ଚଳନ୍ତା ଗାଡିରେ ଲାଗିଗଲା ନିଆଁ, ଆଉ ତା’ପରେ ଯାହା ଘଟିଲା video ଦେଖିଲେ ଆପଣ ଭୟରେ ଥରିବେ, ଦେଖନ୍ତୁ viral video

ଏକ ଚଳନ୍ତା କାର୍ ରେ ନି-ଆଁ ଲାଗିବା ସମୟର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ ଭ-ୟ ଲାଗିବ । ଘଟଣାଟି ଗତକାଲି ଗ୍ରେଟର ନୋଏଡା ଯମୁନା ଏକ୍ସପ୍ରେସୱେ ରେ ଘ-ଟି-ଥି-ଲା । ସେଠାରେ ଏକ ଚଳନ୍ତା କାର୍ ରେ ନି-ଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଏହି କାର୍ ଟି ଏକ ବଡ ନି-ଆଁ ହୁ-ଳାରେ ପରିବର୍ତ୍ତନ ହୋଇ ଯାଇଥିଲା ।

ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ମଧ୍ୟ ଖୁବ ଭ-ୟ-ଭୀ-ତ ହୋଇ ଯାଇଥିଲେ । ଏତେ ଭୀଷଣ ନି-ଆଁ ସେ ବି ଚଳନ୍ତା କାର୍ ରେ ଯେକେହି ମଧ୍ୟ ଦେଖିଲେ ଭ-ୟ କରିବ । ଆଖି ସାମନାରେ ନି-ଆଁ-ରେ ହୁ-ତୁ-ହୁ-ତୁ ହୋଇ ଜ-ଳୁ-ଥି-ବା କାର୍ ରୁ ଏତେ ଉଚ୍ଚ ନି-ଆଁ ଉଠୁଥିଲା ଯେ ଏହା ନିକଟକୁ ଯିବାକୁ ମଧ୍ୟ ଲୋକେ ଭ-ୟ କରୁଥିଲେ ।

ତେବେ ଯମୁନା ଏକ୍ସପ୍ରେସୱେରେ ଯାଉଥିବା ଏକ କାର୍ ରେ ଭୀଷଣ ନି-ଆଁ ଲାଗି ଯାଇଥିବା ଖବର ପାଇବା ପରେ  ଅ-ଗ୍ନି-ଶ-ମ ବିଭାଗ ସେଠାରେ ତୁରନ୍ତ ଯାଇ ପହଞ୍ଚିଥିଲେ ଓ ଏହା ପରେ ଯାଇ ନି-ଆଁ-କୁ ଲି-ଭା ଯାଇଥିଲା । ଏହି ଚଳନ୍ତା କାର୍ ରେ ନି-ଆଁ ଲାଗିବା ଘ-ଟ-ଣା-ରେ କୌଣସି ଜନହା-ନି ହୋଇ ନଥିବା ସୂଚନା ମିଳିଛି । ତେବେ ଯମୁନା ଏକ୍ସପ୍ରେସୱେରେ ଏଭଳି ଘ-ଟ-ଣା ଘ-ଟି-ଥି-ବା ସୂଚନା ପାଇବା ପରେ ନିକଟସ୍ଥ ରବୂପୁରା ଥା-ନା ପୋ-ଲି-ସ ଏହାର ତ-ଦ-ନ୍ତ-ରେ ଲାଗି ପଡିଛନ୍ତି ।

କେଉଁ କାରଣ ଯୋଗୁଁ ଚଳନ୍ତା କାର୍ ରେ ନି-ଆଁ ଲାଗି ଯାଇଥିଲା ପୋ-ଲି-ସ ଏହାର ଯା-ଞ୍ଚ ଜାରି ରଖିଛି । ତେବେ ଏହି ଘ-ଟ-ଣା-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ତୀବ୍ର ବେଗରେ ଭା-ଇ-ରା-ଲ ହେବାରେ ଲାଗିଛି । କିନ୍ତୁ କାର୍ ରେ କେଉଁ କାରଣରୁ ନି-ଆଁ ଲାଗିଥିଲା ଏହାର କାରଣ ଏବେ ଯାଏଁ ଜଣା ପଡି ନାହିଁ ।

କାର୍ ମଧ୍ୟରେ ଥିବା ଡ୍ରାଇଭର ସମୟ ଥାଉ ଥାଉ ବାହାରକୁ ଚାଲି ଆସିଥିଲେ । ସେଥିପାଇଁ ଏହି ଦୁ-ର୍ଘ-ଟ-ଣା-ରେ କେହି ମଧ୍ୟ ଆ-ହ-ତ ବା ମୃ-ତ ହୋଇ ନଥିବା ସୂଚନା ରହିଛି । ଆପଣ କେବେ ଏପରି ଦୃଶ୍ୟ ଦେଖିଛନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।