ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ମେଷ ରାଶିରେ ମଙ୍ଗଳ କଲେ ପ୍ରବେଶ, ଏହି ସବୁ ରାଶି ଉପରେ ରହିବ ବିଶେଷ ପ୍ରଭାବ

ମେଷ, ମିଥୁନ, କର୍କଟ, ସିଂହ ସହିତ ୯ ଟି ରାଶି ଙ୍କ ପାଇଁ ଶୁଭ ରହିବ ସମୟ, ବୃଷ ଏଵଂ ମକର ରାଶି ବ୍ୟକ୍ତି ରୁହନ୍ତୁ ସତର୍କ । ଗ୍ରହ ମାନଙ୍କ ସେନାପତି ମଙ୍ଗଳ ୧୬ ଅଗଷ୍ଟ ରେ ମୀନ ରାଶି ରୁ ମେଷ ରାଶିରେ ପ୍ରବେଶ କରିବେ । ଆସନ୍ତା ମାସ ୧୦ ସେପ୍ଟେମ୍ବର ରେ ଏହି ଗ୍ରହ ବକ୍ରି ହେବ । ୪ ଅକ୍ଟୋବର୍ ରେ ବକ୍ରୀ ରହିଥିବା ସମୟରେ ମୀନ ରାଶି କୁ ଯିବେ । ତାହା ଭିତରେ ମେଷ ରାଶିରେ ମଙ୍ଗଳଙ୍କ ପ୍ରଭାବ ୧୨ଟି ରାଶି ଉପରେ ରହିବ ।

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ପାଇଁ କିଛି ରାଶି ଙ୍କ ଅସୁବିଧା ବଢିପାରେ । ମଙ୍ଗଳ ଙ୍କ ଠାରୁ ବଞ୍ଚିବା ପାଇଁ ପ୍ରତେକ ମଙ୍ଗଳବାର ଦିନ ଶିବଲିଙ୍ଗ ରେ ନାଲି ଫୁଲ ଏବଂ ମସୁର ଡାଲି ଚଢାନ୍ତୁ । ମଙ୍ଗଳବାର ରେ ହନୁମାନ ଚାଳିଶା ପଢନ୍ତୁ । ଚାଲନ୍ତୁ ଜାଣିବା ରାଶି ମାନଙ୍କ ଉପରେ କଣ ରହିବ ଏହାର ପ୍ରଭାବ ।

ମେଷ ରାଶି:-

ଏହି ରାଶିର ସ୍ଵାମୀ ମଙ୍ଗଳ ଅଟେ । ଏହି ରାଶିରେ ସ୍ଵାମୀଙ୍କ ଆସିବା ଦ୍ଵାରା ଭଲ ଫଳ ମିଳିପାରେ । ଜାଗା, ସମ୍ପତି ରୁ ଲାଭ ମିଳିବାର ଯୋଗ ଅଛି । ଧନ ବଢିବାର ମଧ୍ୟ୍ୟ ଯୋଗ ଅଛି ।

ବୃଷ ରାଶି:-

ଏହି ରାଶି ପାଇଁ ମଙ୍ଗଳ ଦ୍ଵାଦଶ ରେ ରହିବେ । ଏହି କାରଣ ହେତୁ ଖର୍ଚ୍ଚ ବଢ଼ି ପାରେ । ଘର କାମରେ ରେ ବେଶି କ୍ଷତି ହେଇପାରେ । ଚାକିରି ରେ ଅସୁବିଧା ଦେଖା ଦେଇ ପାରେ ।

ମିଥୁନ ରାଶି:-

ଏହି ରାଶିରେ ମଙ୍ଗଳ ଏକାଦଶ ରେ ରହିବେ । ଏଥି ପାଇଁ ଆୟ ରେ ବୃଦ୍ଧି ହେଇପାରେ । ବାଦ ବିବାଦ ରେ ଏମାନଙ୍କୁ ସଫଳତା ମିଳିପାରେ । ଘର ପରିବାରରେ ସୁଖ ଶାନ୍ତି ରହିବ ।

କର୍କଟ ରାଶି:-

ଏହି ରାଶି ରେ ମଙ୍ଗଳ ଦଶମ ରେ ରହିବେ । ବ୍ୟାପାର ରେ ଲାଭ ମିଳିପାରେ । କୌଣସି ନୂଆ କାମ ଆରମ୍ଭ କରିବେ । ବହୁତ୍ ପରିଶ୍ରମ କରିବେ କିନ୍ତୁ ଲାଭ ମଧ୍ୟ୍ୟ ମିଳିବ ।

ସିଂହ ରାଶି:-

ଏହି ରାଶି ମାନଙ୍କ ପାଇଁ ମଙ୍ଗଳ ନବମ ରେ ରହିବେ । ଜାଗା ସମ୍ବନ୍ଧୀୟ କାମରେ ବହୁତ୍ ଲାଭ ମିଳିପାରେ । ରୋଗ ଠାରୁ ମୁକ୍ତି ମିଳିବ । ଭାଗ୍ୟ ର ସାଥ ମିଳିବ । ସଫଳତା ମିଳିବ ।

କନ୍ୟା ରାଶି:-

ଏହି ରାଶି ରେ ମଙ୍ଗଳ ଙ୍କ ସ୍ଥିତି ଅଷ୍ଟମ ରେ ରହିବ । ବିବାଦ ହୋଇପାରେ । କାର୍ଯ୍ୟ ରେ ବାଧା ବିଘ୍ନ ର ସାମ୍ନା କରିବାକୁ ପଡ଼ିପାରେ । ସମ୍ଭାଳିକି ରୁହନ୍ତୁ ।

ତୁଳା ରାଶି:-

ଏହି ଲୋକଙ୍କ ପାଇଁ ମଙ୍ଗଳ ଙ୍କ ସ୍ଥିତି ସପ୍ତମ ରେ ରହିବ । ଅବିବାହିତ ଲୋକଙ୍କ ବିବାହ ରେ ଆସୁଥିବା ସମସ୍ୟା ଦୂର ହେବ । ପ୍ରେମ ସମ୍ପର୍କରେ ରେ ସଫଳତା ମିଳିବ । ଘର ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ ।

ବିଛା ରାଶି:-

ଏହି ରାଶି ରେ ମଙ୍ଗଳ ଷଷ୍ଠ ରେ ରହିବେ । ଏହା ଶୁଭ ଯୋଗ ବନାଇବ । ରାଜନୀତି କ୍ଷେତ୍ର ରେ କାମ କରୁଥିବା ଲୋକଙ୍କୁ ଲାଭ ହେବ । ଚାକିରି ରେ ଉନ୍ନତି ମିଳିବ ।

ଧନୁ ରାଶି:-

ଏହି ରାଶିରେ ମଙ୍ଗଳ ପଞ୍ଚମ ରେ ରହିବେ । ଘର ପରିବାର ଲୋକଙ୍କ ସହିତ ଭଲ ସମ୍ବନ୍ଧ ରହିବ । ଚାକିରୀରେ ପ୍ରମୋସନ୍ ମିଳିବାର ଯୋଗ ଅଛି । କିଛି ବଡ଼ କାମ ସମ୍ପୂର୍ଣ୍ଣ ହେବ ।

ମକର ରାଶି:-

ମଙ୍ଗଳ ଚତୁର୍ଥ ହୋଇଯିବେ । ଅସୁବିଧା ବହୁତ୍ ବଢିଯିବ ର ଯୋଗ ଅଛି । ଘର ପରିବାର, କାର୍ଯ୍ୟ କ୍ଷେତ୍ର ରେ ବିବାଦ ବଢିପାରେ । ଧର୍ଯ୍ୟ ରଖନ୍ତୁ । କ୍ରୋଧ କୁ କମ୍ କରନ୍ତୁ । ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

କୁମ୍ଭ ରାଶି:-

ଏହି ରାଶି ରେ ମଙ୍ଗଳ ତୃତୀୟ ରେ ରହିବେ । ଏଥି ପାଇଁ ଟ୍ରାନସ୍ଫର ହେବାର ଯୋଗ ଅଛି । ବାଦ ବିବାଦ ରେ ଆପଣଙ୍କୁ ଲାଭ ହେବ । ଧନ ଲାଭ ହେବ । ଭାଇ ଭଉଣୀ ଙ୍କ ଠାରୁ ସହଯୋଗ ମିଳିବ ।

ମୀନ ରାଶି:-

ଏହି ରାଶିରେ ମଙ୍ଗଳ ଦ୍ଵିତିୟ ସ୍ଥାନ ରେ ରହିବେ । ଯାହା କି ବହୁତ୍ ଶୁଭ ଅଟେ । ଧନ ବର୍ଷା ହେବ । ସନ୍ତାନ ଠାରୁ ସହଯୋଗ ଏବଂ ସଫଳତା ମିଳିବାର ଯୋଗ ରହିଛି । ଚାକିରି ରେ ମନ ପ୍ରସନ୍ନ ରହିବ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।