ବସ୍ ଚକା ତଳେ ପଡିଗଲେ ଦମ୍ପତ୍ତି ଆଉ ତା’ ପରେ ଯାହା ହେଲା…ଏହି ଭୟଙ୍କର ଘଟଣାର ଭିଡିଓ ଦେଖିଲେ ଆପଣ ମଧ୍ୟ ଡରିଯିବେ, ଦେଖନ୍ତୁ viral video

ଆଜି ଆମେ ଆପଣଙ୍କୁ ଏପରି ଏକ ଭି-ଡି-ଓ ଦେଖାଇବୁ ଯାହା ଦେଖିଲେ ଆପଣ ଗୋଟାପଣା ଥ-ରି ଉଠିବେ । ରହି ଭି-ଡି-ଓ-ଟି ସାମନାକୁ ଆସିବା ପରେ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏଭଳି ଭ-ୟ-ଙ୍କ-ର ଦୁ-ର୍ଘ-ଟ-ଣା-ରୁ ବଞ୍ଚିବା କେବଳ ଈଶ୍ବରଙ୍କ କୃପା କହିଲେ ଅତ୍ଯୁକ୍ତି ହେବ ନାହିଁ । ବହୁତ କମ୍ ଲୋକ ଏଭଳି ଦୁ-ର୍ଘ-ଟ-ଣା-ରୁ ନିଜ ବଞ୍ଚାଇ ଫେରନ୍ତି । ସାମାନ୍ଯ ଅସାବଧନତା ଯୋଗୁଁ ଆମ ଦେଶରେ ପ୍ରତିଦିନ ଅନେକ ସଡକ ଦୁ-ର୍ଘ-ଟ-ଣା ଘଟିଥାଏ ।

ଆଉ ଏହି ଦୁ-ର୍ଘ-ଟ-ଣା-ରେ ଅନେକ ଲୋକ ମୃ-ତ୍ୟୁ-ବ-ର-ଣ କରୁଥିବା ବେଳେ ଅନେକ ଗୁ-ରୁ-ତ-ର ଆ-ହ-ତ ମଧ୍ୟ ହୋଇଥାନ୍ତି । କେହି କେହି ସାରା ଜୀବନ ପାଇଁ ପ-ଙ୍ଗୁ ମଧ୍ୟ ହୋଇଯାନ୍ତି । ଏଭଳି ଏକ ଭ-ୟ-ଙ୍କ-ର ଦୁ-ର୍ଘ-ଟ-ଣା-ର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ନି-ଆଁ ଭଳି ଭା-ଇ-ରା-ଲ ହେଉଛି । ଘ-ଟ-ଣା-ଟି ହେଉଛି ଚେନ୍ନାଇର ।

ଚେନ୍ନାଇର ଓଟେରୀ ଇଲାକାରେ ଏକ ଦମ୍ପତ୍ତି ଗୋଟିଏ ବସ୍ ର ଚକା ତଳେ ଦ-ଳି ହେବାରୁ ମାତ୍ର ଅଳ୍ପକେ ବଞ୍ଚି ଯାଇଥିଲେ । ବାଇକରେ ଯାଉଥିବା ବେଳେ ବାଇକ ଚାଳକଙ୍କ ଗୋଡ଼ ଏକ ରାସ୍ତା କଡରେ ଥିବା ଖାଲରେ ପ-ଡି ଯାଉଛି । ସେଠାରେ ତାଙ୍କ ଗୋଡ ତଳକୁ ନ ପାଇବାରୁ ସେ ବାଇକ ସହ ପ-ଡି ଯାଉଛନ୍ତି ଓ ତାଙ୍କ ସହ ତାଙ୍କ ପଛରେ ବସିଥିବା ସ୍ତ୍ରୀ ଲୋକ ଜଣକ ମଧ୍ୟ ଖୁବ ଜୋରରେ ତ-ଳେ ପ-ଡ଼ୁ-ଛନ୍ତି ।

ଆଉ ସେହି ସମୟରେ ତାଙ୍କ ପଛରୁ ଏକ ବସ୍ ଆସୁଥିଲା । ଯାହା ଫଳରେ ବସ୍ ର ବାମ ପାର୍ଶ୍ଵରେ ଜୋରରେ ଧ-କ୍କା ହୋଇ ତଳେ ପଡ଼ୁଛନ୍ତି ଓ ବସ୍ ତାଙ୍କ ପାର୍ଶ୍ଵ ଦେଇ ଚାଲି ଯାଉଛି । ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଏହି ଦମ୍ପତ୍ତି କିପରି ବସ୍ ର ଚକା ତଳେ ଦଳି ହେବାରୁ ମାତ୍ର ଅଳ୍ପକେ ବଞ୍ଚି ଯାଉଛନ୍ତି । ଏହି ଦୃଶ୍ୟ ଅତ୍ୟନ୍ତ ଭ-ୟ-ଙ୍କ-ର ଥିଲା ।

ଏତେ ବଡ ଦୁ-ର୍ଘ-ଟ-ଣା-ରୁ ବ-ଞ୍ଚି-ବା ପରେ ସେମାନେ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଦେଉଥିବେ । କିଛି ମୂହୁର୍ତ୍ତ ପାଇଁ ସେମାନେ ଖୁବ୍ ଡ-ରି ଯାଇଥିଲେ । ଆଖପାଖରେ ଥିବା ଲୋକେ ତାଙ୍କୁ ଉଠାଇ ସାନ୍ତ୍ଵନା ଦେଇଥିଲେ । ଆପଣଙ୍କୁ ଏହି ଭି-ଡି-ଓ ଦେଖି କିପରି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।