ଚାଣକ୍ୟ ନୀତି : ଏମିତି ଝିଅ ଯେଉଁଠି ବି ମିଳନ୍ତୁ ତୁରନ୍ତ ବିବାହ କରିନେବା ଉଚିତ, ସୂର୍ଯ୍ୟ ପରି ଚମକିଥାଏ ଭାଗ୍ୟ

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନକୁ ସଫଳ ଓ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପଦେଶ ଦିଆଯାଇଛି । ସାଙ୍ଗମାନେ ବିବାହକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । ଖାସ କରି ପୁଅମାନେ ବହୁତ କନଫ୍ୟୁଜ ହୋଇଯାନ୍ତି । ସେମାନେ ଭାବନ୍ତି କି ଯାହା ସହିତ ଆମର ବିବାହ ହେବ ସେହି ଝିଅ କିପରି ହେବ । କଣ ତା ସହିତ ଜୀବନ ଭଲରେ ବିତିବ ବା ଅନ୍ୟ କୌଣସି ସମସ୍ୟା ତ ଆସିବନି । ଏହି ପ୍ରକାରର ଅନେକ କଥା ବିବାହ ସମୟରେ ଆମ ଚିନ୍ତାକୁ ଆହୁରି ଅଧିକ ବଢାଇ ଦେଇଥାଏ । ସେହିପରି ଶାସ୍ତ୍ରରେ ଓ ଚାଣକ୍ୟ ନୀତିରେ ମଧ୍ୟ କୁହା ଯାଇଛି କି ଯୋଗ୍ୟ ମଣିଷଙ୍କ ସହ ହିଁ ବିବାହ କରିବା ଉଚିତ ନହେଲେ ସାରା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଏମିତିରେ ଲୋକମାନେ ଭାବନ୍ତି କି ଆମେ କେମିତି ଜାଣିବୁ କି ଯାହା ସହିତ ଆମର ବିବାହ ହେବ ସେହି ଝିଅ ଠିକ ଅଟେ ନା ନାହିଁ । ଏହାର ଜବାବ ତ ଆମେ କହି ପାରିବୁ ନାହିଁ କିନ୍ତୁ ଶାସ୍ତ୍ରରେ ଏମିତି କିଛି କଥା ଅଛି ଯଦି ସେହି ଅନୁସାରେ ଯଦି କୌଣସି କନ୍ୟା ମିଳେ ତେବେ ବିବାହରେ ଡେରି କରିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ କନ୍ୟାଙ୍କ ମଧ୍ୟରେ କେଉଁ କେଉଁ ଖାସ କଥା ଥିବା ଆବଶ୍ୟକ ।

୧. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯଦି କୌଣସି ସ୍ତ୍ରୀ କୁ ସବୁବେଳେ ଘର ପରିବାର ଓ ସମାଜର ଚିନ୍ତା ରହିଥାଏ ତେବେ ଏମାନେ ବହୁତ ଭଲ ହୋଇଥାନ୍ତି । ଏମିତି ସ୍ତ୍ରୀ ସବୁବେଳେ ସତର୍କ ରୁହନ୍ତି ଓ ପରିବାରର ମାନ ସମ୍ମାନ ବଢାଇଥାନ୍ତି ।

୨. ବିବାହ ପାଇଁ ଆଉ ଏକ ଗୁଣ ଅବଶ୍ୟ ହେବା ଉଚିତ କି ସେ ସମସ୍ତଙ୍କୁ ଉଚିତ ମାନ ସମ୍ମାନ ଦେବା ଜାଣିଥିବା ଆବଶ୍ୟକ ।

୩. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରାର ପାଳନ କରିଥାନ୍ତି ସେ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ । ଏମିତି ସ୍ତ୍ରୀ ସ୍ଵାମୀ ପାଇଁ ସୌଭାଗ୍ୟ ହୋଇଥାଏ । ସେ ପୂଜା ପାଠ ଦ୍ଵାରା ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିଥାଏ ଯାହା ଦ୍ଵାରା ଘରେ ସମୃଦ୍ଧି ଆସିଥାଏ ।

୪. ଯେଉଁ ସ୍ତ୍ରୀ ମଧ୍ୟରେ ସଞ୍ଚୟ କରିବାର ଗୁଣ ଥାଏ ସେ ପରିବାର ପାଇଁ ଶୁଭ ହୋଇଥାଏ । ପରିବାରକୁ ଆର୍ଥିକ ରୂପରେ ମଝବୁତ ବନାଇବା ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏମିତି ସ୍ତ୍ରୀଙ୍କୁ ଲକ୍ଷ୍ମୀଙ୍କର ରୂପ ମନା ଯାଇଥାଏ ।

୫. ଯେଉଁ ଝିଅଙ୍କର ଆବାଜ ମିଠା ହୋଇଥାଏ ଯିଏ କଥା କହିବା ଦ୍ଵାରା ସୁଖର ଅନୁଭୂତି ହୋଇଥାଏ ସେ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ ।

୬. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ ଭଲ ଉପଦେଶ ଦେଇଥାଏ, ଖରାପ ସମୟରେ ଧୈର୍ଯ୍ୟର ସହ କାମ କରିଥାଏ ଓ ଉଚିତ ଉପଦେଶ ଦେଇଥାଏ ତାହା ସହିତ ବିବାହ କରିବା ଦ୍ଵାରା ପୁରୁଷର ଭାଗ୍ୟ ଖୋଲିଯାଏ ।

୭. ଯେଉଁ ସ୍ତ୍ରୀ ନିଜର ଭାଇ ଭଉଣୀ ଓ ସବୁ ସମ୍ପର୍କୀୟଙ୍କ ସହ ଭଲ ବ୍ୟବହାର କରିଥାଏ, ସମସ୍ତଙ୍କର ଧ୍ୟାନ ରଖିଥାଏ ଓ ସମ୍ପର୍କକୁ ନେଇ ସଚେତନ ରହିଥାଏ ସେ ବିବାହ ପାଇଁ ଉତ୍ତମ ହୋଇଥାଏ ।

୮. ଯେଉଁ ସ୍ତ୍ରୀ ମର୍ଯ୍ୟାଦା ଭିତରେ ରହିଥାଏ ଓ ଘର ପରିବାରର ମାନ ସମ୍ମାନ ର ଧ୍ୟାନ ରଖିଥାଏ ସେହି ସ୍ତ୍ରୀ ଏକ ଶ୍ରେଷ୍ଠ ସ୍ତ୍ରୀ ହୋଇଥାଏ ।

୯. ଶ୍ରେଷ୍ଠ ସ୍ତ୍ରୀ ସେହି ହୋଇଥାଏ ଯାହା ମଧ୍ୟରେ ଅହଂକାର ଭାବ ନଥାଏ, ଯେଉଁ ସ୍ତ୍ରୀ ନିଜ ଠାରୁ ଅଧିକ ଅନ୍ୟମାନଙ୍କ ସୁଖକୁ ମହତ୍ଵ ଦେଇଥାଏ ସେ ପରିବାରକୁ ସବୁବେଳେ ଖୁସିରେ ରଖିଥାଏ ।

୧୦. ଯେଉଁ ସ୍ତ୍ରୀ ଖରାପ ରୁ ଖରାପ ପରିସ୍ଥିତିରେ ବି ପରିବାରର ସାଥ ଛାଡି ନଥାଏ ଓ ମଝବୁତି ସହିତ ସବୁ ସଂପର୍କକୁ ପାଳନ କରିଥାଏ ସେ ବିବାହ ପାଇଁ ବହୁତ ଶୁଭ ହୋଇଥାଏ ।

ସାଙ୍ଗମାନେ ଏହି ପ୍ରକାରର ଝିଅମାନେ ବିବାହ ପାଇଁ ଯୋଗ୍ୟ ହୋଇଥାନ୍ତି । ଯଦି ଆପଣ ବି ବିବାହ କରିବାକୁ ଯାଉଛନ୍ତି ତେବେ ଏହି ଖାସ କଥା ଆପଣଙ୍କର ବହୁତ କାମରେ ଆସିବ । ଏଥିପାଇଁ ଯଦି ଏହି ପ୍ରକାରର ଝିଅ ଆପଣଙ୍କୁ କେବେ ମିଳେ ତେବେ ତୁରନ୍ତ ବିବାହ କରି ନିଅନ୍ତୁ । ଆପଣ ପୋସ୍ଟ ଟି ପୁରା ପଢି ଥିବାରୁ ଧନ୍ୟବାଦ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।