ସବୁବେଳେ ଦୁର୍ବଳ ଅନୁଭବ ହେଉଛି କି ? ଦେଖନ୍ତୁ ଏହାର କାରଣ ଓ ଚିକିତ୍ସା ବିଷୟରେ କଣ କହୁଛନ୍ତି Dr. Reshmarani Tripathy

କିଛି ଲୋକଙ୍କୁ ସବୁବେଳେ ଦୁ-ର୍ବ-ଳ ଲାଗେ ବା ସେମାନଙ୍କୁ ସବୁବେଳେ ଦୁ-ର୍ବ-ଳ ଲାଗୁଛି ବୋଲି ସେମାନେ କହିଥାନ୍ତି । ଉଭୟ ଶା-ରୀ-ରି-କ ଏବଂ ମା-ନ-ସି-କ କାରଣ ଯୋଗୁଁ ଆମକୁ ଦୁ-ର୍ବ-ଳ ଅନୁଭବ ହୋଇଥାଏ । କିନ୍ତୁ ବେଳେବେଳେ ଏହା କୌଣସି ରୋଗର କାରଣ ହୋଇ ଥାଇପାରେ । ତେଣୁ ଏହି ସମସ୍ଯାକୁ ଛୋଟ ଭାବି ହାଲୁକାରେ ନେବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ବାରମ୍ବାର ଦୁ-ର୍ବ-ଳ ଅନୁଭବ ହେବାର କାରଣ ଓ ଚିକିତ୍ସା ବିଷୟରେ ପାଥୋଲୋଜିଷ୍ଟ ଡାକ୍ତର ରେଶ୍ମାରାଣୀ ତ୍ରିପାଠୀ କଣ କହୁଛନ୍ତି ।

ଥ-ଣ୍ଡା,ଜ୍ଵ-ର ଏବଂ ଝା-ଡା, ବା-ନ୍ତି ହୋଇଥିଲେ କିଛି ଦିନ ପର୍ଯ୍ୟନ୍ତ ଦୁ-ର୍ବ-ଳ ଲାଗିବା ସ୍ଵାଭାବିକ । ଆଜିକାଲି ପ୍ରାୟତଃ ଲୋକଙ୍କୁ ଡାଇବେଟିସ ସମସ୍ଯା ଦେଖା ଦେଉଛି , ଏହି କ୍ଷେତ୍ରରେ ମଧ୍ୟ କମ କାମ କଲେ ଅଧିକ ଦୁ-ର୍ବ-ଳ ଅନୁଭବ ହୁଏ । ବଂଶଗତ ସମସ୍ଯା ତଥା ହାର୍ଟ, କିଡନୀ, ଲିଭର ଆଦିରେ ସମସ୍ଯା ଥିଲେ ବ୍ୟକ୍ତିଙ୍କୁ ଦୁ-ର୍ବ-ଳ ଲାଗିଥାଏ । ଥାଇରଏଡ ଭଳି ହର୍ମୋନାଲ ରୋଗ ଥିଲେ ବ୍ୟକ୍ତିଙ୍କୁ ଅଳ୍ପ କାମ କଲେ ଖୁବ ଶୀଘ୍ର ଦୁ-ର୍ବ-ଳ ଲାଗିଥାଏ । ଏହାଛଡା ମହିଳା ମାନଙ୍କୁ ଋ-ତୁ-ସ୍ରା-ବ ସମୟରେ ଏବଂ ଗ-ର୍ଭା-ବ-ସ୍ଥା ସମୟରେ ମଧ୍ୟ ଦୁ-ର୍ବ-ଳ ଲାଗିବାର ଦେଖାଯାଏ ।

ସେହିପରି ଛୋଟ ପିଲାଙ୍କ କ୍ଷେତ୍ରରେ କୃ-ମି ସଂ-କ୍ର-ମ-ଣ ହେଲେ ସେମାନଙ୍କୁ ଦୁ-ର୍ବ-ଳ ଲାଗିଥାଏ । ଏହି ସବୁ ହେଉଛି ଦୁ-ର୍ବ-ଳ ଲାଗିବାର ଶା-ରୀ-ରି-କ କାରଣ । ମା-ନ-ସି-କ କାରଣ ମଧ୍ୟରେ ଡିପ୍ରେସନ ହେବା, ଇନସୋମ୍ନିଆ ବା ନିଦ ନ ହେବା, ଅଧିକ ଚିନ୍ତା କରିବା, ବାଇପୋଲାର ଡିଜଅର୍ଡର ଆଦି ମା-ନ-ସି-କ ସ୍ଥିତି ଯୋଗୁଁ ଆମକୁ ଭଲ ଅନୁଭବ ହୋଇ ନଥାଏ ଏବଂ ମସ୍ତିସ୍କକୁ ଆବଶ୍ୟକ ବିଶ୍ରାମ ମିଳି ନଥାଏ । ସେଥିପାଇଁ ମଧ୍ୟ ଦୁ-ର୍ବ-ଳ ଅନୁଭବ ହୋଇଥାଏ ।

ଆମ ରାଜ୍ୟରେ ଛୋଟ ପିଲା ଓ ମହିଳାଙ୍କ ମଧ୍ୟରେ ଆନିମିଆ ବା ରକ୍ତହୀନତା ସମସ୍ଯା ଖୁବ ଅଧିକ ଦେଖାଯାଏ । ପିଲା ଠିକ ଭାବେ ଖିଆପିଆ ନ କରିବା ଯୋଗୁଁ ଏହି ସମସ୍ଯା ଦେଖାଦିଏ । ସେଥିପାଇଁ ପ୍ରାୟ ସବୁବେଳେ ହାଲିଆ ଅନୁଭବ ହୁଏ । ଯଦି ମୁଣ୍ଡ ଅଧିକ ବୁଲାଉଛି, ହୃଦ ସ୍ପନ୍ଦନ ଅଧିକ ରହୁଛି, ଆଖିକୁ ଜାଲି ଜାଲିଆ ଦେଖା ଯାଉଛି, ତାପମାତ୍ରାରେ ମଧ୍ୟ ଲଗାତର ପରିବର୍ତ୍ତନ ଦେଖା ଦେଉଛି ଏବଂ ଅବରମବାର ହାଲିଆ ବା ଦୁ-ର୍ବ-ଳ ତେବେ ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ତେବେ ଏପରି ଅନୁଭବ ହେଉଥିଲେ ସୁଷମ ଖାଦ୍ୟ ଖାଇବା, ଯଥେଷ୍ଟ ପରିମାଣରେ ପାଣି ପିଇବା, ନିୟମିତ ବ୍ୟାୟାମ କରିବା ଓ ଉଚିତ ସମୟରେ ନିଦ୍ରା ଯିବା ପାଇଁ ଚେଷ୍ଟା କରିବା ଦ୍ଵାରା ଏହି ସମସ୍ଯାକୁ ଅନେକ ମାତ୍ରାରେ ଏଡାଇ ହେବ । ଅଧିକ ମାନସିକ ଚାପରେ ନ ରହିବା ଏବଂ ସମସ୍ଯା ଅଧିକ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦ୍ଵାରା ଏହି ସମସ୍ଯାକୁ ଦୂର କରି ହେବ ।

ଡାକ୍ତରୀ ପରୀକ୍ଷାରୁ ଦୁ-ର୍ବ-ଳ ଲାଗିବାର କାରଣ ଜଣାପଡିବା ପରେ ଡାକ୍ତର ଆପଣଙ୍କୁ ସେହି ଅନୁସାରେ ଚିକିତ୍ସା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି ସ୍ୱାସ୍ଥ୍ୟ ଜନିତ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।