ବିବାହ ସବୁ ବ୍ୟକ୍ତି ପାଇଁ ଏକ ଖାସ ଦିନ ହୋଇଥାଏ । ଏହି ଦିନର ଅପେକ୍ଷା ସବୁ ବ୍ୟକ୍ତି ମାନେ କରିଥାନ୍ତି । ଏପରି କୁହାଯାଏ ଯେ ବିବାହ ପରେ ଆପଣଙ୍କ ଦୁନିଆ ପୂରାପୂରି ବଦଳି ଯାଏ । ଅନ୍ୟ କ୍ଷେତ୍ରରେ କହିବାକୁ ଗଲେ ମଣିଷର ବିବାହ ପରେ ତା ଜୀବନରେ ମଧ୍ୟ ନୂଆ ପରିବର୍ତ୍ତନ ଆସିଥାଏ ।
କିନ୍ତୁ ଯେତେବେଳେ ବିବାହ ପରେ ଆପଣଙ୍କ ଜୀବନ ଆରମ୍ଭ ହେବା ବଦଳରେ ଶେଷ ହୋଇଯାଏ ତେବେ ତା ପରେ କଣ ହେବ । ଏମିତି ସମୟ କେହି ବି ଭାବି ନ ଥିବେ । ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି । ଶେଷ ଥର ପାଇଁ ସେହି ଯୁବକ ଜଣଙ୍କୁ ନିଜ ସ୍ତ୍ରୀ ସହ ରୁମରେ ଶୋଇବାର ଦେଖା ଯାଇଥିଲା । କିନ୍ତୁ ଯେତେବେଳେ ସକାଳ ହୋଇଥିଲା ସେତେବେଳେ ଯୁବକ ଜଣକ ମୃ-ତ ଅବସ୍ଥାରେ ଥିଲେ । ଆସନ୍ତୁ ଜଣାଇବା ଏହି ଘଟଣାର ପୁରା ସତ୍ୟତା କଣ ରହିଛି ।
ସୂଚନା ଅନୁସାରେ ଏହି ଘଟଣାଟି ବିହାରର ମଥୁରାପୁର ଗାଁର ଅଟେ । ଏହି ଗାଁ ରେ ଅମୃତ ଶର୍ମା ନାମକ ବ୍ୟକ୍ତିଙ୍କର ପୁଷ୍ପ ଦେବୀ ମହିଳାଙ୍କ ସହ ବିବାହ ହୋଇଥିଲା । ଏହି ବିବାହ ପ୍ରେମ ମ୍ୟାରେଜ ଥିଲା । ଅମୃତ ଓ ପୁଷ୍ପ ଦୁହେଁ ପରସ୍ପରକୁ ବହୁତ ପ୍ରେମ କରୁଥିଲେ । ଅନେକ ସମୟରେ ଦୁହେଁ ଲୁଚି କରି ପରସ୍ପରକୁ ସାକ୍ଷାତ କରୁଥିଲେ । କିନ୍ତୁ ଦୁହିଙ୍କର ଘର ଲୋକେ ଦୁହିଙ୍କ ପ୍ରେମର ବିରୁଦ୍ଧରେ ଥିଲେ । ଦୁହିଙ୍କର ଘର ଲୋକେ ବିବାହ ପାଇଁ ରାଜି ନ ଥିଲେ । ପରିବାର ଲୋକ ମାନେ ରାଜି ନ ହେବାରୁ ଦୁହେଁ ପଳାଇ ଯାଇ ମନ୍ଦିରରେ ବିବାହ କରିଥିଲେ ।
ବିବାହ ପରେ ଦୁହେଁ ଭଡା ଘର ନେଇ ରହିବାକୁ ଲାଗିଥିଲେ । ଅମୃତ ଓ ପୁଷ୍ପଙ୍କର ବିବାହକୁ ମାତ୍ର ୪ ଦିନ ହୋଇଥିଲା । କିନ୍ତୁ ଅମୃତ ନିଜ ବେଡରେ ମୃ-ତ ଅବସ୍ଥାରେ ମିଳିଥିଲେ । ଅମୃତଙ୍କର ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକେ ପୁଷ୍ପାଙ୍କ ଉପରେ ହ-ତ୍ୟାର ଅଭିଯୋଗ କରିଥିଲେ । ଅମୃତଙ୍କର ପିତାଙ୍କ କହିବା ଅନୁସାରେ ତାଙ୍କ ପୁଅ ଦୁଇ ଦିନ ତଳେ ଘରେ ଥିଲା । କିନ୍ତୁ ପୁଷ୍ପା ଅମୃତଙ୍କୁ ଫୋନ କରି ଡ଼ାକିଥିଲେ ଓ ଏହା ପରେ ଏଭଳି ଘଟଣା ଘଟିଛି ।
ଘର ଲୋକଙ୍କ କହିବା ଅନୁସାରେ ପୋଲିସ ପୁଷ୍ପାଙ୍କୁ ଆରେଷ୍ଟ କରିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଏ ଯାଏଁ କୌଣସି ପ୍ରମାଣ ମିଳି ନାହି । ମୃ-ତ-କ ଅମୃତଙ୍କର ସ୍ତ୍ରୀ ପୁଷ୍ପାଙ୍କର କହିବା ଅନୁଯାୟୀ ଦୁହେଁ ରାତିରେ କିଛି ନ ଖାଇ ଉପାସରେ ଶୋଇ ପଡିଥିଲେ । ଯେତେବଳେ ସକାଳ ହୋଇଥିଲା ତାଙ୍କ ସ୍ଵାମୀ ମୃ-ତ ଅବସ୍ଥାରେ ପଡିଥିଲେ ବୋଲି ପୁଷ୍ପା ନିଜ ମତରେ କହିଛନ୍ତି ।
ଏହି ଘଟଣାକୁ ଶୁଣିବା ପରେ ଅମୃତଙ୍କ ଘର ଆଗରେ ଅନେକ ଲୋକ ମାନେ ଭିଡ ଜମାଇବା ସହ ପୁଷ୍ପାଙ୍କ ବିରୁଦ୍ଧରେ କଥା ହେଉଛନ୍ତି । ପୋଲିସ ମଧ୍ୟ ଏହି ଘଟଣାର ପୁରା ସତ ଜାଣିବାକୁ ଯାଞ୍ଚ ପରତାଳ କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ