Chaankya Neeti- ସ୍ତ୍ରୀଙ୍କର ଏହି 5 ଭୋକ କେବେବି ମେଣ୍ଟି ନଥାଏ

ଚାଣକ୍ୟ ନୀତି ଆର୍ଚାଜ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ । ଆଚାର୍ଯ୍ୟ ଚାଣକ୍ୟ ବହୁତ ଜ୍ଞାନୀ ଥିଲେ । ନିଜ ଜ୍ଞାନ ବଳରେ ସେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଚନକ୍ୟନିତିରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟର ଜୀବନରୁ ସହଜ କରିବାପାଇଁ ଉପାୟ ବତାଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା କୁହା ଯାଇଥିବା କିଛି ନୀତି ବିଷୟରେ କହିବୁ । ଚାଣକ୍ୟ କହିଛନ୍ତି ଗୋଟେ ମହିଲାର ଭୋକ ଏହି ଜିନିଷରେ କେବେ ମଧ୍ୟ ମେଣ୍ଟି ନଥାଏ । ତେବେ ଚାଲନ୍ତୁ ଜାଣିବା ।

ଶ୍ରୀଙ୍ଗାର କରିବା :- ମହିଳାମାନେ ଶ୍ରୀଙ୍ଗାର କରିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ସେମାନେ କେବେ ମଧ୍ୟ ଏହାକୁ ଛାଡ଼ି ପାରିବେ ନାହିଁ କାରଣ ଗୋଟେ ମହିଳା ସବୁବେଳେ ସୁନ୍ଦର ଦେଖାଯିବାକୁ ଇଚ୍ଛା ରଖିଥାଏ ।

ସମ୍ବନ୍ଧ କରିବାର ଇଚ୍ଛା:- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସମ୍ବନ୍ଧ କରିବାର ଇଚ୍ଛା ମହିଳାଙ୍କର ପୁରୁଷ ମାନଙ୍କ ଠାରୁ ବେଶୀ ରହିଥାଏ । ଏବଂ ବୟସ ବଢିବା ସହିତ ଏହି ଇଚ୍ଛା ମଧ୍ୟ ବଢ଼ିଥାଏ ।

ଖାଦ୍ୟ ମାମଲାରେ:- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମହିଳାମାନେ ଖାଇବା ମାମଲାରେ ପୁରୁଷ ମାନଙ୍କ ଠାରୁ ଫୁର୍ତ୍ତି ହୋଇଥାନ୍ତି । ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଭୋକ ଲାଗିଥାଏ ।

ଧନ :- ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ମହିଳାମାନଙ୍କୁ ଧନ ର ଲୋଭ ପୁରୁଷ ମାନଙ୍କ ଅପେକ୍ଷା ବେଶୀ ହୋଇଥାଏ । ଏହି ଲୋଭ କେବେ ମଧ୍ୟ କମ ହୋଇନଥାଏ । ମହିଳାଙ୍କୁ ସବୁବେଳେ ଧନର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକତା କେବେ ମଧ୍ୟ ଶେଷ ହୁଏନାହିଁ ।

ଝଗଡ଼ା ଲଗେଇବା :- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ପର୍ଯ୍ୟନ୍ତ ମହିଳା ଅନ୍ୟ ମାନଙ୍କ ଭିତରେ ଝଗଡ଼ା ସୃଷ୍ଟି ନକରିଛନ୍ତି ସେପର୍ଯ୍ୟନ୍ତ ସେମାନେ ଶାନ୍ତିରେ ବସନ୍ତୀ ନାହିଁ । ମହିଳାମାନେ ସବୁବେଳେ ନିଜ ଖୁସି ପାଇଁ ଅନ୍ୟ ମାନଙ୍କ ଭିତରେ ଝଗଡ଼ା ଲଗାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।