ପୁଅ ପାଇଁ ନ୍ୟାୟ ମାଗି କାନ୍ଦି ପକାଇଲେ ACFO ସୌମ୍ଯ ରଞ୍ଜନଙ୍କ ବାପା, ମାମଲାର ଆଉ ଥରେ ମୂଳରୁ ତଦନ୍ତ କରାଯାଉ ବୋଲି କଲେ ଦାବି, ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତାଙ୍କ ମୃତ୍ୟୁକୁ ପ୍ରାୟ ୭୫ ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନ୍ୟା-ୟ ପାଇଁ ଘୁରି ବୁଲୁଛନ୍ତି ତାଙ୍କ ପରିବାର ଲୋକେ । ତେବେ ପୁଅ ପାଇଁ ନ୍ୟା-ୟ ଆଶାରେ ପୁଣି ଥରେ ପୋ-ଲି-ସ ଡି-ଜି-ଙ୍କୁ ଭେଟିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ପାରଳାଖେମୁଣ୍ଡିରେ ACFO ଭାବେ ନିଯୁକ୍ତି ପାଇଥିଲେ ଅଭିରାମଙ୍କ ସାନ ପୁଅ ସୌମ୍ଯ ରଞ୍ଜନ ମହାପାତ୍ର ।

ପାରଳାଖେମୁଣ୍ଡିରେ ମିଳିଥିବା ସରକାରୀ ବାସଭବନରେ ନିଜ ପତ୍ନୀ ବିଦ୍ୟାଭାରତୀଙ୍କ ସହ ରହୁଥିବା ସ-ନ୍ଦେ-ହ-ଜ-ନ-କ ଭାବେ ପୋ-ଡି ହୋଇ ସୌମ୍ଯଙ୍କ ମୃ-ତ୍ୟୁ ହୋଇଛି । ଆରମ୍ଭରୁ ହିଁ ତ-ଦ-ନ୍ତ-ରେ ପୋ-ଲି-ସ ଅବହେଳା କରିବା ସହ ଏବେ ପର୍ଯ୍ୟନ୍ତ ମୁଖ୍ୟ ଆ-ରୋ-ପୀ ପତ୍ନୀ ବିଦ୍ୟାଭାରତୀ ଏବଂ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଗି-ର-ଫ କରିବା ତ ଦୂର ଥା-ନା-କୁ ଡକାଇ ସଠିକ ଭାବେ ପଚରା ଉଚରା ମଧ୍ୟ କରିନାହିଁ ।

ପୁଅ ପାଇଁ ନ୍ୟା-ୟ ପାଇବାକୁ ଆତୁର ହୋଇଗଲେଣି ସୌମ୍ୟଙ୍କ ଘରଲୋକ । ନ୍ୟା-ୟ ମାଗିବା ବେଳେ କାନ୍ଦି ପକାଇଛନ୍ତି ସୌମ୍ୟଙ୍କ ବୃଦ୍ଧ ବାପା । DFO ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ ଓ ବୋହୂ ବିଦ୍ୟାଭାରତୀଙ୍କୁ ଗି-ର-ଫ କରାଯାଉ ବୋଲି ସେ କହିଛନ୍ତି । ଏହାସହ ଏତେ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟାଙ୍କୁ କାହିଁକି ଗି-ର-ଫ କରାଯାଉ ନାହିଁ ସେ ପ୍ରଶ୍ନ କରିଛନ୍ତି । ପୁଣି ଥରେ ମୂଳରୁ ଟିକିନିଖି ତ-ଦ-ନ୍ତ କରାଯାଉ ବୋଲି ଅନୁରୋଧ କରିବାକୁ ସେ ପୋ-ଲି-ସ ଡି-ଜି-ଙ୍କୁ ଆଜି ଭେଟିଥିଲେ ।

ଏହାସହ ପାରଳାଖେମୁଣ୍ଡି ଡିଭିଜନର ACFO ଭାସ୍କର ରାଓ, ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭ, ପୂର୍ବତନ ସିକ୍ଯୁରିଟି ଗାର୍ଡ ଗଙ୍ଗା ପ୍ରଧାନ, ମାଳି, ଡ୍ରାଇଭର, ତହସିଲଦାର, ଓଆଇସି ମମତା ପଣ୍ଡା ଏବଂ ଆଇଆଇସି ବିବେକାନନ୍ଦ ସ୍ଵାଇଁ ସମସ୍ତଙ୍କୁ ପୁଣି ଥରେ ତ-ଦ-ନ୍ତ ପରିସରଭୁକ୍ତ କରି ଆଉ ଥରେ ଭଲ ଭାବେ ତ-ଦ-ନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କ ପିଲା ସିନା ଦୁନିଆରୁ ଚାଲି ଯାଇଛି, ହେଲେ ତାଙ୍କୁ ନ୍ୟା-ୟ ଦରକାର ବୋଲି କହୁଛନ୍ତି ସୌମ୍ୟଙ୍କ ବାପା ।

ତ-ଦ-ନ୍ତ ଠିକ ଭାବେ କରାଯାଉ ନାହିଁ ବୋଲି ସେ ସନ୍ଦେହ କରୁଛନ୍ତି ଓ ଏଥିପାଇଁ ପୁଅ ମୃ-ତ୍ୟୁ-ର ସା-ନି ତ-ଦ-ନ୍ତ କରାଯାଉ ବୋଲି ସେ ଚାହୁଁଛନ୍ତି । ପାରଳାଖେମୁଣ୍ଡି ବନବିଭାଗ ଅଫିସରୁ ହିଁ ତ-ଦ-ନ୍ତ ଆରମ୍ଭ କରାଯାଉ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।