ଶିକାରୀମାନେ ତା’ ମା’କୁ ମାରି ନେଇଗଲେ, ଆଉ ଯେତେବେଳେ ତାକୁ ଧରିବାକୁ ଆସିଲେ ସେ କେମତି ପ୍ରତିଶୋଧ ନେଲା ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ video

ପଶୁମାନେ ମଧ୍ୟ ଚାଲାଖ ଓ ବୁଦ୍ଧିମାନ ହୋଇଥାନ୍ତି । ସେଥିପାଇଁ ଜଙ୍ଗଲୀ ପଶୁମାନଙ୍କ ଠାରୁ ସମସ୍ତେ ଦୂରେଇ ରହିବାକୁ ଚାହାନ୍ତି । କିନ୍ତୁ କିଛି ଲୋକ ଜାଣିଶୁଣି ସେମାନଙ୍କ ସହ ପ-ଙ୍ଗା ନିଅନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଭି-ଡି-ଓ ଦେଖାଇବୁ ଯେଉଁଥିରେ ପଶୁଙ୍କ ସହ ପ-ଙ୍ଗା ନେବା କିପରି ଲୋକଙ୍କୁ ଭାରି ପଡିଥିଲା । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ତିନୋଟି ହାତୀ ଗାଁ ପାଖ ଦେଇ ଯାଉଥିଲେ । ଏହା ଦେଖି ଲୋକମାନେ ଆଗ ଟେକା ପଥର ମା-ରି-ବା ଆରମ୍ଭ କଲେ । ହାତୀମାନେ ମଧ୍ୟ ଛାଡିବା ଜୀବ ନଥିଲେ ।

ସେମାନେ ଗାଁରେ ତା-ଣ୍ଡ-ବ ସୃଷ୍ଟି କରି ସବୁ ଫସଲ ନ-ଷ୍ଟ କରିଦେଲେ । ଏହି ସମୟରେ ୬୦ ବର୍ଷର ବୃଦ୍ଧ ବାହାଦୁରି ଦେଖାଇବା ପାଇଁ ହାତୀ ପାଖକୁ ପଳାଇଥିଲେ । ହାତୀଟି ତାଙ୍କୁ ଏପରି ଆ-କ୍ର-ମ-ଣ କରିଥିଲା ଯେ ସେ ମାତ୍ର ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଏହା କେବଳ ଈଶ୍ବରଙ୍କ କୃପା ବୋଲି କୁହା ଯାଇପାରିବ ।

ଏପ୍ରିଲ ୨୦୧୭ରେ ନେପାଳରେ ରେକର୍ଡ ହୋଇଥିବା ଏହି ଭି-ଡି-ଓ ପ୍ରମାଣିତ କରିଦିଏ ଯେ ପଶୁ ମାନଙ୍କର ମଧ୍ୟ କିଛି କମ୍ ବୁଦ୍ଧି ନଥାଏ । ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ କିଛି ଶି-କା-ରୀ ଏକ ଗଣ୍ଡାକୁ ଗୋଟିଏ ଟ୍ରକରେ ନେବାକୁ ଚେଷ୍ଟା କରୁଥିଲେ । ଏହା ପୂର୍ବରୁ ଗଣ୍ଡାର ମାଆକୁ ମଧ୍ୟ ଏହି ଶି-କା-ରୀ ମାନେ ଧରି ନେଇଥିଲେ ।

କିନ୍ତୁ ଏହି ଗଣ୍ଡାଟି ସେଦିନ ପୂର୍ବର ସବୁ ରା-ଗ ସୁଝାଇବା ମୁଡ୍ ରେ ଥିଲା । ରା-ଗରେ ଗଣ୍ଡାଟି ଶି-କା-ରୀ-ଙ୍କ ଟ୍ରକକୁ ଆ-କ୍ର-ମ-ଣ କରିବା ସହ ହାତୀ ଉପରେ ବସିଥିବା ଶି-କା-ରୀ ମାନଙ୍କୁ ମଧ୍ୟ ଆ-କ୍ର-ମ-ଣ କରିଥିଲା । ଆଉ ତା’ ଭ-ୟ-ରେ ଶି-କା-ରୀ ମାନେ କିଏ କୁଆଡେ ଲୁ-ଚି-ବା-କୁ ଲାଗିଲେ ।

ଫେବୃୟାରୀ ୨୦୨୦ରେ ରନ୍ଥାମ୍ଭୋର ନ୍ୟାସନାଲ ପାର୍କକୁ କିଛି ଟୁରିଷ୍ଟ ବୁଲିବାକୁ ଯାଇଥିଲେ । ସେଠାରେ ଗୋଟିଏ ବାଘ ତାଙ୍କ ଜିପ୍ ସାମନାକୁ ଆସି ଯାଇଥିଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବାଘଟି ଜିପ୍ ର ପିଛା କରିବାକୁ ଲାଗିଲା । ଆଉ ସେତେବେଳେ ଜିପ୍ ରେ ଥିବା ସମସ୍ତ ଲୋକ ଭ-ୟ-ରେ ଚି-ତ୍କା-ର କରୁଥିଲେ । କିନ୍ତୁ ଭଗବାନଙ୍କ ଦୟାରୁ ସମସ୍ତେ ସେଠାରୁ ନିଜ ଜୀବନ ନେଇ ଫେରି ଆସିଥିଲେ ।

ଆପଣଙ୍କୁ କେମିତି ଲାଗିବ ଯଦି ଆପଣଙ୍କ ସାମନାକୁ ଏକ ୧୫ ଫୁଟ ଲମ୍ବର ଅହିରାଜ ସାପ ଚାଲିଆସିବ । ଅହିରାଜ ସାପକୁ ସମାନାରେ ଦେଖିଲେ ଦୁନିଆର ଅଧିକାଂଶ ଲୋକଙ୍କ ହୋ-ସ୍ ଉ-ଡି-ଯି-ବ । କିନ୍ତୁ ମାଲେସିଆରେ ସୈନିକ ମାନଙ୍କ ଟ୍ରେନିଂ ଚାଲୁଥିବା ବେଳେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାକୁ ଗୋଟିଏ ବୃହତ ଅହିରାଜ ସାପ ଚାଲି ଆସିଥିଲା । ପ୍ରଥମେ ସମସ୍ତେ ଖୁବ ଡ-ରି ଯାଇଥିଲେ ।

କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସାହସୀ ସୈନିକ ଯେଉଁଭଳି ଭାବେ ସେହି ଅହିରାଜ ସାପକୁ କା-ବୁ କରିଥିଲେ ତାହା ଆଖିରେ ନ ଦେଖିଲେ ବିଶ୍ବାସ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।