କ୍ଷୀର ପିଇବା ପରେ ଗ୍ୟାସ ଓ ବଦହଜମି ହେଇଥାଏ ତ ଏପରି କରନ୍ତୁ କ୍ଷୀରର ସେବନ

କିଛି ଲୋକମାନେ ଅଛନ୍ତି ଯେତେବେଳେ ଇଛା ସେତେବେଳେ କ୍ଷୀର ପିଇ ଦିଅନ୍ତି ଓ ଏହା ପରେ ପେଟ କାମୁଡିବା, ଗ୍ୟାସ, ପେଟ ଭାରି ଲାଗିବା, ବଦହଜମି ହେବା ଓ ଭୋକ ନ ଲାଗିବା ଭଳି ଅସୁବିଧାର ସାମ୍ନା କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କ୍ଷୀର ସେବନ କରିବାର ସଠିକ ସମୟ ଓ ସଠିକ ବିଧି ବିଷୟରେ କହିବାକାଉ ଯାଉଛୁ, ଯାହା ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର ଅସୁବିଧା ହେବ ନାହିଁ ।

ଆୟୁର୍ବେଦୀ ଅନୁସାରେ ରାତିରେ କ୍ଷୀର ପିଇବା ଉଚିତ । କାରଣ ରାତିର ପ୍ରଥମ ପ୍ରହରର (ସନ୍ଧ୍ୟା ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ) କଫ ଧାତୁର ପ୍ରବାହରେ ରହିଥାଏ । ରାତିରେ କଫ ଧାତୁର ପ୍ରବାହ ଏହବା କାରଣରୁ ହିଁ ଆମକୁ ନିଦ ଆସିଥାଏ । ଆପଣମାନେ ବହୁତ ଥର ଦେଖିଥିବେ କି କ୍ଷୀର ପିଉଥିବା ଛୋଟପିଲାଙ୍କୁ ବହୁତ ନିଦ ଆସିଥାଏ । କାରଣ କ୍ଷୀର ପିଇବା ଦ୍ଵାରା ତାଙ୍କର କଫ ଧାତୁ ବଢିଥାଏ ଓ କଫର ପ୍ରବାହରେ ତାଙ୍କୁ ନିଦ ଭଲ ଆସି ଥାଏ ।

ଯଦି ଏହା ରାତିରେ ହେବ ତେବେ ବହୁତ ଭଲ ଅଟେ କାରଣ ରାତିରେ ଆମକୁ ଶୋଇବାକୁ ପଡିଥାଏ । କିନ୍ତୁ କେତେକ ଲୋକମାନେ କ୍ଷୀରକୁ ସକାଳେ କିମ୍ବା ଦିନ ମଧ୍ୟରେ ପିଇଥାନ୍ତି । ସକାଳେ କିମ୍ବା ଦିନ ସମୟରେ ଯଦି ଆପଣ କ୍ଷୀର ସେବନ କରୁଛନ୍ତ, ତେବେ ନିଶ୍ଚିତ ଅଟେ କି ଆପଣନାକ ଶରୀରରେ କଫ ଧାତୁ ବୃଦ୍ଧି ହେବ । କାରଣ ସକାଳୁ ସକାଳୁ ଆମର ଶରୀର କଫ ଧାତୁର ପ୍ରବାହରେ ରହିଥାଏ । ସେହି ସମୟରେ ଆମକୁ କଫ ଧାତୁ ବୁଦ୍ଧି କରୁଥିବା କୌଣସି ବି ଜିନିଷ ସେବନ କରିବା ଉଚିତ ନୁହେଁ ।

ସକାଳୁ ସକାଳଉ ଯେଉଁ ବ୍ୟକ୍ତି କ୍ଷୀରର ସେବନ କରିଥାଏ ତାକୁ ନିଦ ବଧୂତ ଆସିବ । ଆପଣ ନିଜ କାମ ପ୍ରତି ମନ ଲଗାଇ ପାରିବେ ନାହିଁ । କାମରେ ଫୁରତି ଆସିବ ନାହିଁ । ସକାଳେ କ୍ଷୀର ପିଇବା ଦ୍ଵାରା କଫ ଧାତୁର ପ୍ରବାହ, ଦୁଇପ୍ରହରରେ ପିତା ଧାତୁର ପ୍ରବାହ ଓ ସନ୍ଧ୍ୟା ସମୟରେ ବାତ ଧାତୁର ପ୍ରବାହ ଆମ ଶରୀରରେ ହୋଇଥାଏ । ଏହିଭଳି ରାତିର ପ୍ରଥମ ପ୍ରହରରେ କଫ ଧାତୁ ଓ ଦ୍ଵିତୀୟ ପ୍ରହରରେ ପିତ ଧାତୁର ପ୍ରବାହ ହୋଇଥାଏ ।

ଏହା ପରେ ଯେତେବେଳେ ଆମର ଶରୀରର ଯେଉଁ ଧାତୁର ପ୍ରବାହର ରହିବ ସେହି ସମୟରେ ଆମକୁ ସେହି ଧାତୁକୁ ବୁଦ୍ଧି କରୁଥିବା ଖାଦ୍ୟପାନ ସେବନ ଅଧିକ କରିବା ଉଚିତ ନୁହେଁ । ଏହି କଥାକୁ ଆପଣ ସବୁବେଳେ ମନେ ରଖନ୍ତୁ । ରାତିରେ ପିଇଥିବା କ୍ଷୀର ଶରୀରରେ କଫ ଧାତୁକୁ ବହୁତ ପରିମାଣରେ ବୁଦ୍ଧି କରିଥାଏ ଓ କାରଣ ଏହା ଆପଣଙ୍କୁ ଭଲ ନିଦ ଦେଇ ଥାଏ । କିନ୍ତୁ ୮୦ ପ୍ରତିଶତ ଲୋକଙ୍କୁ ରାତିରେ କ୍ଷୀର ହଜମ ହୋଇ ନ ଥାଏ ।

ଯେଉଁ କାରଣରୁ ରାତିରେ ତାଙ୍କର ପେଟ ଫୁଲି ଯାଏ ଓ ତାଙ୍କୁ ଲାଗିଥାଏ କି ତାଙ୍କ ପେଟ ଭିତରେ ଗ୍ୟାସ ଭର୍ତି ହୋଇ ଯାଇଛି । ଏହି କାରଣରୁ ରାତିରେ ଉଠି ସେମାନେ ହାକୁଡି ମାରିଥାନ୍ତି । ଏହା ସହିତ ପେଟ ଫୁଲି ଯାଇଛି ବୋଲି ମନେ ହୁଏ । ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ଆପଣ ଯେଉଁ ଖାଦ୍ୟ ସେବନ କରିଲେ କିମ୍ବା ପିଇଲେ ତାହା ଭଲ ଭାବରେ ହଜମ ହୋଇ ନାହିଁ ।

କହିବାକୁ ଗଲେ କ୍ଷୀର ବିଷୟରେ କୁହାଯାଏ କି ଏହା ଏକ ସମ୍ପୂର୍ଣ ଆହାର ଅଟେ । ଅର୍ଥାତ ପୁରା ଭୋଜନ ପୁଣି ଥରେ କରିବା । ଏହା ପରେ ଦେଖିବାକୁ ପଡିବ କି ଆପଣ କାହାର କ୍ଷୀର ପିଉଛନ୍ତି । ଚାଲନ୍ତୁ ବର୍ତ୍ତମାନ କ୍ଷୀରକୁ ହଜମ କରିବାର ଉପାୟ ଜାଣିବା । କ୍ଷୀରକୁ ହଜମ କରିବାକୁ ହେଲେ ଗୋଟିଏ ୧ ପାତ୍ରରେ ଗୋଟିଏ ଗ୍ଳାସ କ୍ଷୀର ଓ ଗୋଟିଏ ଗୋଟେ ଗ୍ଲାସ ପାଣି ଢାଲନ୍ତୁ । ଏହା ପରେ ଏହାକୁ ବହୁତ ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ଆପଣ ଯେତିକି ପଣି ଦେଇଛନ୍ତି ତାହା ନ ଶୁଖି ଯିବା ପର୍ଯ୍ୟନ୍ତ ଗରମ କରନ୍ତୁ । ଆପଣ ଏଥିରେ ଗୁଜୁରାତି କିମ୍ବା ମିଶ୍ରି ମିଶାଇ ପାରିବେ । ଏହା ପରେ କ୍ଷୀରକୁ ଅଳ୍ପ ଥଣ୍ଡା କରି ସେବନ କରନ୍ତୁ । ଏହା କରିବା ଦ୍ଵାରା ପାଚନ ଶକ୍ତି ଆପଣଙ୍କ ଭିତରେ ବଢିଥାଏ । ଆପଣ ଏହା କରିବା ଦ୍ଵାରା ଜଳଦୀ ପଚନ ହୋଇଥାଏ । ଆପଣ ପିଉଥିବା କ୍ଷୀର ଆଗରୁ ଯେମିତି ହଜମ ହେଉ ନଥିଲା ଏବେ ଆଊ ଅସୁବିଧା ହେବ ନାହିଁ । ଏହା ଏକ ସରଳ ଉପାୟ ଅଟେ ଏହା ଆପଣ ମଧ୍ୟ କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।