GK Questions and Answers: ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ? କଣ ଆପଣ ଜାଣିଛନ୍ତି ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଓଡିଶାର ପୁର୍ବରେ କେଉଁ ସାଗର ଅଛି ?

ଉ: ବଙ୍ଗୋପ ସାଗର

୨- ପ୍ରାକୃତିକ ଗଠନ ଦୃଷ୍ଟିରୁ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

ଉ: ୪ ଭାଗରେ

୩- ବୃଷ୍ଟିପାତ ଅନୁସାରେ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

ଉ: ୪ ଭାଗରେ

୪- ବିଶ୍ଵର ସବୁଠାରୁ ବଡ ସିନେମା ଘର କେଉଁଠି ଅବସ୍ଥିତ ?

ଉ: ସ୍ପେନ

୫- ହିନ୍ଦୁସ୍ଥାନର ପ୍ରଥମ ରାଜା କିଏ ଥିଲେ ?

ଉ: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

୬- ମହଲର ସହର କାହାକୁ କୁହାଯାଏ ?

ଉ: କଲିକତା

୭- ଭାରତର ସବୁଠାରୁ ଶୁଖିଲା ଭାଗ କିଏ ଅଟେ ?

ଉ: ରାଜସ୍ତାନ

୮- ଉଦୟ ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?

ଉ: ଜାପାନ

୯- କେଉଁ ଦେଶରେ ଅବୁଠୁ ଅଧିକ ଫିଲ୍ମ ବନା ଯାଇଥାଏ ?

ଉ: ଭାରତ

୧୦- ପଞ୍ଚତନ୍ତ୍ରର ଲେଖକ କିଏ ଥିଲେ ?

ଉ: ବିଷ୍ଣୁ ଶର୍ମା

୧୧- ଭାରତର ସବୁଠାରୁ ଛୋଟ ରାଜ୍ୟ କଣ ଅଟେ ?

ଉ: ଗୋଆ

୧୨- ଭାରତରେ ସୁନାର ଖଣି କେଉଁଠି ଅଛି ?

ଉ: କର୍ଣ୍ଣାଟକ

୧୩- ଆରବ ସାଗରର ରାଣୀ କାହାକୁ କୁହାଯାଏ ?

ଉ: କୋଚି

୧୪- ଘଡିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଭାରତ

୧୫- ଭାରତର ସବୁଠାରୁ ବଡ ହସ୍ପିଟାଲ କେଉଁଠି ଅଛି ?

ଉ: ଦିଲ୍ଲୀ

୧୬- କଳା ବନ କେଉଁଠି ମିଳିଥାଏ ?

ଉ: ବ୍ରାଜିଲ

୧୭- ଭାରତର ପ୍ରଥମ ନାଗରିକ କିଏ ଅଟନ୍ତି ?

ଉ: ରାଷ୍ଟ୍ରପତି

୧୮- ପଥର ହେଲେ ବି ସେ ପାଣି ତାହା କଣ ?

ଉ: ବରଫ

୧୯- ତା’ର ଦାନ୍ତ ଅଛି ହେଲେ ସେ କାମୁଡି ପାରେ ନାହିଁ ?

ଉ: ପାନିଆ

୨୦- ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠାନ୍ତି, ମୁଁ କିଏ ?

ଉ: ବେଲୁନ

୨୧- ସମଗ୍ର ଭାରତ ବର୍ଷରେ ମୋଟ କେତୋଟି ଗ୍ରାମ ଅଛି ?

ଉ: ୬,୨୮,୨୩୧

୨୨- ଜାଲିଆନାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉ: ୧୯୧୯ ମସିହାରେ

୨୩- ଲେମ୍ବୁରେ କେଉଁ ଅମ୍ଳ ରହିଥାଏ ?

ଉ: ସାଇଟ୍ରିକ ଅମ୍ଳ

୨୪- ବିଦ୍ୟୁତ ଦ୍ଵାରା ଚାଲିଥିବା ପ୍ରଥମ ରେଳଗାଡିର ନାମ କଣ ?

ଉ: ଡେକାନ କୁଇନ

୨୫- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉ: ହମିଙ୍ଗ ବାର୍ଡ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।