ସିସିଟିଭି ଫୁଟେଜକୁ ମିଛ ବୋଲି କଲେ ପ୍ରମାଣ, ବିଦ୍ୟାଶ୍ରୀଙ୍କୁ ଦୋଷୀ ବୋଲି ପ୍ରମାଣ କାଲେ ଭାଇ, ଦେଖନ୍ତୁ ଏହି ଭିଡିଓ

କହିବାକୁ ଗଲେ ପୁଣି ଥରେ ଆଦିତ୍ୟ ଦାସଙ୍କ ମାମଲାକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି । କେନ୍ଦ୍ରାପଡାର ସମାଜ ସେବି ଯିଏକି ଆଦିତ୍ୟ ଦାସଙ୍କ ଭଲ ବନ୍ଧୁ ଥିଲେ ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ସେ ଆଦିତ୍ୟଙ୍କ ହତ୍ୟା ପଛରେ ବିଦ୍ୟାଶ୍ରୀ ଓ ପୋଲିସର ହାତ ଅଛି ବୋଲି କହୁଛନ୍ତି । ଚାଳନ୍ତୁ ଆପଣଙ୍କୁ ପୁରା ମାମଲା ବିଷୟରେ ବିସ୍ତାର ରୂପରେ କହିଦେଉଛୁ ।

କହିବାକୁ ଗଲେ କେନ୍ଦ୍ରାପଡାର ସମାଜ ସେବି ଶୁଭାଶିଷ ଷଡଙ୍ଗୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଶୁଭାଶିଷଙ୍କ କହିବା ଅଟେ କି ଆଦିତ୍ୟ ଦାସ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ଏହା ସହିତ ଶୁଭାଶିଷ ଆଦିତ୍ୟଙ୍କୁ ନ୍ୟାୟ ଦେବା ପାଇଁ ଫେସବୁକ ପେଜରେ ବିଭିନ୍ନ ପ୍ରକାରର ଫଟୋ ଓ ଭିଡିଓ ମାଧ୍ୟମରେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି ।

ଏହି କ୍ରମରେ ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । କହିବାକୁ ଗଲେ ସେ ଏହି ଭିଡିଓରେ ପୋଲିସ ଓ ବିଦ୍ୟାଶ୍ରୀଙ୍କୁ ଦୋଷୀ ବୋଲି କହୁଛନ୍ତି । ସେ ଭିଡିଓରେ କହୁଛନ୍ତି କି, ପୋଲିସ ଏହି ମାମଲାକୁ ରଫାଦଫା କରିବା ପାଇଁ ଚେଷ୍ଟା କରୁଛି । କାରଣ କାଲି ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା ପରେ ପୋଲିସ ଏହା କହୁଛି କି ଆଦିତ୍ୟ ଦାସଙ୍କ ଯେଉଁ ଡାଏରି ମିଳିଥିଲା ତାହାର ରିପୋର୍ଟ ଆଜି ସାମ୍ନାକୁ ଆସିଲା ।

ଯାହାକି ପ୍ରମାଣ କରୁଛି କି ପୋଲିସ ଏହି ମାମଲାକୁ ସମଧାନ କରିବା ପାଇଁ ଜାଣିଶୁଣି ସମୟ ନେଉଛି । ଏହା ଛଡା ସେ ଭିଡିଓରେ ଆଗକୁ କହୁଛନ୍ତି କି ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ବି ଆଦିତ୍ୟଙ୍କ ହତ୍ୟା ମାମଲା ସହ ଜଡିତ ଅଛନ୍ତି । କାରଣ ସେ ବାରମ୍ବାର ନିଜର ବୟାନ ପରିବର୍ତ୍ତନ କରୁଛନ୍ତି ଓ ମିଡିଆକୁ ବି ସେ ସତ କଥା କହୁ ନାହାନ୍ତି ।

ଏହା ସହିତ ଶୁଭାଶିଷ ଆଦିତ୍ୟ ଦାସଙ୍କ ନାମରେ ଭାଇରାଲ ହେଉଥିବା ଭିଡିଓ ଫୁଟେଜ ଉପରେ ବି ପ୍ରଶ୍ନ କରୁଛନ୍ତି ଓ ଶେଷରେ କହୁଛନ୍ତି କି ଏହି ଭିଡିଓ ଫୁଟେଜ ଆଦିତ୍ୟ ଦାସଙ୍କ ନୁହେଁ । କେବଳ ଲୋକମାନଙ୍କୁ ମିଛ ଗଢା କାହାଣୀ କୁହାଯାଉଛି । ଏହା ସହିତ ସେ ଡାଏରୀରେ ଲେଖା ହୋଇଥିବା ଅକ୍ଷର ବି ଆଦିତ୍ୟ ଦାସଙ୍କ ନୁହେଁ ଓ ଏହା ଏକ ବଡ ଷଡଯନ୍ତ୍ର ବୋଲି ସେ କହୁଛନ୍ତି  ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।