ଆଜିର ରାଶିଫଳ, 28 ଅକ୍ଟୋବର 2021, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୨୮ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ଆପଣଙ୍କର ଅଟକି ଥିବା କାମ ପୁରା ହେବାର ସମୟ ଆସି ଯାଇଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବା ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । କ୍ଯାରିୟର କୁ ନେଇ ଛାତ୍ର ମାନେ ନୂଆ ପ୍ଳାନ କରିବେ । ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକ ମାନେଅପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ପ୍ରତେକ ଟି କାମ ସଫଳ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କରିଥିବା ବ୍ୟକ୍ତି ବଡ ଅଧିକାରୀ ଓ ସହ କର୍ମୀ ମାନକ ସହଯୋଗ ପାଇବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ସଫଳ ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ ଯେଉଁ ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିଛନ୍ତି ତାହା କରି ପାରିବେ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ସାଙ୍ଗ ସାଥି ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଆପଣ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ନୂଆ ନିବେଶ କରିବେ । କୌଣସି କ୍ଷେତ୍ର ରୁ ଆପଣ ଅଚାନକ ଧନ ଲାଭ କରିବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଧନ କମାଇବାର ନୂଆ ସୁଯୋଗ ପାଇବେ । ଅପାନଙ୍କ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ସାଙ୍ଗ ସାଥି ଙ୍କ ସହ ଆପଣ ଦୁର ଜାଗାକୁ ଯାତ୍ରା କରିବେ । କୌଣସି ମହାନ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବେ । ମହିଳା ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ସମୟ ଭଲ ରହିବ । ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ବିଜୟ ଲାଭ କରିବେ । ଘର ପରିବାର ରେ ହସ ଖୁଶିର ବାତାବରଣ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଆପଣଙ୍କର ଆୟ ଅଧିକ ରହିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ବ୍ୟବସାୟ କୁ ନେଇ ବିଦେଶକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସୁଗମ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଅଧିକ ସମୟ ବିତାଇବେ । ଆପଣ ନିଜର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । କୌଣସି ନୂଆ ଅତିଥି ଙ୍କର ଆଗମନ ଆପଣଙ୍କ ଘରକୁ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ପରିବେଶ ଅନୁକୂଳ ରହିବା । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ ।

ତୁଳା ରାଶି: ଏହି ରାଶିର ଲୋକ ମାନଙ୍କର ଚିନ୍ତାଧାରା ରେ ପରିବର୍ତ୍ତନ ଆସିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ତେଣୁ ଅଯଥା ଖର୍ଚ୍ଚ ଉପରେ ଆପଣ ନିୟନ୍ତ୍ରଣ କରନ୍ତୁ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରି ପାରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କ ନିଜର ପରିଶ୍ରମ ଦ୍ଵାରା ସଫଳ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ସନ୍ତାନ ମାନଙ୍କୁ ନେଇ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧୟନ ଦିଅନ୍ତୁ । ପରିବାର ରେ ବାତାବରଣ ଭଲ ରହିବ । ସମାଜ ରେ ଆପଣଙ୍କର ମନା ସମାନ ପ୍ରତିଷ୍ଠା ହେବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୁର ଜାଗାକୁ ଯାତ୍ରା କରିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ଯାର ସମାଧାନ ହେବ । କୌଣସି ନୂଆ ବ୍ୟକ୍ତି ଙ୍କ ସହ ଆପଣ ମିତ୍ରତା ସ୍ଥାପନ କରିବେ । ଯଦି ଆପଣଙ୍କର ବିବାହ ରେ କୌଣସି ସମସ୍ଯା ହେଉଛି ତେବେ ତାହା ଦୂର ହେବ । ଆପଣ କୌଣସି ସମାରୋହ ରେ ଯୋଗ ଦେବେ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ନୂଆ ଦାୟିତ୍ଵ ର ଭାର ମିଳିବ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ନିବେଶ ମଧ୍ୟ କରିବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବାର ସମୟ ଆସି ଯାଇଛି । ଆଜି ଆପଣଙ୍କ ମନରେ କିଛି ନୂଆ ଅନୁଭୂତି ଆସିବ । ମହିଳା ମାନଙ୍କୁ କିଛି ନୂଆ କାମ କରିବାର ଅବସର ମିଳିବ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ମାତା ପିତା ଙ୍କ ସହଯୋଗ ପାଇବା ଦ୍ଵାରା ଜୀବନର କର୍ମ କ୍ଷେତ୍ର ରେ ସଫଳ ହେବେ । ଆଜି ଆପଣଙ୍କର ଅଧିକ ଖର୍ଚ୍ଚ ହେବ । ତେଣୁ ସତର୍କ ରୁହନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ଅପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ପାଇବ । ସାଙ୍ଗ ସାଥି ଙ୍କ ମେଳରେ ଆପଣଙ୍କ ସମୟ କଟିବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆପଣ ଧନ ଅର୍ଜନ କରିବା ପାଇଁ କିଛି ନୂଆ ଚିନ୍ତା କରିବେ ।

ମୀନ ରାଶି : ଆଜି ଆପଣ ଜୀବନରେ ତୀବ୍ର ଗତିରେ ପ୍ରଗତି କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମ୍ପର୍କ ରହିବା ସହ ଦୂର ସ୍ଥାନ କୁ ଯାତ୍ରା କରିବେ । ସମାଜ ରେ ଆପଣଙ୍କର ମନ ସମାନ ବହଡିବ । ଯାହା ଦ୍ଵାରା ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଆଣି ଦେବେ । ସେୟାର ମାର୍କେଟରେ ଆପଣ ନିବେଶ କରିଥିଲେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଚାକିରି କ୍ଷେତ୍ର ରେ ନୂଆ ପଦ ହାସଲ କରିବେ । ବିବାହ କ୍ଷେତ୍ର ରେ ଆପଣ ଚେଷ୍ଟା କରୁଥିଲେ ସଫଳ ହେବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।