ପ୍ୟାଣ୍ଟ ନ ପିନ୍ଧି ଜାହ୍ନବୀ କପୁର ବାହାରିଲେ ସଡକକୁ ତ ଲୋକମାନେ କହିଲେ “ତାଙ୍କୁ ବୋଧେ ପ୍ୟାଣ୍ଟ ର ମାନେ ଜଣା ନାହିଁ”

ପ୍ରତିଦିନ ସେଲେବ୍ରିଟୀ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଫୋଟୋ ଓ ଭିଡିଓ ଅପ୍ଲୋଡ କରିଥାନ୍ତି କିନ୍ତୁ ଅଡିଏନ୍ସ କେମିତି କେଉଁ କଥାର ରିଆକ୍ଟ କରିବେ ଏହା ଜଣା ନଥାଏ । ନିଜ ଫୋଟୋ ଓ ଭିଡିଓ ପାଇଁ କେବେ ତାଙ୍କୁ ବହୁତ ପ୍ରଶଂସା ମିଳିଥାଏ ତ କେବେ ଏମିତି ଟ୍ରୋଲ ହୋଇଯାନ୍ତି କି ଯାହାର କଳ୍ପନା କରାଯାଇ ପାରେନା । ଏବେ ତ ଟ୍ରୋଲ କରିବା ଯେମିତି କି ସାଧାରଣ କଥା ହୋଇ ଯାଇଛି । କିଛି ଦିନ ପୂର୍ବରୁ ସାଉଥ ଆକ୍ଟ୍ରେସ ରକୁଲପ୍ରୀତ ସିଂହ ଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରୋଲ କରାଯାଇଥିଲା । ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ସାର୍ଟ ତଳେ ପ୍ୟାଣ୍ଟ ଦେଖା ଯାଉ ନଥିଲା ।

ଯେବେ ସେ କାରରୁ ଓଲ୍ହାଇଲେ ତେବେ କ୍ୟାମେରାର ଭୁଲ ଆଙ୍ଗେଲ କାରଣରୁ ଏମିତି ଫୋଟୋ କ୍ଲିକ ହୋଇଥିଲା କି ଯାହାକୁ ଦେଖି ଲାଗୁଥିଲା କି ସେ ସାର୍ଟ ତଳେ କିଛି ବି ପିନ୍ଧି ନାହାଁନ୍ତି । କିନ୍ତୁ ପରେ ଯେତେବେଳେ ତାଙ୍କର ପୁରା ଫୋଟୋ ସାମ୍ନାକୁ ଆସିଥିଲା ତ ଲୋକ ଦେଖିଥିଲେ କି ସେ ସାର୍ଟ ତଳେ ସର୍ଟ୍ସ ପିନ୍ଧିଥିଲେ । କେବେ କେବେ ଲୋକମାନେ କିଛି ନ ଭାବି ବିନା କାରଣରେ ବଲିଉଡ ଆକ୍ଟରଙ୍କୁ ଟ୍ରୋଲ କରିଥାନ୍ତି । ଏବେ ଟ୍ରୋଲିଙ୍ଗ ର ଆଉ ଏକ ମାମଲା ସାମ୍ନା କୁ ଆସିଛି। ଏଥର ସୋସିଆଲ ମିଡିଆରେ ଯାହାକୁ ଟ୍ରୋଲ କରାଯାଉଛି ସେ ଆଉ କେହି ନୁହେଁ ପରନ୍ତୁ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର । କଣ ଅଟେ ପୁରା ମାମଲା କାହିଁକି କରାଯାଉଛି ତାଙ୍କୁ ଟ୍ରୋଲ ଚାଲନ୍ତୁ ଜାଣିବା ।

ଜାହ୍ନବୀ କପୁର ହେଲେ ଟ୍ରୋଲ

ଜଣାଇ ଦେଉଛୁ, ଏବେ କିଛି ଦିନ ତଳେ ଜାହ୍ନବୀ କପୁର ମୁମ୍ବାଇର ସଡକରେ ବୁଲୁ ଥିବାର ନଜର ଆସିଥିଲେ । ସେ ପିଂକ୍ କଲର ର ଛୋଟ ଟି ସାର୍ଟ ପିନ୍ଧିଥିଲେ ଓ ତଳେ ସେ ପ୍ୟାଣ୍ଟ ପିନ୍ଧି ନଥିଲେ । ଏହି କଥା ପାଇଁ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଫିଲ୍ମ ‘ଧଡକ’ ର ପ୍ରମୋଶନ ସମୟରେ ଲୋକମାନେ ତାଙ୍କ ସର୍ଟ ୱ୍ହାଇଟ ଡ୍ରେସ ପାଇଁ ତାଙ୍କୁ ଟ୍ରୋଲ କରିଥଲେ ଯାହାର ଜବାବ ଭାଇ ଅର୍ଜୁନ କପୁର ଲୋକଙ୍କୁ ଦେଇଥିଲେ ।

କରିଲେ ଏମିତିକା କମେଣ୍ଟ

ଲୋକମାନେ ଜାହ୍ନବୀ ଙ୍କୁ ଟ୍ରୋଲ କରି ବିଭିନ୍ନ ପ୍ରକାରର କମେଣ୍ଟ ଲେଖିଲେ । ଜଣେ ୟୁଜର ଲେଖିଲେ  “ ଅଳ୍ପ କାହିଁକି ପୁରା ବଡି ଦେଖିବାକୁ ଦିଅ” ଆଉ ଜଣେ ଲେଖିଲେ “ ଏହାଠାରୁ ଭଲ ହେବ ନଗ୍ନ ହୋଇ ବୁଲ..ଏତେ କପଡା କାହିଁକି ପିନ୍ଧିଛ” । ଆଉ ଜଣେ ଲେଖିଲା କି “ଲାଗୁଛି ତାଙ୍କୁ ପ୍ୟାଣ୍ଟ ର ମାନେ ଜଣା ନାହିଁ” ।

‘ଧଡକ’ ରୁ କରିଥିଲେ ବଲିଉଡରେ ଡେବ୍ୟୁ

ଜଣାଇ ଦେଉଛୁ କି ଜାହ୍ନବୀ କପୁର କିଛି ଦିନ ତଳେ ଫିଲ୍ମ ‘ଧଡକ’ ରୁ ବଲିଉଡ ରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମ ରେ ତାଙ୍କ ସହିତ ଶାହିଦ ଙ୍କ ସାନ ଭାଇ ଇଶାନ ଖଟ୍ଟର ନଜର ଆସିଥିଲେ । ଯେଉଁଠି ଫିଲ୍ମ ରେ କିଛି ଲୋକଙ୍କୁ ଜାହ୍ନବୀଙ୍କ ଆକଟିଂ ପସନ୍ଦ ଆସିଥିଲା ତ ଆଉ କେହି ତାଙ୍କ ଅଭିନୟ ପ୍ରତିଭା ଉପରେ ପ୍ରଶ୍ନ ଉଠାଇଥିଲେ । ଏବେ ଲୋକ ଜାହ୍ନବୀ କପୁର ଙ୍କୁ ସାରା ଅଲ୍ଲି ଖାନଙ୍କ ସହିତ ତୁଳନା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣ କଣ କହିବେ ? ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।