ଦେଖନ୍ତୁ Video: ଯେତେବେଳେ କ୍ୟାମେରାରେ ଧରା ପଡିଗଲା ଏହି ପୋଲିସ କର୍ମୀମାନଙ୍କର ଲଜ୍ୟାଜନକ ଘଟଣା, ଆପଣ ଦେଖିଲେ ବି ବିଶ୍ଵାସ କରି ପାରିବେନି

ବନ୍ଧୁଗଣ, ସରକାର କର୍ମୀ ଅର୍ଥାତ ପୋଲିସ କର୍ମୀ, ଜନତାଙ୍କ ସୁରକ୍ଷା ପାଇଁ ସରକାରୀ କର୍ମୀ ମାନେ ନିୟୋଜିତ ହୋଇଥାନ୍ତି । ମାତ୍ର ଜନତା ଙ୍କୁ ସେବା ଦେବା ବଦଳରେ ଓଲଟା ତାଙ୍କ ଠାରୁ ଲୁଟ କରିଥାନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ପୋଲିସ କର୍ମୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁମାନେ ନିଜ ଖାକୀ ପୋଷାକ ର ଧମକ ଦେଖାଇ ସନ୍ନମାନିତ ପୋଷାକ ରେ ହିଁ ଦାଗ ଲଗାଇ ଦେଇଥିଲେ । ଆସନ୍ତୁ ଜାଣିବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ । ୧- ଏହି ମହିଳା ପୋଲିସ କର୍ମୀ ଜଣକ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାର ସୂଚନା ମିଳିଥିଲା । ଜଣେ ବ୍ୟବସାୟୀ ବିରୁଦ୍ଧରେ ସରକାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ପାଇଁ ବ୍ୟବସାୟୀ ଙ୍କ ଠାରୁ ୫୦ ଲକ୍ଷ ର ଲାଞ୍ଚ ମାଗିଥିଲେ ବାବିତା ନାମକ ମହିଳା ପୋଲିସ କର୍ମୀ ।

ବ୍ୟବସାୟୀ ଜଣକ ପ୍ରଥମେ ୫ ଲକ୍ଷ ଟଙ୍କା ନେଇ ଆସିଥିଲା ବାବିତା ଙ୍କୁ ଦେବାକୁ ମାତ୍ର ଠିକ ସେହି ସମୟରେ ଏସପି ଙ୍କ ସମୁଖରେ ଧରା ପଡିଗଲେ । ଏହାପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

୨- ସେହିଭଳି ଜଣେ ମହିଳା ପୋଲିସ କର୍ମୀ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ଏକ ଅଟୋ ରିକ୍ସାରେ ବସିଗଲେ । ଗରିବ ଅଟୋ ଚାଳକ ମଧ୍ୟ ମହିଳା ପୋଲିସ କର୍ମୀ ଙ୍କୁ ତାଙ୍କ ସ୍ଥାନରେ ଆଣି ପହଞ୍ଚାଇଲେ । ମାତ୍ର ଏହାପରେ ମହିଳା କର୍ମୀ ଜଣକ ଅଟୋ ଚାଳକ ଙ୍କୁ ପଇସା ଦେଇ ନଥିଲେ । ଅଟୋ ଚାଳକ ଜଣକ ପଇସା ମାଗିବାରୁ ନାଲି ଆଖି ଦେଖାଇ ଧମକ ଦେଇଥିଲେ । ଏହାପରେ ତାକୁ ସେଠାରୁ ଯିବାକୁ କହିଥିଲେ । ସଂପୂର୍ଣ୍ଣ ଘଟଣା ଟି ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା ।

୩- ସହର ମାନଙ୍କରେ ଅପରାଧ ଦିନକୁ ଦିନ ବଢିବାକୁ ଲାଗିଛି । ମାତ୍ର ପୋଲିସ ଏହି ଘଟଣା କୁ ଗମ୍ଭୀର ଭାବରେ ନେଉନାହିଁ । ଏଭଳି ଏକ ଘଟଣା ଇନ୍ଦୋର ର ଏସପି ଭ୍ରମଣ ନିମନ୍ତେ ପୋଲିସ ଷ୍ଟେସନ କୁ ହଟାତ ଚାଲିଗଲେ ।

ମାତ୍ର ସେଠାରେ ଯାଇ ଦେଖନ୍ତି ଯେ, କାର୍ଯ୍ୟରତ ପୋଲିସ କର୍ମୀ ମାନେ Duty ରେ ଥାଇ ମଧ୍ୟ ଆରାମ ରେ ନିଦରେ ଶୋଇଥିବାର ଏସପି ଦେଖିଲେ । କେବଳ ଶୋଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ କିଛି କର୍ମୀ ନିଜର ପୋଷାକ କାଢି ଶୋଇଥିଲେ ଏବଂ ହଟାତ ଅଫିସର ଙ୍କୁ ଦେଖି ତାଙ୍କ ଚକିତ ରହିଗଲେ ।

ଆଉ ଜଣେ କର୍ମୀ ଶୋଇଥିଲେ ଅଫିସର ତାଙ୍କୁ ଡାକିବା ସମୟରେ ନିଦରେ ଥାଇ ଅଫିସର ଙ୍କୁ Salute ମାରି ପକାଇଲେ । ଏଥିରେ ଆମ୍ଭର ଗୋଟିଏ ପ୍ରଶ୍ନ ସରକାର ଙ୍କୁ ତଥା ଖାକୀ ପୋଷାକ ପିନ୍ଧିଥିବା ସେହି ପୋଲିସ କର୍ମୀ ମାନଙ୍କୁ, ସତରେ କଣ ଜନତାଙ୍କ ଭଲ ମନ୍ଦ ସମ୍ବନ୍ଧରେ କିଛି ଭାବୁ ନାହାଁନ୍ତି ? ଜନସାଧାରଣ କୁ ଏଭଳି ଶୋଷଣ କରିବା କେତେ ମାତ୍ରାରେ ସଠିକ ଅଟେ ? ବନ୍ଧୁଗଣ ଆପଣଙ୍କ ମତାମତ କଣ ଅଟେ, ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ