ସରକାରଙ୍କ ନୂଆ Guideline, ବାଇକରେ ପିଲାଙ୍କୁ ବସେଇ ନେଲେ ମାଣିବାକୁ ପଡିବ ଏହି ସବୁ ନିୟମ, ନହେଲେ ଭୋଗିବାକୁ ହେବ ଏହି ଦଣ୍ଡ

୪ ବର୍ଷରୁ କମ୍ ପିଲା ମାନଙ୍କୁ ମୋଟର ସାଇକେଲରେ ନେବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ ଅଧିନିୟମ ଧା-ରା ୧୨୯ରେ ସଂଶୋଧନ କରିବା ସହ ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୪ବ ବର୍ଷରୁ କମ୍ ପିଲାଙ୍କୁ ଦେଇ ଯାତ୍ରା କରୁଥିଲେ ଆପଣଙ୍କୁ ୪୦କିମି ବେଗରେ ଗାଡି ଚଳାଇବାକୁ ହେବ । ଏହାଠାରୁ ଅଧିକ ବେଗରେ ଗାଡି ଚଳାଇବା ନିୟମ ଉ-ଲ୍ଲ-ଙ୍ଘ-ନ ବୋଲି ଧରି ନିଆଯିବ ।

ଏହି ପ୍ରସ୍ତାବରେ ଆହୁରି ମଧ୍ୟ କୁହାଯାଇଛି କି ପିଲାମାନଙ୍କୁ ବାଇକରେ ନେଇ ଯାଉଥିଲେ ହେଲମେଟ ଲଗାଇବା ମଧ୍ୟ ବାଧ୍ୟତାମୂଳକ ଅଟେ । ନଚେତ ଆପଣଙ୍କ ଠାରୁ ଜୋ-ରି-ମା-ନା ଆଦାୟ କରାଯିବ । ଏହି ନିୟମରେ ଆହୁରି ମଧ୍ୟ କୁହାଯାଇଛି ମୋଟର ସାଇକେଲ ଚଲାଉଥିବା ବ୍ୟକ୍ତି ପିଲାଙ୍କୁ ଗ୍ରେସ ହେଲମେଟ ପିନ୍ଧାଇବା ସହ ସୁରକ୍ଷା ହର୍ଣ୍ଣସର ବ୍ୟବହାର କରିବେ । ଏହା ପିନ୍ଧାଇଲେ ଦୁ-ର୍ଘ-ଟ-ଣା-ରେ ଆପଣଙ୍କର ବିଶେଷ କିଛି କ୍ଷତି ହୋଇ ନପାରେ ।

ଏହାସହ ପୋଷାକଟି ଆଡଜଷ୍ଟେବଲ ହେବା ସହ ପୋଷାକ ସହ ଏକ ଯୋଡା ଷ୍ଟ୍ରାପ ଏବଂ ଡ୍ରାଇଭର ପିନ୍ଧିବା ପାଇଁ କାନ୍ଧର ଲୁପ ମଧ୍ୟ ରହିବ । ଏହିପରି ଶିଶୁଟି ସଂପୂର୍ଣ୍ଣ ଭାବେ ଆରୋହିଙ୍କ ସହ ସଂଯୁକ୍ତ ରହିବ । ରିପୋର୍ଟ ଅନୁସାରେ ଭାରତରେ ପ୍ରତ୍ଯେକ ବର୍ଷ ୧.୫ ଲକ୍ଷରୁ ଅଧିକ ମୃ-ତ୍ୟୁ କେବଳ ସ-ଡ-କ ଦୁ-ର୍ଘ-ଟ-ଣା କାରଣରୁ ହେଉଛି ।

୨୦୧୯ରେ ଅତି କମ୍ ରେ ୧୧୧୬୮ ଶିଶୁଙ୍କର ମୃ-ତ୍ୟୁ ଘଟିଛି । ଅର୍ଥାତ ପ୍ରତିଦିନ ୩୧ ଶିଶୁ ସ-ଡ-କ ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହ-ରା-ଉ-ଛ-ନ୍ତି । ୨୦୧୮ରୁ ଶିଶୁ ମୃ-ତ୍ୟୁ ୧୧.୯୪ ପ୍ରତିଶତ ବୃଦ୍ଧି ମଧ୍ୟ ପାଇଛି । ସେହିପରି ୨୦୧୯ରେ ସଡକ ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହ-ରା-ଇ-ଥି-ବା ଲୋକଙ୍କ ମଧ୍ୟରୁ ୩୭ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଥିଲେ । ସେମାନଙ୍କ ମଧ୍ୟରୁ ୪୪୬୬୬ ଜଣଙ୍କ ମୃ-ତ୍ୟୁ ବିନା ହେଲମେଟ କାରଣରୁ ଘ-ଟି- ଥି-ଲା ।

ତେବେ ସ-ଡ-କ ଦୁ-ର୍ଘ-ଟ- ଣା-ରେ ଅଧିକ ଲୋକ ପ୍ରା-ଣ ହ-ରା-ଉ-ଥି-ବା-ରୁ ସାଧାରଣ ଜନତା ଅଧିକ ସଚେତନ ହେବ ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।