କାର ଇଞ୍ଜିନରୁ ଆସୁଥିଲା ଏକ ଅଜବ ଆବାଜ, ବନେଟ ଖୋଲି ଦେଖିଲେ ତ ଉଡିଗଲା ହୋସ

ଆଜିକାଲି ଜମାନାରେ କୌଣସି ବି କଥାକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆ ଏକ ବହୁତ ବଡ ପ୍ଲାଟଫର୍ମ ହୋଇ ଯାଇଛି ଯାହା ଜରିଆରେ ସମସ୍ତେ ଅତି ସହଜରେ ନିଜର କଥାକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ପାରୁଛନ୍ତି । କହିବାକୁ ଗଲେ ଯଦି କୌଣସି ବ୍ୟକ୍ତିର ଗୋଟିଏ ପୋସ୍ଟ କିଛି ଭିନ୍ନ ହୋଇଥାଏ ତେବେ ତାହା ଭାଇରାଲ ହୋଇ ଯାଇଥାଏ । ଯାହା ପରେ ସେହି ପୋସ୍ଟଟି ନିଆଁ ଭଳି ପୁରା ଦୁନିଆରେ ବ୍ୟାପିଯାଏ ।

ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଏକ ଭିଡିଓ ନେଇ ଆସିଛୁ ।

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଓ ଶେୟାର ବି କରୁଛନ୍ତି । କହିବାକୁ ଗଲେ ଏହି ଭିଡିଓରେ ଜଣେ ପୋଲିସକର୍ମୀ ନିଜର ସାହସ ଦେଖାଉଛନ୍ତି । ଏହି ଭିଡିଓରେ ଏକ କାରର ଇଞ୍ଜିନରୁ ସେ ଗୋଟିଏ ଅଜଗର ସାପକୁ ବାହାର କରୁଛନ୍ତି, ଯାହାକୁ ବହୁତ ପ୍ରଶଂସା କରାଯାଉଛି । ବହୁତ ଲୋକମାନେ ଏହି ପୋସ୍ଟକୁ ଦେଖି ପସନ୍ଦ ବି କରୁଛନ୍ତି ।

କହିବାକୁ ଗଲେ ଏକ ପୋଲିସକର୍ମୀକୁ ବିଳମ୍ବ ରାତିରେ ଏକ ଫୋନ ଆସିଲା କି ତା’ର ଗାଡିରୁ ଏକ ଅଜବ ଶବ୍ଦ ଆସୁଛି । ଯାହା ପରେ ପୋଲିସକର୍ମୀ ନିଜ ସାଥିମାନଙ୍କ ସହିତ ସେଠାରେ ପହଞ୍ଚିଲେ ଓ ସାପକୁ ବାହାର କରିବା ପାଇଁ ଚେଷ୍ଟା କରିଲେ । କହିବାକୁ ଗଲେ ଅଷ୍ଟ୍ରେଲିଆରେ ପ୍ରାୟତଃ ସବୁଦିନ ଘରେ ଓ ପବ୍ଲିକ ସ୍ଥାନରୁ ସାପ ବାହାରିବା ଘଟଣା ସାମ୍ନାକୁ ଆସିଥାଏ ।

କିନ୍ତୁ ବର୍ତ୍ତମାନ ହିଁ ସନଶାଇନ କୋସ୍ଟ ସ୍ନେକ କ୍ୟାଚର୍ସ ନିଜ ଫେସବୁକ ପେଜରେ ଏକ କାର ଇଞ୍ଜିନର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଗାଡିର ଇଞ୍ଜିନ ଭିତରେ ଏକ ଅଜଗର ଲୁଚି ରହିଥିଲା । ଏହି ଅଜଗର ଇଞ୍ଜିନ ଭିତରର ଗରମ ଦ୍ଵାରା ଆକର୍ଷିତ ହୋଇ ଇଞ୍ଜିନ ଭିତରେ ପହଞ୍ଚିଥିଲା । କଣ ଆପଣଙ୍କୁ ଫଟୋରେ ଲୁଚିଥିବା ଅଜଗର ନଜର ଆସୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।