ଯଦି ଖାଆନ୍ତି ଏହି ଖାଦ୍ୟ ତେବେ ଆପଣ ସମୁଖୀନ ହୋଇପାରନ୍ତି ଅପମୃତ୍ୟୁର!

ଯଦି ଖାଆନ୍ତି ଏହି ଖାଦ୍ୟ ତେବେ ଆପଣ ସମୁଖୀନ ହୋଇପାରନ୍ତି ଅପମୃତ୍ୟୁର!

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ କେଉଁ ନା କେଉଁ ଠାକୁର ଙ୍କ ସହ ଯୋଡିହୋଇଅଛି ବା କୌଣସି ଗ୍ରହ ସହ ନିସିଚିନ୍ତ ଯୋଡି ହୋଇଥାଏ .ସେଠି ଆଇଁ ଶାସ୍ତ୍ର ଅନୁସାରେ କାମ କରିବା ପାଇଁ ମଧ୍ୟ କୁହାଯାଇ ଥାଏ .

 

ଖାଆନ୍ତି ଏହି ଖାଦ୍ୟ ତେବେ ଆପଣ ସମୁଖୀନ ହୋଇପାରନ୍ତି ଅପମୃତ୍ୟୁର

ହେଲେବି ସେଇଦିନ କରିଥିବା କାର୍ଜ୍ୟ ସବୁ ର ପ୍ରଭାବ ମଣିଷ ଜୀବନରେ ମଧ୍ୟ ପଡି ଥାଏ ସେଥି ପାଇଁ ଯୋଉଦିନ ଯେଉଁ ଗ୍ରହର ପ୍ରଭାବ ପଡିଥାଏ ତାକୁ ଜଗି ରଖିକି କାର୍ଯ୍ୟ କରିବା ପାଇଁ ମଧ୍ୟ ଉପଦେଶ ଦିୟା ଯାଇଥାଏ .ଏହା ମାନାଯାଏ ଯେ ସପ୍ତାହର ଏହି ଦିନ ମାନଙ୍କ ର ପ୍ରଭାବ ଏତେ ଥାଏ ଯେ ଏହା ଆପଣଙ୍କୁ ଅପମୃତ୍ୟୁ ଆଡକୁ ଡାକି ନେଇଥାଏ .ସେହି ପରି ଏମିତି ସାମଗ୍ରୀ ଅଛି ଯାହା ଖାଇଲେ ଆପଣ ଏହି ଅସୁବିଧା ଭୋଗୀ ପାରନ୍ତି ତେବେ ଶାସ୍ତ୍ର ଅନୁସାରେ ଏଇ ସବୁ ଜିନିଷ ଖାଇବାରେ ଟିକେ ରୋକ ଲଗାନ୍ତୁ .

ପୁରା ସପ୍ତାହରେ ରବିବାର ଏମିତି ଏକ ଦିନ ଯେଉଁଥିରେ କି କିଛି ବିଶେଷ ଖାଦ୍ୟ ଜମା ବି ଖାଇବା କଥା ନୁହଁ .ଯେମିତିକି ରବିବାର ଆମକୁ କେବେବି ରସୁଣ ଆଉ ପିଆଜ ଜମା ଖାଇବା କଥା ନୁହେ .ଏହି ଦିନ ପୁରା ସୂର୍ଯ୍ୟ ସହିତ ଜଡିତ ତେଣୁ ଆମ ଶରୀରର ବିଷେଲେ ତତ୍ଵ ର ମାତ୍ର ବୋହୁ ପରିମାଣରେ ବଢି ଥାଏ.ଏହା ଛାଡ ମସୁର ଡାଲି ଓ ନାଲା ଶାଗ ତିଆରି କରିବା ସମ୍ପୂର୍ଣ ଭାବେ ନିସେଦ ଅଟେ .ଏହା ବିଶ୍ୱାସ କରାଯାଏ ଯେ ଏହା ଦ୍ଵାରା ଜୀବନରେ ଵିପତି ଆସିଥାଏ. ଏତିକି ନୁହଁ ଏହି ସବୁ ଜିନିଷ ରବିବାର ଦିନ ଖାଇଲେ ମଣିଷ କୁ ଏହା ଅକାଳ ମିର୍ତ୍ୟୁ ଆଡକୁ ଡାକି ନେଇଥାଏ .