ରିୟାଙ୍କ କଲ ଡୀଟେଲସରେ ଥିବା ଏହି ରାଧିକା ମେହତା କିଏ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଆଦିତ୍ୟ ଠାକରେ ଏବଂ ରାଧିକା ମେହତାଙ୍କ ହାତ ଅଛି କି ?

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କେଶ୍ ର ଯାଞ୍ଚ୍ ଯେମିତି ଆଗକୁ ବଢୁଛି ସେମିତି ପ୍ରତିଦିନ ନୂଆ ନୂଆ ନା ସାମ୍ନାକୁ ଆସୁଚି । ଆଜି ଆଊ ଏକ ନା ସାମ୍ନାକୁ ଆସିଛି ଯାହା ହଉଚି ରାଧିକା ମେହତା । ରାଧିକା ମେହତା କିଏ ତାଙ୍କର ସୁଶାନ୍ତ ଙ୍କ ସହିତ ବା ରିୟା ଙ୍କ ସହିତ କଣ୍ ଥିଲା ସମ୍ପର୍କ ଆସନ୍ତୁ ଜାଣିବା । ସୁଶାନ୍ତ ସିଂ ରାଜପୁତ ଙ୍କ ଗାଲ୍ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଙ୍କ କଲ୍ ଡିଟେଲ୍ ବାହାରିବା ପରଠୁ ବହୁତ୍ ନୂଆ ନୂଆ ନା ସାମ୍ନାକୁ ଆସିଛି ।

ପ୍ରଥମେ ଆଦିତ୍ୟ ଠାକରେ ମାନେ AU, ତାପରେ ଦେପେଶ୍ ସୱାନ୍ତ୍ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର, ତାପରେ ସନ୍ଦୀପ ସିଂ ସୁଶାନ୍ତ ଙ୍କ ଆଊ ଏକ ଚାକର, ତାପରେ ସୁଶାନ୍ତ ଙ୍କ ଭଲ ସାଙ୍ଗ ସିଦ୍ଧାର୍ଥ ପିଥାନି । ଏହି ସମସ୍ତଙ୍କ ସହ ରିୟା ସୁଶାନ୍ତ ଙ୍କ ଠାରୁ ମଧ୍ୟ ବେଶି ଅଧିକ କଥା ହେଇଛନ୍ତି । ଏବଂ ଆଜି ଆଊ ଏକ ନା ମିଳିଛି ରାଧିକା ମେହତା ।

ଏବେ ରାଧିକା ମେହତା କିଏ । ରାଧିକା ମେହତା ସୁଶାନ୍ତ ଙ୍କ ମୃତ୍ୟୁ ସହିତ ପୁରା ଯୋଡ଼ି ହୋଇଅଛନ୍ତି । ୧୪ ଜୁନ୍ ଦିନ ସୁଶାନ୍ତ ଙ୍କ ମୃତ୍ୟୁ ପରେ ରିୟା ଏବଂ ରାଧିକା ଙ୍କ ଭିତରେ ହୋଇଥିଲା ୨ ଘଣ୍ଟାର କଥା ବାର୍ତ୍ତା । CBI ଯାଞ୍ଚ୍ ପରେ ରିୟା ଙ୍କ ପୁରା କଲ୍ ଡିଟେଲ ଆସିଚି ସାମ୍ନାକୁ । ରିୟା ସୁଶାନ୍ତ ଙ୍କ ମୃତ୍ୟୁ ପରେ କଣ୍ କଥା ହେଇଥିଲେ ରାଧିକା ଙ୍କ ସହିତ । ଗୋଟେ TV ରିପୋଟର ରାଧିକା ଙ୍କୁ କଲ କରିଥିଲେ କିନ୍ତୁ ରାଧିକା କହିଥିଲେ “ମୋତେ କିଛି ଶୁଭୁନି ” ଏହା କହି ଫୋନ କାଟି ଦେଇଥିଲେ । ତା ପରେ ତାଙ୍କ ଫୋନ ବ୍ୟସ୍ତ ଥିବାର ଜଣାପଡିଥିଲା ।

ଆଊ ଏବେ ତାଙ୍କ ଫୋନ ଅଫ୍ ଥିବାର ଜଣା ପଡିଛି । ରାଧିକା ମେହତା ସାମ୍ନାକୁ ଆସିବାକୁ ଚାହୁ ନାହାନ୍ତି । ସୁଶାନ୍ତ ଙ୍କ ମୃତ୍ୟୁ ଦିନ, ଠିକ୍ ସେହି ସମୟରେ ରିୟା କଥା ହେଇଥିଲେ ରାଧିକାଙ୍କ ସହିତ କିନ୍ତୁ ରାଧିକା ସାମ୍ନାକୁ ଆସିବାକୁ ଚାହୁଁନାହାଁନ୍ତି ଏବଂ ରିୟା ରାଧିକା ଙ୍କ ବିଷୟରେ କିଛି କହୁନାହାନ୍ତି । ସୁଶାନ୍ତ ସିଂ ରାଜପୁତ ଙ୍କ କେଶ୍ ରେ ଯାହା ଯାହା ନାଁ ସାମ୍ନାକୁ ଆସୁଚି ସେ ଧୀରେ ଧୀରେ ଗାୟବ୍ ହେଇଯାଉଚି ।

ରାଧିକା ମେହତା ଙ୍କ ସହିତ ବାରମ୍ବାର ସମ୍ପର୍କ କରିବାକୁ ଚେଷ୍ଟା କରା ଯାଉଚି କିନ୍ତୁ ସେ ସାମ୍ନାକୁ ଆସିବାକୁ ନାରାଜ ଏବଂ ସେ ନିଜ ଫୋନ ମଧ୍ୟ୍ୟ ଅଫ୍ କରିଦେଇଛନ୍ତି । CBI ଯେତେବେଳେ ରିୟା ଙ୍କୁ ପଚାରିଲେ ରାଧିକା ମେହତା କିଏ ରିୟା ସିଧା ମନା କରିଦେଇଥିଲେ କି ତାଙ୍କ ବିଷୟରେ ସେ କିଛି କହିବେନି । ଏବଂ କହିଥିଲେ କି ମୁଁ ରାଧିକା ମେହତା ଙ୍କୁ ଚିଂହିନି ।

ଏବେ ସବୁଠୁ ବଡ଼ ପ୍ରଶ୍ନ ନା ଚିଁହିଥିବା ଲୋକ ସହିତ ୨ ଘଣ୍ଟା ସେ କଣ୍ କଥା ହେଇଥିଲେ । ଏଥିରୁ ଏହା ଜଣା ପଡ଼ିଛି କି ରାଧିକା ମେହତା ର କିଛି ବଡ଼ ରୋଳ୍ ଅଛି ସୁଶାନ୍ତ ଙ୍କ ମୃତ୍ୟୁ କେଶ୍ ରେ । CBI ତଦନ୍ତ ଜାରି ରହିଛି । ରିୟା ଙ୍କୁ ED ୨ ଥର ପଚରା ଉଚରା ମଧ୍ୟ୍ୟ କରିସାରିଲେଣି । କିନ୍ତୁ ରିୟା ସପ୍ପୋଟ କରିନଥିବାର ଜଣା ପଡିଛି । CBI ନିଜର ଯାଞ୍ଚ୍ କରୁଛି ଏବଂ ସୁଶାନ୍ତ ଙ୍କ ମୃତ୍ୟୁ ରହସ୍ୟ ର ଖୁଳସା ନିଶ୍ଚୟ କରିବ ବୋଲି କହିଛିି । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି CBI ଅଧିକାରୀ କହିଛନ୍ତି ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।