ଜଳପ୍ରପାତରେ ଗାଧୋଉଥିବା ବେଳେ ହଠାତ ମାଡି ଆସିଲା ପାଣି, ତା’ ଭିତରେ ଫସିଗଲେ ମା ଓ ଶିଶୁ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବର୍ଷା ଦିନ ନଦୀକୁ ନାଳକୁ ଗାଧୋଇବା ପାଇଁ ଯିବା ଆଉ ସୁରକ୍ଷିତ ମନେ ହେଉ ନାହିଁ । ଅନେକ ସ୍ଥାନରେ ସାମାନ୍ଯ ଅ-ସା-ବ-ଧାନ-ତା ହେତୁ ଲୋକମାନେ ପାଣିରେ ବୁ-ଡି ଜୀବନ ହ-ରା-ଇ-ବା ଖବର ପ୍ରାୟ ପ୍ରତିଦିନ ଶୁଣିବାକୁ ମିଳୁଛି । ତଥାପି ଲୋକଙ୍କ ମୁଣ୍ଡରେ ବୁଦ୍ଧି ପଶୁନାହିଁ । ସୁଯୋଗ ପାଇବା ମାତ୍ରେ ଜଳର ମଜା ଉଠାଇବା ପାଇଁ ଚାଲି ଯାଉଛନ୍ତି । କିନ୍ତୁ ପରେ ସମସ୍ଯାର ସମୁଖୀନ ହେଉଛନ୍ତି । ଏହାର ଏକ ଜ୍ଵ-ଳ-ନ୍ତ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁ ରାଜ୍ୟରେ ।

ସେଠାକାର ଏକ ଜଳପ୍ରପାତରେ ଗାଧୋଇବା ସମୟ ଦୃଶ୍ୟର ଭି-ଡି-ଓ ଖୁବ ଭା-ଇ-ରା-ଲ ହେଉଛି । ଘଟଣାଟି ତାମିଲନାଡୁର ସଲେମ ଜିଲ୍ଲାର । ଗତ ରବିବାର ଦିନ କିଛି ପଡୋଶୀ ଅଞ୍ଚଳର କିଛି ପରଜ୍ଯତକଙ୍କ ଏକ ସମୂହ ସଲେମର ଅନାବରି ଜଳପ୍ରପାତକୁ ବୁଲିବାକୁ ଓ ମଜା ଉଠାଇବାକୁ ଯାଇଥିଲେ । ସମସ୍ତେ ପାଣିରେ ମଜା ନେଇ ଗାଧୋଉଥିବା ବେଳେ ହଠାତ ଗ-ର୍ଜ-ନ କରି ପାଣି ସ୍ରୋତ ମା-ଡି ଆସିଥିଲା । ଏହା ଦେଖି ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ପର୍ଯ୍ୟଟକଙ୍କୁ ସେଠାରୁ ପଳାଇବା ପାଇଁ କହିଥିଲେ ।

କିନ୍ତୁ ସେତେବେଳେ ଯେଉଁମାନେ ପାଣିରେ ଗାଧୋଉଥିଲେ ହଠାତ ପାଣି ମା-ଡି ଆସିବା ହେତୁ କିଛି ଲୋକ ଫ-ସି ଯାଇଥିଲେ । ପାଣିରେ ଜଣେ ମହିଳାଙ୍କ ସହ ତାଙ୍କ ଶିଶୁଟି ଫ-ସି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବନ ବିଭାଗ ଅଧିକାରୀ ମାନେ ତାଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପାଣିରୁ ଲୋକଙ୍କୁ ଉଦ୍ଧାର କରିବାକୁ ବନ ବିଭାଗ ଅଧିକାରୀ ମାନଙ୍କ ସହାୟତା କରୁଥିବା ସମୟରେ ଦୁଇ ଜଣ ଲୋକ ନି-ୟ-ନ୍ତ୍ର-ଣ ହ-ରା-ଇ ନଦୀରେ ଖ-ସି ପ-ଡି-ଥି-ଲେ ।

କିନ୍ତୁ ରିପୋର୍ଟ ଅନୁସାରେ ସେମାନେ ପହଁରି ସୁରକ୍ଷିତ ଭାବେ କୁଳକୁ ପଳେଇ ଆସିଥିଲେ । ପାଣି ମା-ଡି ଆସିବା ପରେ ଲୋକଙ୍କୁ ଉଦ୍ଧାର କରା ଯାଉଥିବା ଦୃଶ୍ୟ ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଜ କ୍ୟାମେରାରେ ରେକର୍ଡ କରି ନେଇଥିଲେ । ହଠାତ ଜଳ ସ୍ରୋ-ତ ମା-ଡି ଆସିବା ପରେ ଲୋକଙ୍କ ମଧ୍ୟରେ ଯେଉଁ ଆ-ତ-ଙ୍କ ଖେଳି ଯାଇଥିଲା ତାହାର ଦୃଶ୍ୟ ଅ-ତ୍ୟ-ନ୍ତ ଭ-ୟ-ଙ୍କ-ର ଥିଲା । ଯାହା ହେଉ ସମୟ ଥାଉ ଥାଉ ସମସ୍ତଙ୍କୁ ଉଦ୍ଧାର କରା ଯାଇଥିଲା ।

ବନବିଭାଗ ଅଧିକାରୀଙ୍କ ଆଗାମୀ ଆଦେଶ ଯାଏଁ ଅନାବରୀ ଜଳପ୍ର-ପା-ତ-ରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନି-ଷେ-ଧ ଲଗାଇ ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।