କେଉଁ ଜୀବ ତା’ ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରିଥାଏ ? କଣ ଆପଣ ଜାଣନ୍ତି ? ଏହା ସହିତ ଆହୁରି 15ଟି Gk Questions & Answers

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଯାହାକି ଆପଣଙ୍କ ସାଧାରଣ ଜ୍ଞାନକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିବ । କହିବାକୁ ଗଲେ ଏହି ସବୁ ପ୍ରଶ୍ନ ବେଳେ ବେଳେ କିଛି ପରୀକ୍ଷାରେ ବି ଆସିଥାଏ । ଯାହାକି ବହୁତ ସହଜ ହୋଇଯିବ ଯେତେବେଳେ ଆପଣ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣି ଯିବେ । ତେବେ ଚାଳନ୍ତୁ ଜାଣିବା ।

ପ୍ରଶ୍ନ – ଭାରତର ସବୁଠୁ ବଡ ଜିଲ୍ଲାର ନାଁ କଣ ?

ଉତ୍ତର – କଚ୍ଛ, ଗୁଜୁରାଟ

ପ୍ରଶ୍ନ – ଆଡାମ ବ୍ରିଜ କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉତ୍ତର – ଭାରତ ଓ ଶ୍ରୀଲଙ୍କା

ପ୍ରଶ୍ନ – କେଉଁ ପକ୍ଷୀ ପଛକୁ ବି ଉଡିପାରେ ?

ଉତ୍ତର – ହମିଙ୍ଗ ବାର୍ଡ

ପ୍ରଶ୍ନ – ଭାରତୀୟ ରିଜର୍ବ ବ୍ୟାଙ୍କ କେବେ ପ୍ରତିଷ୍ଠିତ ହୋଇଥିଲା ?

ଉତ୍ତର – ୧ ଏପ୍ରିଲ ୧୯୩୫

ପ୍ରଶ୍ନ – ଭାରତର ସବୁଠୁ ପୁରୁଣା ଫୁଟବଲ କ୍ଲବ କେଉଁ ସ୍ଥାନରେ ଅଛି ?

ଉତ୍ତର – ମୋହନ ବାଗାନ ଏ. ସି.

ପ୍ରଶ୍ନ – ଭାରତର ସର୍ବ ବୃହତ ଜାହାଜର ନିର୍ମାଣ କାରଖାନା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – କୋଚି

ପ୍ରଶ୍ନ – ଭାରତୀୟ ରେଳ ବିଭାଗର ମୁଖ୍ୟ କାର୍ଯ୍ୟଳୟ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଦିଲ୍ଲୀ

ପ୍ରଶ୍ନ – ଭଗବାନ ଶିବଙ୍କ ଅନ୍ୟ ଏକ ନାମ ଯାହାର ଅର୍ଥ ହୋଇଥିବ “ସହଜରେ ପ୍ରସନ୍ନ ହେବା ବାଲା” ?

ଉତ୍ତର – ଆଶୁତୋଷ

ପ୍ରଶ୍ନ – ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେଉଁ ମୁଖ୍ୟଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ?

ଉତ୍ତର – ହେମାନନ୍ଦ ବିଶ୍ଵାଳ

ପ୍ରଶ୍ନ – “Just do it “ ନିମ୍ନଲିଖିତ ମଧ୍ୟରୁ କେଉଁ କମ୍ପାନୀର ପ୍ରସିଦ୍ଧ ସ୍ଲୋଗାନ ଅଟେ ?

ଉତ୍ତର – Nike

ପ୍ରଶ୍ନ – ଇଂଗ୍ଲିଶ ଓ ହିନ୍ଦୀ ଭାଷା ବ୍ୟତୀତ ଭାରତୀୟ ନୋଟରେ କେତୋଟି ଭାଷାରେ ନୋଟର ମୂଲ୍ୟ ଲେଖା ହୋଇ ଥାଏ ?

ଉତ୍ତର – ୧୫

ପ୍ରଶ୍ନ – ହୃତପିଣ୍ଡ ଶରୀରର କେଉଁ ଅଙ୍ଗକୁ ରକ୍ତ ଯୋଗାଏ ନାହିଁ, ସେହି ଅଙ୍ଗ ସିଧାସଳଖ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥାଏ ?

ଉତ୍ତର – ଆଖିର ସ୍ଵଚ୍ଛପଟଳ

ପ୍ରଶ୍ନ – ବାଲ୍ମୀକି ରାମାୟଣ ଅନୁସାରେ ଦଶରଥଙ୍କ ମୃ-ତ୍ୟୁ ସମୟରେ ଭରତ ଓ ଶତ୍ରୁଘ୍ନ କେଉଁ ସ୍ଥାନରେ ଥିଲେ ?

ଉତ୍ତର – କେକୟ

ପ୍ରଶ୍ନ – Ramon Magsaysay ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର – ବିନୋବା ଭାବେ

ପ୍ରଶ୍ନ – ଦେବଦାସ ପୁସ୍ତକର ଲେଖକ କିଏ ଥିଲେ, ଯେଉଁ ପୁସ୍ତକ ଉପରେ ହିନ୍ଦୀ, ବେଙ୍ଗଲି, ତାମିଲ, ତେଲୁଗୁ ଭଳି ଭାରତର ଅନ୍ୟ କେତେକ ଭାଷାରେ ଫିଲ୍ମ ତିଆରି କରାଯାଇଛି ?

ଉତ୍ତର – ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ

ପ୍ରଶ୍ନ – କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମୃ-ତ୍ୟୁ ବରଣ କରିଥାଏ ?

ଉତ୍ତର – ପ୍ରଜାପତି