ସୁପ୍ରିମ କୋର୍ଟଙ୍କ ଐତିହାସିକ ନିଷ୍ପତି, ପିତା ଙ୍କ ସମ୍ପତି ଏବେ ସବୁ ପରିସ୍ଥିତିରେ ଝିଅ ର ରହିବ ଅଧା ଭାଗ, ଦେଖନ୍ତୁ ପୁରା ଖବର

ସୁପ୍ରିମ କୋର୍ଟ ବଡ଼ ନିଷ୍ପତି ଶୁଣାଇ କହିଛନ୍ତି କି ପୈତୃକ ସମ୍ପତି ରେ ଝିଅଙ୍କର ବି ଭାଗ ନିଶ୍ଚୟ ରହିବ । ହିନ୍ଦୁ ମହିଳାଙ୍କୁ ନିଜ ପିତା ଙ୍କ ସମ୍ପତ୍ତି ରୁ ଭାଇ ସହିତ ସମାନ ସମ୍ପତ୍ତି ମିଳିବ । ୨୦୦୫ ମସିହା ରେ ଏହି ନିୟମ ତିଆରି ହୋଇଥିଲା କି ପିତା ସମ୍ପତି ରୁ ପୁଅ ଏବଂ ଝିଅ ଙ୍କୁ ସମାନ ଭାଗ ମିଳିବ ।

କିନ୍ତୁ ଏହା ସ୍ପ୍ରଷ୍ଟ୍ ହୋଇନଥିଲା କି ଯଦି ୨୦୦୫ ପୂର୍ବରୁ ପିତା ଙ୍କ ମୃତ୍ୟୁ ହୋଇଥାଏ ତେବେ କଣ୍ ଏହି ନିୟମ ଫାମିଲି ରେ ଲାଗୁ ହେବ । ଆଜି ଜଷ୍ଟିସ ଅରୁଣ ମିଶ୍ର ଙ୍କ ବ୍ୟାଚ ନିଷ୍ପତି ଦେଇଛନ୍ତି କି ଏହି କାନୁନ୍ ସବୁ ପରିସ୍ଥିତି ରେ ଲାଗୁ ହେବ । ଯଦି ପିତା ଙ୍କ ମୃତ୍ୟୁ କାନୁନ୍ ହେବା ଆଗରୁ ମାନେ ୨୦୦୫ ଆଗରୁ ହେଉଛି ତେବେ ମଧ୍ୟ୍ୟ ଝିଅ କୁ ପୁଅ ସହିତ ବରାବର୍ ସମ୍ପତି ମିଳିବ ।

୧:- ହିନ୍ଦୁ କାନୁନ୍ ଅନୁସାରେ ପ୍ରପର୍ଟି ୨ ପ୍ରକାରର ହେଇପାରେ । ପ୍ରଥମ ପିତା ଙ୍କ ଦ୍ଵାରା କିଣିଥିବା, ଦ୍ଵିତୀୟ ପୈତୃକ ସମ୍ପତ୍ତି ଯାହା ଗତ ଚାରି ପିଢ଼ି ଧରି ପୁତ୍ର ସନ୍ତାନଙ୍କୁ ମିଳିଆସୁଛି । କାନୁନ୍ ଅନୁସାରେ ପୁଅ ହେଉ କିମ୍ବା ଝିଅ ଦୁଇଜଣଙ୍କର ସମାନ ଅଧିକାର ରହିଥାଏ ।

କାନୁନ୍ କହିଛି କି ପିତା ନିଜ ସମ୍ପତ୍ତି ନିଜ ଇଛାରେ କାହାକୁ ଦେଇପାରିବେ ନାହିଁ । ସେ କେବଳ ଜଣଙ୍କ ନା ରେ ପ୍ରପର୍ଟି କରିପାରିବ ନାହିଁ । ଏହା ର ମାନେ ପିତା ନିଜ ଝିଅ କୁ ତା ସମ୍ପତ୍ତି ରୁ ଦୁରେଇ ରଖିପାରିବ ନାହିଁ । ଜନ୍ମ ରୁ ହିଁ ଝିଅ ର ପୈତୃକ ସମ୍ପତ୍ତି ରେ ଅଧିକାର ଅଛି ।

୨:- ପିତା କିଣିଥିବା ସମ୍ପତ୍ତି ଉପରେ କଣ୍ ରହିଛି ନିୟମ

ଯଦି ପିତା ନିଜେ ସମ୍ପତ୍ତି କିଣୁଛନ୍ତି, ଯଦି ଘର, ଫ୍ଲାଟ ନିଜ ପଇସା ରେ କିଣୁଛନ୍ତି ତାହେଲେ ଝିଅ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ । ଏମିତି ପରିସ୍ଥିତି ରେ ପିତା ନିଜ ଇଛାରେ କାହାକୁ ବି ଦେଇ ପାରନ୍ତି । ଝିଅ ଏଥିରେ ଆପତ୍ତି କରିପାରିବ ନାହିଁ ।

୩:- ପିତା ଙ୍କ ମୃତ୍ୟୁ ହେବା ପରେ କଣ ହେବ:- ଯଦି ପିତା ଙ୍କ ମୃତ୍ୟୁ ସମ୍ପତ୍ତି ଭାଗ କରିବା ପୂର୍ବରୁ ହୁଏ ତେବେ ଝିଅ ଏବଂ ପୁଅ କୁ ସମାନ ପ୍ରପର୍ଟି ମିଳିବ । ସରଳ ଭାଷା ରେ କହିବା ତ ଦୁଇ ଜଣଙ୍କୁ ବାରବର୍ ସମ୍ପତ୍ତି ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।