଙ୍କ ଭଉଣୀଙ୍କ ବିଷୟରେ କହିବୁ ।

କଙ୍ଗନା ରନୌତ

କଙ୍ଗନା ରନୌତ ନିଜର ଦମଦାର ଅଭିନୟ ଦ୍ୱାରା ଫିଲ୍ମ ଦୁନିଆରେ ବହୁତ ଫେମସ ହୋଇଛନ୍ତି । କିନ୍ତୁ କଙ୍ଗନା ରନୌତଙ୍କ ଭଉଣୀ ରଂଗୋଲୀ ଚଂଦେଲଙ୍କ ବିଷୟରେ କହିବା ତେବେ ସେ ଯେତେବେଳେ ୧୮ ବର୍ଷର ଥିଲେ ତେବେ ତାଙ୍କ ଉପରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଏସିଡ ଫୋପାଡି ଥିଲା । ଏହାର କାରଣ ସେହି ବ୍ୟକ୍ତି ରଂଗୋଲୀ ଚଂଦେଲଙ୍କୁ ଭଲ ପାଉଥିଲେ ଓ ରଂଗୋଲୀ ଚଂଦେଲ ତାଙ୍କୁ ମନା କରିବାକୁ ସେ ଏହିଭଳି କାମ କରିଲେ ।

ଏହା ପରେ ରଂଗୋଲୀ ଚଂଦେଲଙ୍କ ଚେହେରାର ଅଧା ଅଂସ ନଷ୍ଟ ହୋଇ ଯାଇ ଥିଲା । ନିଜ ଚେହେରାକୁ ଠିକ କରିବା ପାଇଁସେ ୫୭ ଥର ସର୍ଜରି ବି କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ପୁରା ଚୀହରା ଠିକ ହୋଇ ପାରି ନାହିଁ । କିନ୍ତୁ ଏହି ଘଟଣାକୁ ସେ ନିଜର କମଜୋରି ଭାବି ନ ଥିଲେ । ଏହା ପରେ ସେ ନିଜ ବାପା ମା ଙ୍କ ପସନ୍ଦର ପୁଅ ଅଜୟଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ପୁଅ ବି ଅଛି ତାହାର ନାମ ପୃଥୀବିରାଜ ଅଟେ । ତାଙ୍କର ଚେହେରା ଖରାପ ହେଲେ ମଧ୍ୟ ବହୁତ ସେ ବହୁତ ସୁନ୍ଦର ଦେଖାଯାଆନ୍ତି ।

ପ୍ରିୟଙ୍କା ଚୋପଡା

ବଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ବାଲିଉଡ଼ରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ସେ ପନ୍ଦର ବର୍ଷ ହେବ ଏହି ଫିଲ୍ମ ଦୁନିଆରେ ଅଛନ୍ତି । ଏହା ଛଡା ସେ କେତେକ ହଲିଓଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଯଦି ତାଙ୍କ ଭଉଣୀ ବିଷୟରେ କହିବା ତେବେ ତାଙ୍କ ଭଉଣୀଙ୍କ ନାମ ହେଉଛ ପରିଣୀତି ଚୋପଡା ଓ ମନ୍ନାରା ଚୋପଡ଼ା । ଏମାନେ ଦୁଇ ଜଣ ବଲିଉଡ଼ର ସଫଳ ଅଭିନେତ୍ରୀ ଅଟନ୍ତି ।

ମନ୍ନାରା ଚୋପଡ଼ା ତେଲୁଗୁ, ହିନ୍ଦୀ, ତାମିଲ ଓ କନ୍ନଡ଼ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଦେଖାଇଛନ୍ତି । ତାଙ୍କୁ ଆପଣ ‘ଜ଼ୀଦ’ ଫିଲ୍ମରେ ଦେଖିଥିବେ । ପରିଣୀତି ଚୋପଡ଼ା ମଧ୍ୟ ବଲୀଉଡରେ ବହୁତ ନାଁ କରିଛନ୍ତି । ସେ ନମସ୍ତେ ଲଣ୍ଡନ, କେଶରୀ ଭଳି କେତେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଦୁଇ ଭଉଣୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

କରିନା କପୁର ଖାନ

ହିନ୍ଦୀ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ କରିନା କପୁର ଖାନ ନିଜର କ୍ୟାରିୟରରେ ବହୁତ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଭଉଣୀ ବି ବଲିଉଡ଼ରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ହେଉଛନ୍ତି କରିଶ୍ମା କପୁର । ସେ କୁଲି ନ ୧ ଓ ଜୁଡୁଆ ଭଳି ବହୁତ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । କହିବାକାଉ ସେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପୁଅ କୀୟାନ ଓ ଝିଅ ସମୀୟରା ଅଛନ୍ତି । ତାଙ୍କର ତଲାକ ମଧ୍ୟ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ସେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । କିନ୍ତୁ ସେ ଏବେ ବି ବହୁତ ସୁନ୍ଦର ଅଛନ୍ତି ।

କାଜୋଲ

ବଲୀଉଡର ଅଭିନେତ୍ରୀ କାଜୋଲ ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି କିନ୍ତୁ ସେ ବି ଫିଲ୍ମ ଦୁନିଆର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ତାଙ୍କ ଭଉଣୀଙ୍କ କଥା ଯଦି କହିବା ତେବେ ସେ ବି ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ସେ ହେଉଛନ୍ତି ତନିଶା ମୁଖାର୍ଜୀ । ସେ ବି ବହୁତ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ଛଡା ସେ ‘ବିଗ ବସରେ ବି ଅଭିନୟ କରିଛନ୍ତି ।

କିନ୍ତୁ ସେ ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୁରେଇ ଯାଇ ଖୁସିରେ ନିଜର ଜୀବନ ଜାପନ କରୁଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିବାହ କରି ନାହାନ୍ତି ଏବଂ ସେ ତାଙ୍କ ଭଉଣୀଙ୍କ ଠାରୁ ବି ଅଧିକ ସୁନ୍ଦର ଦେଖାଯାଆନ୍ତି ।

ଦିଶା ପଟାନି

ଦିଶା ପଟାନି ବଲିଉର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ସୁଶାନ୍ତ ସିଂହଙ୍କ ସହ ପ୍ରଥମ ଫିଲ୍ମ ‘m s dhoni’ରେ କାମ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟ ଛୋଟ ଥିଲା କିନ୍ତୁ ସେ ବହୁତ ପ୍ରଶଂସନିୟ ହୋଇଥିଲେ । ଏହା ପରେ ସେ ବହୁତ ଫିଲ୍ମରେ କାମ କରିଛନ୍ତି ଓ ସଫଳତା ମଧ୍ୟ ହାସଲ କରିଛନ୍ତି । ତାଙ୍କର ଭଉଣୀ ବିଷୟରେ କହିବାକୁ ଗଲେ ତାଙ୍କର ନାମ ହେଉଛି ଖୁସବୁ ପଟାନି ।

ଖୁସବୁ ପଟାନି ନା ହିଁ ଅଭିନେତ୍ରୀ ଅଟନ୍ତି ଓ ନା ହିଁ ମଡେଲ ଅଟନ୍ତି ଅଥବା ସେ ଭାରତୀୟ ସେନାର ଜଣେ ଯବାନ ଅଟନ୍ତି । ସେ ନିଜର ଶରୀରର ପ୍ରତି ବହୁତ ଧ୍ୟାନ ଦିଅନ୍ତି । ସେଥିପାଇଁ ସେ ବହୁତ ସୁନ୍ଦର ଓ ଫିଟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।