ଚୋରା ପ୍ରେମ କରୁଥିବା ବେଳେ ସ୍ତ୍ରୀ ଓ ଝିଅ ହାତରେ ଧରାପଡିଲେ ସ୍ଵାମୀ, ଆଉ ତା’ପରେ ରାସ୍ତା ଉପରେ ଯାହା କାଣ୍ଡ ହେଲା ନା… ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯେଉଁଥିରେ ସ୍ଵାମୀ ଜଣକ ଅନ୍ୟ ଜଣେ ଚୋରା ପ୍ରେମ କରି ନିଜ ସ୍ତ୍ରୀ ଓ ଝିଅ ହାତରେ ଧରା ପଡିଛନ୍ତି । ଯାହାକୁ ନେଇ ବିଚ୍ ରାସ୍ତାରେ ତୁମୂଳକାଣ୍ଡ ସୃଷ୍ଟି ହୋଇଥିଲା । ବାପାର ପ୍ରେମିକାକୁ ଦେଖି ରାଗରେ ତମତମ ହେଉଛନ୍ତି ସ୍ତ୍ରୀ ଓ ଝିଅ । ଝିଅର ରାଗ ଏତେ ବଢି ଯାଉଛି ଯେ ସେ ବାପର ପ୍ରେମିକାର ଚୁଟି ଟାଣିବାକୁ ବି ପଛାଉ ନାହିଁ । ଆଉ ମାଆ ବି କିଛି କମ୍ ନୁହେଁ ।

ନିଜ ସ୍ଵାମୀଙ୍କୁ ଅନ୍ୟ ଯୁବତୀଙ୍କ ସହ ଦେଖି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ସେ ଜୋତାରେ ମାରିବାକୁ ବି ପଛାଉ ନାହାନ୍ତି । ଏଭଳି ଏକ ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଏହି ଅଭାବନୀୟ ଦୃଶ୍ୟ ହେଉଛି ରାଉଳକେଲା ସ୍ଥିତ ବଣାଇ ଅଞ୍ଚଳର । ସ୍ଵାମୀ ଜଣକ ନିଜ ଝିଅ ବୟସର ଝିଅକୁ ପ୍ରେମ କରି ବିଚ୍ ରାସ୍ତାରେ ହଟହଟା ହୋଇଛନ୍ତି । ତେବେ ସବୁଠାରୁ ମଜା କଥା ହେଉଛି ଏତେ ସବୁ କାଣ୍ଡ ଘଟି ସାରିବା ପରେ ମଧ୍ୟ ସ୍ଵାମୀ ନିଜ ପ୍ରେମିକା ସହ ଫଟୋ ଉଠାଉଛନ୍ତି ।

ଖାଲି ସେତିକି ନୁହେଁ ତାଙ୍କୁ ନିଜ କୋଳରେ ମଧ୍ୟ ଧରୁଛନ୍ତି । ଯାହାକୁ ଦେଖି ତାଙ୍କ ପ୍ରେମିକାଙ୍କୁ ମାଡ ଉପରେ ମାଡ ବସେଇ ଦେଇ ଯାଉଛନ୍ତି ସ୍ତ୍ରୀ ଓ ଝିଅ । କିଛିଦିନ ତଳେ ଦାଣ୍ଡରେ ପଡି ହାତରେ ଗଡିଥିଲା ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ କଳି । ସ୍ଵାମୀ ବାବୁଶାନଙ୍କ ସହ ପ୍ରକୃତିଙ୍କୁ ଦେଖି ସ୍ତ୍ରୀ ତୃପ୍ତି ଉଭୟଙ୍କୁ ମାଡ ମାରିଥିଲେ ।

ଯାହା ବେଶ କିଛିଦିନ ଧରି ଖବରର ଶିରୋନାମା ପାଲଟିଥିଲା । ସେମାନଙ୍କ ମାମଲା ନ ଥମୁଣୁ ଏବେ ଏହି ଭାଇରାଲ ଭିଡିଓଟି ଚର୍ଚ୍ଚାର ବିଷୟ ହୋଇଛି । ଆଖପାଖରେ ଠିଆ ଓଇ ଲୋକମାନେ ଦେଖୁଥିଲେ ମଧ୍ୟ ପାରିବାରିକ ମାମଲାରେ କେହି ପଶିବାକୁ ଇଚ୍ଛା କରୁନାହାନ୍ତି ।

ସତେ ଯେମିତି ସ୍ଵାମୀ ଓ ତାଙ୍କୁ ପ୍ରେମିକାଙ୍କୁ ବି କିଛି ଫରକ ପଡୁନି କି ସେ କୌଣସି ଭୁଲ କରିଥିବା ହୃଦୟଙ୍ଗମ କରି ପାରୁ ନାହାନ୍ତି । ଯାହାକି ସେମାନଙ୍କ ହାବଭାବରୁ ସ୍ପଷ୍ଟ ବାରି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।