ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଭାରତର ଜାତୀୟ ସ୍ତମ୍ଭର ନାମ କଣ ?
ଉ: ଅଶୋକ ସ୍ତମ୍ଭ ।
୨- ଭାରତର ଜାତୀୟ ଧ୍ୱନିର ନାମ କଣ ?
ଉ: ଶଙ୍ଖ ଧ୍ୱନି ।
୩- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ ?
ଉ: କୋଲକାତା ଠାରେ ।
୪- ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ ?
ଉ: ଭୁବନେଶ୍ବର ଠାରେ ।
୫- ଭାରତର ମୁଖ୍ୟ ଶୃଙ୍ଗର ନାମ କଣ ଓ ଏହାର ଉଚ୍ଚତା କେତେ ?
ଉ: ଏଭରେଷ୍ଟ ଇ ଏହାର ଉଚ୍ଚତା ୮୮୫୦ ମିଟର ।
୬- ଭାରତର ମୁଖ୍ୟ ଜଳ ବିଦ୍ୟୁତ ନେଭେଲି ପାୱାର ଷ୍ଟେସନ କେଉଁଠାରେ ଅବସ୍ଥିତ ?
ଉ: ତାମିଲନାଡୁ ଠାରେ ଅବସ୍ଥିତ ।
୭- ବମ୍ବେ ଥର୍ମାଲ ପାୱାର ଷ୍ଟେସନ କେଉଁଠାରେ ଅବସ୍ଥିତ ?
ଉ: ମହାରାଷ୍ଟ୍ର ଠାରେ ଅବସ୍ଥିତ ।
୮- ଭାରତର ପ୍ରଧାନ କୃଷି ଧାନ କେଉଁ କେଉଁଠାରେ ଚାଷ କରାଯାଏ ?
ଉ: ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ତାମିଲନାଡୁ ଓ ଓଡିଶା ।
୯- ଗହମ କେଉଁ କେଉଁ ରାଜ୍ୟରେ ପ୍ରଧାନ ଭାବେ ଚାଷ କରାଯାଏ ?
ଉ: ପଞ୍ଜାବ ଓ ଉତ୍ତରପ୍ରଦେଶ ।
୧୦- ବିନ୍ଦୁପୁର ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉ: କର୍ଣ୍ଣାଟକ ଠାରେ ଅବସ୍ଥିତ ।
୧୧- ଗିର ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉ: ଗୁଜୁରାଟ ଠାରେ ଅବସ୍ଥିତ ।
୧୨- ଗାନ୍ଧୀ ସାଗର ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉ: ମାଣ୍ଡସାର ମଧ୍ୟପ୍ରଦେଶରେ ଅବସ୍ଥିତ ।
୧୩- ଗୋଟିଏ ମନୁଷ୍ୟ ଲଗାତାର ଭାବେ କେତେ ଦିନ ପର୍ଯ୍ୟନ୍ତ ଦୌଡିପାରେ ?
ଉ: ୪ କିମ୍ବା ୫ ଦିନ ଯାଏଁ ।
୧୪- ବାୟୁମଣ୍ଡଳକୁ ସବୁଠାରୁ ଅଧିକ ଅମ୍ଳଜାନ କେଉଁ ବୃକ୍ଷ ଯୋଗାଇ ଥାଏ ?
ଉ: ଯେଉଁ ବୃକ୍ଷରେ ଅଧିକ ପତ୍ର ରହିଥାଏ ।
୧୫- ଦୁନିଆର ସବୁଠୁ ବଡ ବିମାନ ବନ୍ଦର କେଉଁଟି ଅଟେ ?
ଉ: କିଙ୍ଗ ଫଣ୍ଡ ।
୧୬- କେଉଁ ଭିଟାମିନ ଆମ ଶରୀରରେ ସ୍ଥାୟୀ ହୋଇ ରହି ନଥାଏ ?
ଉ: ଭିଟାମିନ- ସି ।
୧୭- ଯେତେବେଳେ ଉଡାଜାହାଜ ଆକାଶ ମାର୍ଗରେ ଉଡୁଥାଏ ସେତେବେଳେ ପୃଥିବୀ ପୃଷ୍ଠରେ ତା’ର ଛାଇ କଣ ପାଇଁ ପଡି ନଥାଏ ?
ଉ: କାରଣ ଉଡାଜାହାଜର ଛାଇ ପୃଥିବୀ ପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚି ପାରି ନଥାଏ ।
୧୮- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି ?
ଉ: ଯୋଗୀ ଆଦିତ୍ୟନାଥ ।
୧୯- କେଉଁ ଫଳକୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?
ଉ: ମେନ ଫ୍ରୁଟ ।
୨୦- ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ ବିଚାରପତି କାହିଁକି କଲମ ମୁଁ ଭାଙ୍ଗନ୍ତି ?
ଉ: କାରଣ ଅପରାଧୀଙ୍କ ମୃତ୍ୟୁ ଲେଖିଥିବା କଲମ ଅନ୍ୟ କୌଣସି କାର୍ଯ୍ୟରେ ବ୍ଯବହ୍ରୁତ ହୋଇପାରିବ ନାହିଁ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।