ଓଡିଆ ସିରିଏଲ “ସିନ୍ଦୁରର ଅଧିକାର” ରେ ସଂସ୍କାରୀ ଲୁକ ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଲାଗନ୍ତି ବହୁତ ବୋଲ୍ଡ ଆଉ ଷ୍ଟାଇଲିସ

ଓଲିଉଡ ଜଗତର କଳାକାର ମାନେ ନିଜର ଷାଣ୍ଡର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାସ ପାଇଁ ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ କଳାକାର ମାନେ ନିଜର ଷ୍ଟାଇଲିସ, ଚାର୍ମିଙ୍ଗ ଲୂକ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ସିନ୍ଦୁରର ଅଧିକାର” ସିରିଏଲର କଳାକାର ମାନେ ରିୟଲ ଲାଇଫରେ କିପରି ଦେଖା ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ଦାମିନୀ” : ତରଂଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନେତ୍ରୀ ଦାମିନୀ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ସିରିଏଲରେ ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରି ପାରିଛନ୍ତି ।

୨- “ପବିତ୍ରା” : ଏହି ସିରିଏଲରେ ଅଭିନେତ୍ରୀ ପବିତ୍ରା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେ ଏହି ସିରିଏଲରେ ଜଣେ ସାଧାସିଧା ବୋହୁ ଚରିତ୍ରରେ ଅଭିନୟ କରୁଛନ୍ତି । କିନ୍ତୁ ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ଗରଜେସ ଅଟନ୍ତି ।

୩- “ଉର୍ଭି” : ଏହି ସିରିଏଲରେ କାମ୍ୟାଙ୍କ ଝିଅ ଭାବେ ଉର୍ଭି ଅଭିନୟ କରୁଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସିରିଏଲକୁ ଆଗକୁ ନେବରେ ସଫଳ ହୋଇଛନ୍ତି । ରିୟଲ ଲାଇଫରେ ଦେଖିବାକୁ ସେ ବହୁତ ସୁନ୍ଦର ଅଟନ୍ତି ।

୪- “କାମ୍ୟା” : ଏହି ସିରିଏଲରେ ପବିତ୍ରାଙ୍କ ବିପରୀତ ଚରିତ୍ରରେ ଅଭିନେତ୍ରୀ କାମ୍ୟା ନଜର ଆସୁଛନ୍ତି । ସେ ଏହି ସିରିଏଲରେ ଖଳନାୟିକା ଭାବେ ନଜର ଆସୁଥିଲେ ମଧ୍ୟ ରିୟଲ ଲାଇଫରେ ସେ ଦେଖିବାକୁ ଗ୍ଲାମରିୟସ ଅଟନ୍ତି । ତାଙ୍କର ଡ୍ରେସ ଠାରୁ ହେୟାର ଷ୍ଟାଇଲରେ ବହୁତ ଡିଫରେନ୍ସ ରହିଛି ।

୫- “ଇତି” : ଏହି ସିରିଏଲରେ ପବିତ୍ରାଙ୍କ ଝିଅ ଚରିତ୍ରରେ ଅଭିନେତ୍ରୀ ଇତି ଅଭିନୟ କରୁଛନ୍ତି । ଏହି ସିରିଏଲରେ ସେ ବହୁତ ଚୂଲବୁଲି ହୋଇଥିଲେ ମଧ୍ୟ  ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୬- “ଆଈ” : ଏହି ସିରିଏଲରେ କାମ୍ୟାଙ୍କ ମାଉସୀ ଭୂମିକାରେ ଆଈ ଚରିତାରେ ନଜର ଆସୁଛନ୍ତି । ରିୟଲ ଲାଇଫରେ ତାଙ୍କର ଜୀବନ ଶୈଳୀ ବହୁତ ଅଲଗା ହୋଇଥାଏ । ସେ ଦେଖିବାକୁ ବହୁତ ସୁନ୍ଦର ହେବା ସହ ତାଙ୍କର ଡ୍ରେସ ଷ୍ଟାଇଲ ମଧ୍ୟ ନିଆରା ଅଟେ ।

୭- “ଆରଭ” : ଏହି ସିରିଏଲରେ ଆରଭ ବେଶ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏହି ସିରିଏଲରେ ସେ ସାଧାସିଧା ଚରିତ୍ରରେ ଅଭିନୟ କରୁଥିବା ବେଳେ ରିୟଲ ଲାଇଫରେ ଦେଖିବାକୁ ବହୁତ ଷ୍ଟାଇଲିସ ଓ ଚାର୍ମିଙ୍ଗ ଅଟନ୍ତି । ତାଙ୍କର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଡ୍ରେସ ଯାଏଁ ସିରିଏଲ ଅପେକ୍ଷା ବହୁତ ବ୍ଯବଧାନ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।