ଦେଖନ୍ତୁ କେମିତି ବସ କୁ ବାଟ ଜଗିଲା ଜଙ୍ଗଲି ହାତୀ, ତା’ପରେ କଣ ଘଟିଲା…ଦେଖନ୍ତୁ ଏହି Exclusive Video

ଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିବା ବେଳେ ଅଚାନକ ଏକ ହାତୀ ଆସି ବସ୍ ଆଗରେ ଛିଡା ହୋଇ ଯାଇଥିଲା । ତାମିଲନାଡୁ ନିଳଗିରି ଅଞ୍ଚଳର ଏ ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଛନ୍ତି ତାମିଲନାଡୁ ର ଜଙ୍ଗଲ ଓ ପରିବେଶ ସଚିବ ସୁପ୍ରିୟା ସାହୁ । ନିଳଗିରିର ଏକ ପାହାଡୀ ରାସ୍ତାରେ ଯାତ୍ରା କରୁଥିବା ସମୟରେ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ବସ୍ ର ରାସ୍ତା ରୋକିଥିଲା ହାତୀ ଟି । ବସ୍ ସାମନାରେ ଆସି ଠିଆ ହେବା ସହ ହାତୀଟି ପ୍ରଥମେ ବସ୍ ର ସାମନା କାଚକୁ ନିଜ ଦାନ୍ତ ଏବଂ ଶୁଣ୍ଢ ସାହାଯ୍ୟରେ ଭାଙ୍ଗି ଦେଇଥିଲା ।

ସେହି ସମୟରେ ଭୟରେ ବସ୍ ଡ୍ରାଇଭର ଓ ହେଲପରଙ୍କ ସମେତ ଯାତ୍ରୀ ମାନଙ୍କ ମଧ୍ୟ ନିଃଶ୍ଵାସ ଥମି ଯାଇଥିଲା । ଜଙ୍ଗଲୀ ହାତୀ ଓ ବସ୍ ର ଏହି ଭି-ଡି-ଓ ଭାରତୀୟ ବନ ସେବା ଅଧିକାରୀ ସୁପ୍ରିୟା ସାହୁ ନିଜ ଟ୍ବି-ଟ-ର ଆ-କା-ଉ-ଣ୍ଟ-ରେ ସେ-ୟା-ର କରିବା ପରେ ତାହା ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ୟୁଜର୍ସ ଏହି ଭି-ଡି-ଓ-କୁ ଖୁବ ପସନ୍ଦ କରୁଛନ୍ତି । ଅନେକ ୟୁଜର୍ସ ଏହି ଭି-ଡି-ଓ ଦେଖିବା ପରେ ବସ୍ ଡ୍ରାଇଭରଙ୍କ ଖୁବ ପ୍ରଶଂସା କରୁଛନ୍ତି ।

ହାତୀ ଓ ରାଜ୍ୟ ପରିବହନ ନିଗମ ବସ୍ ର ଏହି ଟ-କ୍କ-ର ଘଟଣା ଲୋକଙ୍କୁ ଯେତିକି ଭ-ୟ-ଙ୍କ-ର ଲାଗୁଛି ସେତିକି ରୋଚକ ମଧ୍ୟ ଲାଗୁଛି । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ବିଚ୍ ରାସ୍ତାରେ ବସ୍ ର କାଚକୁ ଜଙ୍ଗଲୀ ହାତୀଟି ଖୁବ ଜୋରରେ ଟ-କ୍କ-ର ମା-ରି-ବା ପରେ ମଧ୍ୟ ବସ୍ ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇ ନାହାନ୍ତି କି ଭ-ୟ-ଭୀ-ତ ମଧ୍ୟ ହୋଇ ନାହାନ୍ତି । ହାତୀଟି ଉ-ତ୍ତେ-ଜି-ତ ହୋଇ ବସ୍ କୁ ଧ-କ୍କା ମା-ରି-ବା ପରେ ମଧ୍ୟ ଡ୍ରାଇଭର ଜଣକ ଖୁବ ବୁଦ୍ଧିର ସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପରିସ୍ଥିତିକୁ ଖୁବ ଶାନଦାର ଭାବେ ନିୟନ୍ତ୍ରଣ କରିଥିଲେ ।

ଘଟଣାଟି ସକାଳ ୯ଟା ସମୟର ଅଟେ । ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ ହାତୀ ପ୍ରଥମେ ଆ-ଘା-ତ ଦେବା ପରେ ବସ୍ ଡ୍ରାଇଭର ବସ୍ କୁ ପଛକୁ କରୁଛନ୍ତି । ଏହା ପରେ ହାତୀ ପୁନର୍ବାର ଆ-ଘା-ତ କରିବା ପରେ ବସ୍ ଡ୍ରାଇଭର ବସ୍ କୁ ଅ-ଟ-କା-ଇ ସିଟ୍ ରୁ ହ-ଟି ଯାଉଛନ୍ତି । ବସ୍ କୁ ଅ-ଟ-କି-ଯି-ବା ଦେଖି ଗଜରାଜ ଧୀରେ ଧୀରେ ପଛକୁ ହ-ଟି ଯାଇଥିଲେ ଓ ଯାତ୍ରୀମାନେ ସୁରକ୍ଷିତ ରହିଥିଲେ । ଆପଣଙ୍କୁ ବସ୍ ଡ୍ରାଇଭରଙ୍କ ଏପରି ବୁଦ୍ଧିମତା କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।